ପିସିସି ସଭାପତି ଭକ୍ତ ଚରଣ ଦାସ ଦେଶବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ: ବିଜେପି

ଭୁବନେଶ୍ବର: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିବା ଘଟଣାରେ ଆଜି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ଭକ୍ତ ଚରଣ ଦାସ ଓ କଂଗ୍ରେସ ଉପରେ ବର୍ଷିଛନ୍ତି। ଏକ ସାମ୍ବାଦିକ…

ଅଖିମୁଠି ଅନୁକୂଳ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପବିତ୍ର ଅକ୍ଷୟ ତୃତୀୟା ଦିନ ଅଖିମୁଠି ଅନୁକୂଳ କରାଯିବାର ପରମ୍ପରା ରହିଛି। ଆଜି ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରା ଗ୍ରାମର କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା କୃଷକ…

ଅକ୍ଷୟ ତୃତୀୟାରେ ଅକ୍ଷି ମୁଠି ଅନୁକୂଳ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ବରଗଡ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସରକାରୀ କୃଷି ଫାର୍ମ ଚକୁଳିରେ ରାଜସ୍ବ ମନ୍ତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲାସ୍ତରୀୟ  ଭୂମି ପୂଜନ ସହ ଅକ୍ଷି ମୁଠି ଅନୁକୂଳ କରିଛନ୍ତି ।ବରଗଡ଼ ଜିଲ୍ଲା ପାଲ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ…

ଅକ୍ଷୟ ତୃତୀୟାରୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଆରମ୍ଭ ହେବ ପ୍ରତି ଘଣ୍ଟାର ମୁଖ୍ୟ ସମ୍ବାଦ

ସମ୍ବଲପୁର : ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ଆସନ୍ତାକାଲି (ଏପ୍ରିଲ ୩୦) ଅକ୍ଷୟ ତୃତୀୟା ଠାରୁ ପ୍ରତ୍ୟେକ ଦିନ ଅପରାହ୍ନ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଘଣ୍ଟାରେ ଖବର ଶୀର୍ଷକ (News Headlines) ପ୍ରସାରଣ କରାଯିବ। ଶ୍ରୋତାମାନେ…

ପହଲ୍‌ଗାମ୍‌ ଆକ୍ରମଣ ; କଟକରେ ଏନଆଇଏର ୩ ଜଣିଆ ଟିମ୍‌

କଟକ : କଟକରେ ଏନଆଇଏ ଟିମ୍‌ । କଟକ ଦେଉଳସାହିରେ ଏନଆଇଏର ୩ ଜଣିଆ ଟିମ୍‌ ମଙ୍ଗଳବାର ପଚରାଉଚରା କରିଛନ୍ତି। ରଞ୍ଜିତ ଭୋଳଙ୍କ ଘରେ ପ୍ରାୟ ୨ ଘଣ୍ଟା ପଚରାଉଚରା କରିଛି ଟିମ୍‌। ପହଲ୍‌ଗାମ୍‌ ଆତଙ୍କୀ ଆକ୍ରମଣ ବେଳେ ଉପସ୍ଥିତ ଥିଲେ…

ମେ ୨ରୁ ଓଜେଇଇ: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଭୁବନେଶ୍ୱର,୨୯ା୪: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)୨୦୨୫ ମେ ୨ ତାରିଖରୁ ଆରମ୍ଭ ହେବ। ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ଓଜେଇଇ ପକ୍ଷରୁ କାର୍ଯ୍ୟସୂଚୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରୀଛାତ୍ର କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମୋଡ୍‌ରେ…

‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ହେବା ପରେ ଘରୋଇ ହସ୍ପିଟାଲମାନଙ୍କୁ କଡ଼ା ତାଗିଦ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ

ଭୁ‌ବନେଶ୍ବର: ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ହେବା ପରେ ପ୍ରଥମ ଥର ଲାଗି ଘରୋଇ ହସ୍ପିଟାଲମାନଙ୍କୁ କଡ଼ା ତାଗିଦ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ରୋଗୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ସେ କହିଛନ୍ତି। ଆୟୁଷ୍ମାନରେ ଅବହେଳା କଲେ ଦୃଢ଼…

ଭାରତର ଯୁଦ୍ଧାଭ୍ୟାସ ନେଇ ପାକିସ୍ତାନ ଭୟଭୀତ: ଇସଲାମାବାଦ-ରାୱଲପିଣ୍ଡିରେ ଉଡୁଛି ଯୁଦ୍ଧ ବିମାନ

ଇସଲାମାବାଦ: ଭାରତ ସହିତ ଉତ୍ତେଜନା ମଧ୍ୟରେ, ପାକିସ୍ତାନ ବାୟୁସେନା କରାଚୀ, ଇସଲାମାବାଦ, ରାୱଲପିଣ୍ଡି ଏବଂ ସ୍କାର୍ଦୁ ଉପରେ ବିମାନ ପାଟ୍ରୋଲିଂକୁ ଯଥେଷ୍ଟ ବୃଦ୍ଧି କରିଛି। ପାକିସ୍ତାନ ଭୟ କରୁଛି ଯେ, ଭାରତ ଯେକୌଣସି ସମୟରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ। ଭାରତୀୟ…

ସେନାକୁ ନିଷ୍ପତ୍ତି ନେବାର ଅଧିକାର ଦେଲେ ସରକାର : ଆକ୍ରମଣର ଲକ୍ଷ୍ୟ ଓ ସମୟ ସ୍ଥିର କରିବ ସେନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ମଙ୍ଗଳବାର ସଂଧ୍ୟାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି। ପାକିସ୍ତାନକୁ ଜବାବ ଦେବାକୁ ଏହି ବୈଠକରେ ଭାରତର ତିନି ସେନାକୁ ସଂପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି । ସେନା ଆକ୍ରମଣର ଟାର୍ଗେଟ୍ ଓ ସମୟ ସ୍ଥିର…

ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ମେ ୨୯ ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବେ

ନୂଆଦିଲ୍ଲୀ, ୨୯।୪: ଭାରତର ମହାକାଶ ଇତିହାସରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା। ଆସନ୍ତା ମେ ୨୯, ୨୦୨୫ରେ ସେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଅଭିମୁଖେ ଉଡ଼ାଣ କରିବେ। ଏକ୍ସିଅମ…