ଭାରତ ବିରୋଧରେ ଶ୍ରୀଲଙ୍କା ମାଟିର ଉପଯୋଗ ହେବ ନାହିଁ : ଦିସାନାୟକେ
କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା ଦିସାନାୟକେ ଚୀନର ନାମ ନ ନେଇ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ସେ ଭାରତକୁ ଆଶ୍ୱାସନା ଦେଇଥିଲେ ଯେ ଶ୍ରୀଲଙ୍କା ଭାରତର ସୁରକ୍ଷା ସ୍ୱାର୍ଥ ବିରୁଦ୍ଧରେ ପଦକ୍ଷେପ ନେବା ପାଇଁ ଏହାର…