ପଞ୍ଜାବରେ ଭାଙ୍ଗିବ ଆପ୍ ସରକାର: କଂଗ୍ରେସ ନେତା

ରାଜଧାନୀ ନୂଆଦିଲ୍ଲୀରେ ଆମ ଆଦମୀ ପାର୍ଟି(ଆପ୍‌) ସରକାରର ପତନ ଘଟିଛି। ଏହା ପରେ ପଞ୍ଜାବ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ବିଜେପି ସହିତ କଂଗ୍ରେସ ବି ଭଗୱନ୍ତ ମନଙ୍କ ସରକାରକୁ ଟାର୍ଗେଟ କରିବାରେ ଲାଗି ପଡ଼ିଛି। କଂଗ୍ରେସର ବରିଷ୍ଠ ନେତା ପ୍ରତାପ…

ବାରବାଟୀରେ ଲାଇଟ କଟିବା-ଟିକେଟ କଳାବଜାରୀ ପ୍ରସଙ୍ଗ: ସରକାରଙ୍କୁ ଦାୟୀ କଲେ ତାରା ବାହିନୀପତି

ଭୁବନେଶ୍ବର: ବାରବାଟୀରେ ଭାରତ ଏବଂ ଇଂଲଣ୍ଡ ମ୍ୟାଚ୍ ସମୟରେ ଲାଇଟ କଟିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ସରକାର ଏଥିପାଇଁ ଦାୟୀ। ମୁଁ ଏହାକୁ ନିନ୍ଦା କରୁଛି। ଓଡ଼ିଶାର କଥା ବାହାରେ…

ଫ୍ରାନ୍ସ ଓ ଆମେରିକା ଗସ୍ତ ପୂର୍ବରୁ ଏପରି କହିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ଏହାପରେ ଫ୍ରାନ୍ସରୁ ସେ ଆମେରିକା ଗସ୍ତରେ ଯିବେ। ଫ୍ରାନ୍ସ ଓ ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପ୍ରସ୍ଥାନକାଳୀନ ମନ୍ତବ୍ୟ ରଖିଛନ୍ତି। ଗସ୍ତ ପୂର୍ବରୁ ସେ କହିଛନ୍ତି, ‘‘ଫ୍ରାନ୍ସର…

ଷଣ୍ଢ ଆକ୍ରମଣରେ ମହିଳାଙ୍କ ଜୀବନ ଗଲା

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ସୋମବାର ଦିନ ଏକ ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସହରର ମଞ୍ଚେଶ୍ୱର ଥାନା ଅଧୀନସ୍ଥ ବାରିମୁଣ୍ଡା ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ରବିବାର ମହିଳାଙ୍କୁ ଷଣ୍ଢ ଆକ୍ରମଣ କରିଥିଲା…

ବିରେନ ସିଂହଙ୍କ ଇସ୍ତଫା ପରେ ବିଜେପି ସହ ମେଣ୍ଟକୁ ଫେରିଲା ଏନପିପି

ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଏନ. ବିରେନ ସିଂହ ଇସ୍ତଫା ଦେବା ପରେ ବିଜେପିକୁ ନିଜର ସମର୍ଥନର ହାତ ବଢ଼ାଇଛି ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନପିପି)। ମଣିପୁରରେ ଶାନ୍ତି ଏବଂ ସାଧାରଣ ଅବସ୍ଥା ଫେରାଇବାରେ ବିରେନ ସିଂହ ସରକାର ବିଫଳ ହୋଇଥିବା ଦର୍ଶାଇ ୩…

ନବବଧୂଙ୍କ ସଂନ୍ଦେହ ଜନକ ମୃତ୍ୟୁ, ଯୌତୁକ ଜନିତ ହତ୍ୟା ଅଭିଯୋଗ

ଗୁଣୁପୁର: ଗୁଣୁପୁର ଥାନା ଅନ୍ତର୍ଗତ ଗଣେଷ ବିହାର ଠାରେ ଭଡାଟିଆ ଘରେ ନବବଧୂଙ୍କ ସଂନ୍ଦେହ ଜନକ ମୃତ୍ୟ ହୋଇଛି । ମୃତକ ହେଲେ ରଶ୍ମୀ ରଂଞ୍ଜନୀ ବଡକୁମାର । ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ମୃତ ମହିଳାଙ୍କର ବାପା କୁଞ୍ଜ…

ପାନୀୟ ଜଳ ଯୋଗାଇବେ ସରକାର; ୭୦ରୁ ଅଧିକ ଜନସଂଖ୍ୟା ଥିବା ଗାଁରେ ଖୋଳାଯିବ ୨ଟି ନଳକୂପ

ଭୁବନେଶ୍ବର: ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବେ ରାଜ୍ୟ ସରକାର। ଗାଁ ଗାଁରେ ନଳକୂପ ଦେବେ ବିଜେପି ସରକାର। ଖରାଦିନକୁ ଆଖି ଆଗରେ ରଖି 70 ଜନସଂଖ୍ୟା ଥିବା ଗାଁରେ ଖୋଳାଯିବ ନଳକୂପ । ଯେଉଁ ଗାଁରେ 70ରୁ ଅଧିକ ଜନସଂଖ୍ୟା ଥିବ…

ମାଓବାଦୀଙ୍କୁ ନେଇ ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି

ମାଲକାନଗିରି: ଧ୍ବଂସ ହେଉଛି ମାଓଗଡ଼। ଗତକାଲି ୩୧ ମାଓବାଦୀଙ୍କ ନିପାତ ପରେ ଆହୁରି ଜୋରଦାର କରାଯାଇଛି ଅପରେସନ। ତେବେ ଏନେଇ ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଏହି ସୀମାବର୍ତ୍ତୀ ଅଞ୍ଚଳରେ ମୁତୟନ ହୋଇଛନ୍ତି ଅଧିକ ଫୋର୍ସ। ସୀମାନ୍ତ ଅଞ୍ଚଳକୁ…

ପରୀକ୍ଷାର୍ଥୀଙ୍କୁ ମୋଦୀଙ୍କ ଟିପ୍ସ : ନିଜ ସହ କଥା ହୁଅ, ପରୀକ୍ଷା ଜୀବନରେ ସବୁ କିଛି, ତାହା ଭାବିବା ଭୁଲ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଏମ୍ ମୋଦୀ ପରୀକ୍ଷାର୍ଥୀ ମାନଙ୍କୁ କହିଛନ୍ତି  କେବେ କେବେ ନିଜ ସହ ମଧ୍ୟ କଥା ହେବା ଉଚିତ୍। ଯେଉଁଠି କେହି ନ ଥିବେ ସେଠି ଆପଣ ପହଞ୍ଚନ୍ତୁ , ନେତୃତ୍ଵ…

ବାରବାଟୀରେ ପୂର୍ବ ସରକାର ଖାଲି ନଡ଼ିଆ ବାଡ଼େଇଥିଲେ: କ୍ରୀଡାମନ୍ତ୍ରୀ

ଭୁବନେଶ୍ବର: ବାରବାଟୀ ବିଭ୍ରାଟ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି। ଏନେଇ ବିରୋଧୀ ଏବଂ ଶାସକ ଦଳ ପରସ୍ପର ମୁଣ୍ଡରେ ଅଠା ବୋଳିବାରେ ଲାଗିଛନ୍ତି। ଅଭିଯୋଗର ବାକ୍‌ଯୁଦ୍ଧ ଜାରି ରହିଛି। ଏନେଇ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ବାରବାଟୀ ଏକ…