ସସ୍ମିତ ପାତ୍ରଙ୍କ ନିଷ୍ପତ୍ତି ବଦଳାଇବା ପଛରେ ନବୀନଙ୍କ ମୁଖ୍ୟ ପରାମର୍ଶଦାତା: ଦେବାଶିଷ
ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ୱାକଫ୍ ସଂଶୋଧନ ବିଲ୍ ସଂସଦରେ ଗୃହୀତ ହୋଇଛି। ଲୋକସଭା ପରେ ଏହି ବିଲ୍ ରାଜ୍ୟସଭାରେ ଗୃହୀତ ହୋଇଥିଲା। ରାଜ୍ୟସଭାରେ ଏହି ବିଲ୍କୁ ୧୨୮ ଜଣ ସାଂସଦ ସମର୍ଥନ ଜଣାଇଥିଲେ। ମାତ୍ର ୯୫ ଜଣ ସାଂସଦ ବିରୋଧ କରିଥିଲେ।…