କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ମାରିଦେବାକୁ ଧମକ
ଭୁବନେଶ୍ୱର,୫।୨: ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ଧମକ ଦିଆଯାଇଛି। ୫୦ ଲକ୍ଷ ଟଙ୍କା ନଦେଲେ ହତ୍ୟା କରିବାକୁ ଧମକ ଦିଆଯାଛି। ଏ ନେଇ ନିଜେ ଜୟଦେବ ଜେନାଙ୍କ ଅଭିଯୋଗ କରିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି ତଦନ୍ତ…
ଭୁବନେଶ୍ୱର,୫।୨: ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ଧମକ ଦିଆଯାଇଛି। ୫୦ ଲକ୍ଷ ଟଙ୍କା ନଦେଲେ ହତ୍ୟା କରିବାକୁ ଧମକ ଦିଆଯାଛି। ଏ ନେଇ ନିଜେ ଜୟଦେବ ଜେନାଙ୍କ ଅଭିଯୋଗ କରିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି ତଦନ୍ତ…
ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ୱାରା ଥିବା ଜମି ଲିଜ଼ହୋଲ୍ଡରୁ ଫ୍ରିହୋଲ୍ଡ ପରିବର୍ତ୍ତନ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ, ପରିବର୍ତ୍ତନ ପାଇଁ ଆବେଦନ ହୋଇଥିବା ୮୬୭ ଆବେଦନ ପତ୍ର ମଧ୍ୟରୁ ୫୮୦ଟି ଗୃହଜମିର ହସ୍ତାନ୍ତରୀକରଣ…
ଭୁବନେଶ୍ବର: କମିସନରେଟ୍ ପୁଲିସ ଅଧୀନ ଭରତପୁର ଥାନା ଅଂଚଳରେ ଗତବର୍ଷ ସେନାର ଜଣେ ମେଜର ଓ ତାଙ୍କର ବାନ୍ଧବୀଙ୍କ ଉପରେ ହୋଇଥିବା ନିର୍ଯାତନା ଅଭିଯୋଗ ମାମଲାରେ ତଦନ୍ତ ଶେଷ ହୋଇଛି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଗଠିତ ହୋଇଥିବା ତଦନ୍ତ…
ପ୍ରୟାଗରାଜ ମହାକୁମ୍ଭରେ ଦେଶ, ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ଆସି ବୁଡ଼ ପକାଉଛନ୍ତି । ଆଜି ଭୁଟାନ ରାଜା ଜିଗମେ ଖେସର ନାମଗୟାଲ୍ ୱାଙ୍ଗଚୁକ ମଧ୍ୟ ତ୍ରିବେଣୀ ସଙ୍ଗମରେ ପହଞ୍ଚି ପବିତ୍ର ସ୍ନାନ କରିଛନ୍ତି । ସଙ୍ଗମ ସ୍ଥଳରେ ବୁଡ଼ ପକାଇବା…
ଭୁବନେଶ୍ବର: ଏକ ସୁସ୍ଥ ସମାଜ ଗଠନରେ ଶିକ୍ଷାନୁଷ୍ଠାନର ଭୂମିକା ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ। ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଗଠନ ସହ ସେମାନଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାରେ ଏଭଳି ଅନୁଷ୍ଠାନର ଏକ ବଡ ଭୂମିକା ରହିଛି। ଆଜିର ଏହି ଦିନ କେବଳ…
ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧ । ପୁରୀ ଗସ୍ତ ସମୟରେ ପୁରୀ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ କଳା ପତକା ଦେଖାଇ ବିରୋଧ ପ୍ରଦର୍ଶନ କରାଯାଇଛି । ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଉଦିତ୍ ପ୍ରଧାନଙ୍କୁ ଆରଏସଏସ ମୁଖ୍ୟ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ରାଷ୍ଟ୍ରପତିଙ୍କ ସମ୍ବୋଧନ ବିକଶିତ ଭାରତର ସଂକଳ୍ପକୁ ଦୃଢ଼ତା ଦେବା, ନୂଆ ବିଶ୍ୱାସ ତିଆରି କରିବା ଏବଂ ଜନସାଧାରଣକୁ ପ୍ରେରିତ କରିବାକୁ ସାହାଯ୍ୟ କରିଛି। ସେ କହିଛନ୍ତି, ଆମେ ଗରିବଙ୍କୁ ମିଥ୍ୟା ପ୍ରତିଶୃତି ଦେଇନୁ, ବରଂ ବିକାଶ…
ସମ୍ବଲପୁର: ପ୍ରଫେସରଙ୍କ ଘରେ ସିବିଆଇ । ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଫେସରଙ୍କ ଘରେ ରେଡ୍ ହୋଇଛି । ଆଜି ସିବିଆଇ ଟିମ୍ ବୁଲୁ ମହାରଣାଙ୍କ ଘରେ ପହଞ୍ଚି ତଦନ୍ତ କରିଛନ୍ତି । ଏହି ଯାଞ୍ଚ ଟିମରେ ୫ ଜଣ ଅଧିକାରୀ ରହିଛନ୍ତି । ଦୀର୍ଘ…
ଭୁବନେଶ୍ୱର: ବିଶ୍ବ କର୍କଟ ଦିବସରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଓଡ଼ିଶାରେ ତିଆରି ହେବ କ୍ୟାନ୍ସର ରେଜିଷ୍ଟ୍ରି। ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର। ସାରା ରାଜ୍ୟର ତଥ୍ୟକୁ ନେଇ ଦୁଇ ପ୍ରକାର ରେଜିଷ୍ଟ୍ରି ରହିବ। ହସ୍ପିଟାଲ୍ ଆଧାରିତ…
ଭୁବନେଶ୍ବର: ଦୁଇ ମାଓ ଦମ୍ପତି ଆତ୍ମସମର୍ପଣ କରିଥିବାର ଖବର ମିଳିଛି। ଝାଡ଼ଖଣ୍ଡର ଗଢଚିରୋଲି ଠାରେ ୪ଜଣଯାକ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ନାଁରେ ୨୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ପ୍ରଥମ ମାଓବାଦୀ ଦମ୍ପତି ହେଲେ ୬୩ ବର୍ଷୀୟ ବାଲାନ୍ନା ଏବଂ…