ଖଣି ଲୁଟ୍ କରିଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଏମସିଏଲ ଖଣି କ୍ଷେତ୍ର ଗୋପାଳପୁର- ଅଞ୍ଚଳରେ ଚାଲିଥିବା ସବୁଠୁ ବଡ଼ ଖଣି ଲୁଟ୍ ଘଟଣା ଥାନାରେ ପହଞ୍ଚିଛି ମାମଲା । ହେମଗିରି ଥାନାରେ ଲିଖିତ ଅଭିଯୋଗ କରିଛି ମାଇନିଂ ବିଭାଗ। ଜୁନିୟର ମାଇନିଂ ଅଫିସର ମଙ୍ଗଲ ହେମ୍ବ୍ରମ…