ରାମ ମନ୍ଦିରର ଶିଖରରେ ଉଡ଼ିଲା ଧର୍ମଧ୍ୱଜ: ଶତାବ୍ଦୀର ଯନ୍ତ୍ରଣା ଆଜି ଶେଷ ହେଉଛି କହିଲେ ମୋଦୀ

ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଐତିହାସିକ ଧ୍ବଜା ଉଡ଼ିଛି। ଆଜି ଅଯୋଧ୍ୟାରେ ଏକ ଐତିହାସିକ ମୁହୂର୍ତ୍ତ ଜୀବନ୍ତ ହୋଇ ଉଠିଛି। ଶ୍ରୀରାମ ଜନ୍ମଭୂମି ମନ୍ଦିର ଉପରେ ଧର୍ମଧ୍ୱଜ ଉଡିଥିବାବେଳେ ଏହି ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଭୁ ରାମଙ୍କୁ ହାତ…

ଗୋଟିଏ ଜୁଇରେ ଜେଜେମା-ନାତି

ବଲାଙ୍ଗୀର : ନାତିର ମୃତ୍ୟୁ ଖବର ଶୁଣି ଜେଜେମା’ଙ୍କ ମୃତ୍ୟୁ। ଏକାସଙ୍ଗେ ଜଳିଲା ଦୁଇ ଜଣଙ୍କ ଚିତା। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ସଦର ଥାନା ଆର.ଆର. କଲୋନୀରେ । ମିଳିଥିବା ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟାରେ ସୁଧୀର ଖୁୱାସଙ୍କ…

ଏସ୍‌ଆଇ ପରୀକ୍ଷା ଅନିୟମିତତା ମାମଲା: ଅଭିଯୁକ୍ତ ଝାରପଡା ସ୍ଥାନାନ୍ତର

ବ୍ରହ୍ମପୁର: ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ୧୨ ଅଭିଯୁକ୍ତ ଭୁବନେଶ୍ବରସ୍ଥିତ ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର ହୋଇଛନ୍ତି ା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ମାମଲା ହସ୍ତାନ୍ତର…

ସପ୍ତାହେ ପର୍ଯ୍ୟନ୍ତ ନାହିଁ ବର୍ଷା : ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା

ଭୁବନେଶ୍ୱର: ଇତିମଧ୍ୟରେ ଅବପାତର ରୂପ ନେଇସାରିଛି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ଲଘୁଚାପ। ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ। ତେବେ ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ…

ଆମେରିକାରୁ ଫେରିଲେ, ଧରାପଡିଲା ସତ

ଭୁବନେଶ୍ଵର: ପୂଜା ଓରଫ ସେଜଲ ଙ୍କ ଆମେରିକା ନିର୍ଯାତନା ଘଟଣାର ନୂଆ ମୋଡ଼ ନେଇଛି । ପ୍ରେମିକ ଅମର ପାଇଁ ଆମେରିକାରୁ ଫେରିବା ପରେ ସତ କହିଛନ୍ତି ପୂଜା। ପ୍ରେମ ପାଇଁ ଆମେରିକାରେ ମିଛ ନିର୍ଯାତନାର କାହାଣୀ କହିଥିଲି। ନିର୍ଯାତନାର କାହାଣୀ…

ଭୁବନେଶ୍ଵରରେ ଶୁଭାଂଶୁ ଶୁକ୍ଳା

ଭୁବନେଶ୍ଵର : ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। ଏକ ଘରୋଇ ସ୍କୁଲର କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଓଡିଶା ଆସି ଶୁଭାଂଶୁ କହିଛନ୍ତି ମୁଁ ଓଡିଶା ଗସ୍ତରେ ଆସି ବହୁତ୍ ଖୁସି। ପୂର୍ବରୁ ମଧ୍ୟ ମୁଁ ଓଡିଶା ଆସିଥିଲି। ଓଡିଶାର ପିଲାମାନେ…

କୋଇଲା ମନ୍ତ୍ରଣାଳୟର ସ୍ପଷ୍ଟୀକରଣ ପରେ ବି ଓପିସିଏଲ୍ ଓ ଓପିଜିସି ମିଶ୍ରଣ ଯୋଜନା ଆଗକୁ ବଢ଼ିବ

ଭୁବନେଶ୍ୱର: ଓଡ଼ିଶା କୋଲ୍ ଆଣ୍ଡ ପାୱାର ଲିମିଟେଡ୍ (OCPL)କୁ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ (OPGC) ସହିତ ମିଶ୍ରଣ ପ୍ରସ୍ତାବ ଅନୁମତିପ୍ରାପ୍ତ ନୁହେଁ ବୋଲି କୋଇଲା ମନ୍ତ୍ରଣାଳୟ ସ୍ପଷ୍ଟ କରିବାର ଗୋଟିଏ ଦିନ ପରେ ଓଡ଼ିଶା ସରକାର କହିଛନ୍ତି ଯେ ନେଇ…

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସମ୍ବଲପୁର ଓ ଯାଜପୁରରେ ବିଶାଳ ପଦଯାତ୍ରା

ସମ୍ବଲପୁର : ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସମ୍ବଲପୁରରେ ବିଶାଳ ପଦଯାତ୍ରା ଆୟୋଜିତ ହୋଇଛି। ଏହି ପଦଯାତ୍ରା ସମ୍ବଲପୁର ରିଜର୍ଭ ଗ୍ରାଉଣ୍ଡରୁ ଆରମ୍ଭ ହୋଇ ଲଷ୍ମୀ ଟକିଜ ଛକ, ଜେଲ ଛକ ଦେଇ ମହିଳା…

୨୦୨୪ ନିର୍ବାଚନ ସମୟରେ ବିଜୁ ବାବୁଙ୍କ ପୋଷ୍ଟର ଦେଖିବାକୁ ମିଳିଲା ନାହିଁ: ଭୂପିନ୍ଦର ସିଂହ

ଭୁବନେଶ୍ବର: ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ପରେ ବିଜେଡି ବିରୋଧରେ ବିଷୋଦଗାର କରିଛନ୍ତି ବରିଷ୍ଠ ନେତା ଭୂପିନ୍ଦର ସିଂହ। ସେ ନିଜର ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ଆମେ ଏବେ ଧୈର୍ଯ୍ୟର ସହ କାମ କରୁଛୁ। କିନ୍ତୁ ଧୈର୍ଯ୍ୟର ସୀମା ଟପିଗଲେ…

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶା ଅର୍ଥନୀତି: ମୁଖ୍ୟମନ୍ତ୍ରୀ

‘ସମୃଦ୍ଧ ଓଡ଼ିଶା ୨୦୩୬ କନ୍‌କ୍ଲେଭ୍‌’ ଉଦ୍‌ଘାଟିତ : ଭୁବନେଶ୍ୱର ହେବ ଇଷ୍ଟର୍ଣ୍ଣ ରିଜିଅନ୍‌ର ମେଗା ଟେକ୍‌-ସିଟି,  ରାଜ୍ୟରେ ପ୍ରକୃତ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି ଭୁବନେଶ୍ୱର, ୨୫।୧୧ : ଓଡ଼ିଶାରେ ଏବେ ପ୍ରକୃତ ଶିଳ୍ପ ବିପ୍ଲବର ସୂତ୍ରପାତ ହୋଇଛି, ଯାହା ରାଜ୍ୟର…