୩୪୦ ଚୋରି ମୋବାଇଲ ଜବତ କଲା ବ୍ରହ୍ମପୁର ପୋଲିସ, ୪ ଗିରଫ
ବ୍ରହ୍ମପୁର : ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ବିପୁଳ ପରିମାଣ ର ଚୋରୀ ମୋବାଇଲ ବ୍ରହ୍ମପୁର ବଡ ବଜାର ଥାନା ପୋଲିସ ଜବତ କରିବା ସହ ରାଜ୍ୟ ଓ ରାଜ୍ୟ ବାହାରର ୪ ଲୁଟେରା ଙ୍କୁ ଗିରଫ କରି…
ବ୍ରହ୍ମପୁର : ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ବିପୁଳ ପରିମାଣ ର ଚୋରୀ ମୋବାଇଲ ବ୍ରହ୍ମପୁର ବଡ ବଜାର ଥାନା ପୋଲିସ ଜବତ କରିବା ସହ ରାଜ୍ୟ ଓ ରାଜ୍ୟ ବାହାରର ୪ ଲୁଟେରା ଙ୍କୁ ଗିରଫ କରି…
ଭୁବନେଶ୍ୱର: ରାଜ୍ୟରେ ଖୋଲିବ ଆଉ ୧୫ ପୋକ୍ସୋ ଅଦାଲତ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲେଶ୍ବର, ଭଦ୍ରକ, କଟକ, ବ୍ରହ୍ମପୁର, ଯାଜପୁର, କେନ୍ଦୁଝରରେ ଖୋଲିବାକୁ ଯୋଜନା କରାଯାଇଛି। ସେହିପରି ଭୁବନେଶ୍ୱର, ବାରିପଦା, ଫୁଲବାଣୀ, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ ମଧ୍ୟ ପୋକ୍ସୋ ଅଦାଲତ…
ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରୁ ଶନିବାର ଏକ ଝୁଲନ୍ତା ମୃତଦେହ ଜବତ ହୋଇଛି। କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ପୁଲିସ ମୃତଦେହକୁ ଜବତ କରିଛି। ମୃତକ ଜଣ ଡାକ୍ତରଖାନାରେ ଜଣେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି। ତାଙ୍କ ନାମ ପରମାନନ୍ଦ…
ଭୁବନେଶ୍ୱର: ସରଜମିନ ତଦନ୍ତ ପରେ ସୁଭଦ୍ରାରେ ୧୭ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଯୋଡ଼ି ହୋଇଛନ୍ତି । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୃହରେ ତଥ୍ୟ ରଖିଛନ୍ତି । ୧୭ ଲକ୍ଷ ୮୩ ହଜାର ୨୫୧ ମହିଳା ସୁଭଦ୍ରାରେ ଯୋଡ଼ି ହୋଇଛନ୍ତି…
ବାସୁଦେବପୁର : ବାସୁଦେବପୁର କଷିଆ ସମୁଦ୍ର ମୁହାଣରୁ ବିରାଟକାୟ ଡଲଫିନ୍ର ମୃତଦେହ ଉଦ୍ଧାର ହୋଇଛି। ଡଲଫିନ୍ଟିର ଲମ୍ବ ୧୨ରୁ ୧୫ ଫୁଟ୍ ହୋଇଥିବା ଜଣାପଡିଛି। ଏବଂ ଏହାର ଓଜନ ୧ ଟନରୁ ଅଧିକ ହେବ। ମତ୍ସ୍ୟଜୀବୀମାନେ ଡଲଫିନଟିକୁ ସମୁଦ୍ରରେ ମୃତ ଅବସ୍ଥାରେ…
ଭୁବନେଶ୍ୱର : ଓଡ଼ିଶାରେ ଏବେ ଛୋଟଛୋଟ ଗ୍ରୁପ ହୋଇ ବୁଲୁଛନ୍ତି ମାଓବାଦୀ । ଆନ୍ଧ୍ର ଓ ଛତିଶଗଡ଼ ପଟୁ ମଧ୍ୟ ଓଡ଼ିଶାକୁ ମାଓବାଦୀ ପଶି ଆସୁଛନ୍ତି । ଏମାନଙ୍କ ଉପରେ ନଜର ଥିବା କହିଛନ୍ତି ବିଏସଏଫ ଆଇଜି । କେକେବିଏନ ଅଞ୍ଚଳ ଉପରେ…
ସମ୍ବଲପୁର : ମଣ୍ଡିରୁ ଉଠୁନି ଧାନ । ଦାନା ବାନ୍ଧୁଛି ଚାଷୀ ଆନ୍ଦୋଳନ । ସମ୍ବଲପୁରରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ମଣ୍ଡିକୁ ଉଠିପାରିଲାନି ଧାନ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଆନ୍ଦୋଳନ ପାଇଁ…
ଭୁବନେଶ୍ବର : ବଢ଼ିଲା ପଞ୍ଚାୟତ ନିର୍ବାଚନ ଚର୍ଚ୍ଚା । ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଆରମ୍ଭ । ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଅତିରିକ୍ତ ବଜେଟରେ ୪୨ କୋଟିର ବ୍ୟବସ୍ଥା ହୋଇଛି । ଯଦିଓ ୨୦୨୭ ମସିହା ପ୍ରାରମ୍ଭରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାର…
ବଲାଙ୍ଗିର : କୂଅରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ମୃତଦେହ । ହାତରେ ବନ୍ଧା ହୋଇଛି ଦଉଡ଼ି । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ବୁରୋମାଳ ଗାଁର ଚାଷଜମିରେ ଥିବା କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ…
ଭୁବନେଶ୍ୱର: ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ। ଏଥିରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଆଇନ ମନ୍ତ୍ରୀ ପୃଥ୍ବୀରାଜ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ୪୧୪୫ ମନ୍ଦିରର ଆର୍ଥିକ ଅନୁଦାନ ବୃଦ୍ଧି କରିଛନ୍ତି। ପୂର୍ବାପେକ୍ଷା…