ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ମାମଲା, ତଦନ୍ତ ରିପୋର୍ଟ କ୍ୟାବିନେଟରେ ହେବ ଉପସ୍ଥାପିତ

କଟକ : ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ମାମଲା । ଚାବି ହଜିବା ତଦନ୍ତ ରିପୋର୍ଟ କ୍ୟାବିନେଟରେ ହେବ ଉପସ୍ଥାପିତ। କ୍ୟାବିନେଟର ଉପସ୍ଥାପିତ ହେବା ନେଇ ରାଜ୍ୟ ସରକାର ନେଇଛନ୍ତି ନିଷ୍ପତ୍ତି। ଏ ନେଇ ହାଇକୋର୍ଟଙ୍କୁ ଅବଗତ କଲେ ଆଡଭୋକେଟ ଜେନେରାଲ ପିତାମ୍ବର…

ମାଓ ଆଡ୍ଡାସ୍ଥଳୀରେ ଚଢାଉ, ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଓବାଦୀଙ୍କ ଆଡ୍ଡାସ୍ଥଳୀ ଉପରେ ଏସ୍‌ଟିଏଫ ଓ ସିଆରପିଏଫର ମିଳିତ ଚଢାଉ ଚଢାଉ । ଓଡିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ପଶ୍ଚିମ ସିଂହଭୂମ ଅଞ୍ଚଳରେ ଚଢାଉ କରିଛି ଏସ୍‌ଟିଏଫ ଓ ସିଆରପିଏଫ । ଚଢ଼ାଉରେ ୫ କେଜି ବିଶିଷ୍ଟ ୫ଟି ଆଇଡି,…

ଦିଲ୍ଲୀରୁ ଫେରି ନବୀନଙ୍କୁ ଭେଟିଲେ ସାଂସଦ ମୁନ୍ନା ଖାଁ, କହିଲେ ଶୀଘ୍ର ତଦନ୍ତ କରି ନିଷ୍ପତ୍ତି ନେବେ ସଭାପତି

ଭୁବନେଶ୍ୱର : ସଂଖ୍ୟାଲଘୁଙ୍କ ସ୍ବାର୍ଥ ରକ୍ଷା ବିଜେଡିର ପ୍ରାଥମିକତା । ରାଜ୍ୟସଭାରେ ଯାହା ଘଟିଛି ଅନୁଧ୍ୟାନ କରିବି । ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା କରିବି । ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ଏକ ଧର୍ମନିରପେକ୍ଷ…

ବିହାରରେ କଂଗ୍ରେସର ‘ପଳାୟନ ରୋକୋ, ଚାକିରି ଦିଅ’ ଅଭିଯାନ: ‘ଧଳା ଟି-ଶାର୍ଟ’ ପଦଯାତ୍ରାରେ ସାମିଲ ହେଲେ ରାହୁଲ

ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିହାରରେ ‘ଧଳା ଟି-ଶାର୍ଟ’ ପଦଯାତ୍ରା ଆରମ୍ଭ କରିଛନ୍ତି। ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ବେଗୁସରାଇ ଜିଲାରୁ ଆରମ୍ଭ ହୋଇଥିବା ଏହି…

ଓ୍ବାକଫ୍ ନିଷ୍ପତ୍ତି; ‘ନବୀନ ସବୁ ଜାଣନ୍ତି’ : ପ୍ରଫୁଲ୍ଲ ଘଡେଇ

ଭୁବନେଶ୍ବର: ଓ୍ବାକଫ୍ ନେଇ ଏବେ ବଢିଛି ବିଜେଡି ଦଳରେ ତାତି । କାହିଁକି ଦଳୀୟ ନିଷ୍ପତ୍ତି ବାହାରକୁ ଯାଇ ଏମିତି କଲେ ସସ୍ମିତ୍ ପାତ୍ର?, ତାକୁ ନେଇ ଦଳର ବିଭିନ୍ନ ନେତା ଉତ୍ତର ମାଗୁଛନ୍ତି । ଦଳୀୟ କାମରେ ଟିକିଏ ଖଇଚା…

ଆଜିଠୁ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟନସିପ, ଉଦଘାଟନ କଲେ ପୋଲିସ ଡିଜି ୱାଇବି ଖୁରାନିଆ

ଭୁବନେଶ୍ୱର :  ଆଜିଠୁ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟନସିପ୍ ।  ୭୩ ତମ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟନସିପକୁ ଉଦଘାଟିତ କଲେ ପୋଲିସ ଡିଜି ୱାଇବି ଖୁରାନିଆ ।  ଏପ୍ରିଲ ୧୫ ଯାଏଁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ ।…

ଲୋକଙ୍କର କ୍ଷତି କରିବାରେ ଟ୍ରମ୍ପ ଓ ମୋଦୀ ସିଦ୍ଧହସ୍ତ : କଂଗ୍ରେସ

ନୂଆଦିଲ୍ଲୀ : ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଘୋଷଣା କରିଥିଲେ ଯାହା ପରେ ଭାରତୀୟ ଷ୍ଟକ୍ ବଜାର ସମେତ ସମଗ୍ର ବିଶ୍ବର ଷ୍ଟକ ବଜାରରେ ବଡ଼ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଏହି ପ୍ରସଙ୍ଗରେ, କଂଗ୍ରେସ ସୋମବାର (୦୭…

ପୁନର୍ଗଠନ ହେବ ଏସଏଚଜି, ରାଜ୍ୟ ସ୍ତରରେ ଦିଆଯିବ ନୂଆ ନିଯୁକ୍ତି

ଭୁବନେଶ୍ୱର: ଚଳିତ ମାସରେ ସ୍ବୟଂ ସହାୟକ ଗୋଷ୍ଠୀକୁ ପୁନର୍ଗଠନ ହେବ। GPLF, ଓ CPL, BLFଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ। ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରତି ପରିବାରକୁ ସ୍ୱୟଂ ସହାୟକ ଗୋଷ୍ଠୀ…

ଖୋର୍ଦ୍ଧା ସଢେଇଗଡ଼ ଗାଁରେ ବୋମା ବିସ୍ଫୋରଣ, ୧ ମୃତ ୧ ଗୁରୁତର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଏକ ଗାଁରେ ଗତକାଲି ରାତିରେ ବୋମା ବିସ୍ଫୋରଣ ହୋଇଛି ।  ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇପଡ଼ିଛନ୍ତି ।  ଆହତ ବ୍ୟକ୍ତି ଜଣକ ଡାକ୍ତରଖାନାରେ ଜୀବନ ସହିତ ସଂଘର୍ଷ କରୁଛନ୍ତି…

ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ପୁଣି ମିଳିବ ସୁଭଦ୍ରା ଟଙ୍କା। ଯେଉଁମାନେ ଏ ପର୍ଯ୍ୟନ୍ତ ସୁଭଦ୍ରାର କୌଣସି ବି କିସ୍ତି ପାଇନାହାନ୍ତି, ସେମାନେ ଏହି ଦିନ ସୁଭଦ୍ରା ଟଙ୍କା ପାଇବେ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ…