ଶିଖର ଘାଟ ପୋଲ ଉପରେ ଅଘଟଣ, ପୋଲ ଉପରୁ ନଦୀକୁ ଡେଇଁଲେ ଯୁବକ

ଜଗତସିଂହପୁର : ଦେବୀ ନଦୀକୁ ଡେଇଁପଡିଲେ ଯୁବକ । ଜଗତସିଂହପୁର ଜିଲ୍ଲା ବଛାଳ ଗାଁର ଟୁକୁନା ଲେଙ୍କାର ୨୫ ବର୍ଷର ପୁଅ ସୂର୍ଯ୍ୟକାନ୍ତ ଲେଙ୍କା ନଦୀକୁ ଡେଇଁପଡିଛନ୍ତି । ଶିଖରଘାଟ ନିକଟରେ ଥିବା ପୋଲ ଉପରୁ ଡେଇଁ ପଡିଛନ୍ତି । ପ୍ରେମ…

ଇମରାନ ଖାନଙ୍କ ପତ୍ନୀଙ୍କ ପଛରେ ପଡ଼ିଛନ୍ତି ଆସିମ ମୁନିର ! ପାକିସ୍ତାନ ପୂର୍ବତନ ପିଏମଙ୍କ ସାଂଘାତିକ ଖୁଲାସା

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରୀକ-ଏ-ଇନସାଫ (PTI) ନେତା ଇମରାନ ଖାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନିରଙ୍କ ବିରୋଧରେ ଗୁରୁତର ଓ ବ୍ୟକ୍ତିଗତ ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ ଜେନେରାଲ ମୁନିର ତାଙ୍କୁ ଇଣ୍ଟର-ସର୍ଭିସେସ ଇଣ୍ଟେଲିଜେନ୍ସ…

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର୍, ୬ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ପୁରୀ: ପୁରୀର ଏସଡିଭିଓ ସେକ୍ସନ ଅଫିସର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଆଜି ସେକ୍ସନ ଅଫିସର (ସ୍‌ବଡିଭିଜିଓଆଲ ଭେଟେନାରୀ ଅଫିସର) ମନୋଜ ମହାନ୍ତି ୬୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ। ଅଭିଯୋଗକାରୀ ଏବଂ ଅନ୍ୟ ତିନି…

ଟ୍ରମ୍ପ ପ୍ରଶାସନ ବିରୋଧରେ ଖୋଲାଖୋଲି ସ୍ଵର ଉତ୍ତୋଳନ କଲେ ମସ୍କ

ଓ୍ବାଶିଂଟନ: ଟେସ୍‌ଲା ମୁଖ୍ୟ ଏଲନ ମସ୍କ ଏବେ ଖୋଲାଖୋଲି ଭାବରେ ଟ୍ରମ୍ପ ପ୍ରଶାସନକୁ ବିରୋଧ କରୁଛ୍ତି। ଟ୍ରମ୍ପ ପ୍ରଶାସନ ଦ୍ୱାରା ଆଗତ ଟିକସ ବିଲ୍‌କୁ ମସ୍କ ତୀବ୍ର ସମାଲୋଚନା କରିଛନ୍ତି। ନିକଟରେ ମସ୍କ ସରକାରୀ ଦକ୍ଷତା ବିଭାଗର ମୁଖ୍ୟ ପଦରୁ ଇସ୍ତଫା…

ବନ୍ୟାର ବିକଟାଳ ରୂପ: ଆସାମରେ ବନ୍ୟା ନେଲାଣି ୧୯ ଜୀବନ

ଆସାମ: ବନ୍ୟାରେ ବେହାଲ ଆସାମ । ୫ ଦିନ ବିତିଲାଣି ତଥାପି ସୁଧୁରୁନି ସ୍ଥିତି । ଏବେବି ପାଣି ଘେରରେ ରହିଛନ୍ତି ଲୋକେ । ଛାଡୁନି ପାଣି, ସୁଧୁରୁନି ଅବସ୍ଥା । ଆସାମର ମୋରିଗାଁଓ ଜିଲ୍ଲାରେ ସ୍ଥିତି ପୂରା ସଙ୍ଗୀନ ଅଛି…

ଓଡିଶା ଆସିବେ ମୋଦି, ମୋହନ ସରକାରଙ୍କ ପ୍ରଥମ ବାର୍ଷିକୀ ଉତ୍ସବରେ ଯୋଗଦେବେ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାରଙ୍କ ପ୍ରଥମ ବାର୍ଷିକୀ ପାଳନ ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୨ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରର ଜନତା ମଇଦାନରେ ହେବାକୁ…

ବେଙ୍ଗାଲୁରୁ ଦଳାଚକଟା ଘଟଣା ପରେ ମୁହଁ ଖୋଲିଲେ କୋହଲି: କହିଲେ- ମୁଁ ଶବ୍ଦହୀନ, ମୁଁ ମର୍ମାହତ

ବେଙ୍ଗାଲୁରୁ: ଆରସିବିର ବିଜୟ ଶୋଭାଯାତ୍ରା ବେଳେ ଦଳାଚକଟା ଘଟଣା । ୧୧ ଜଣଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ ଆରସିବିର ଷ୍ଟାର୍ ବ୍ୟାଟର ବିରାଟ କୋହଲି । ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ଏବଂ ଆହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ…

୧୨ ଦେଶକୁ ଆମେରିକା ମନା, ୭ ଦେଶ ଉପରେ ଆଂଶିକ କଟକଣା

ଓ୍ବାଶିଂଟନ: ବିଦେଶୀ ନାଗରିକଙ୍କ ପାଇଁ ଆମେରିକାରେ କଟକଣା। ୧୨ ଦେଶର ଲୋକଙ୍କୁ ଆମେରିକା ମନା। ଆମେରିକାରେ ପ୍ରବେଶ କରିପାରିବେନି ୧୨ ଦେଶର ନାଗରିକ। ଏଥିସହ ଅନ୍ୟ ୭ଟି ଦେଶରୁ ଆସୁଥିବା ଲୋକଙ୍କ ଉପରେ ଆଂଶିକ କଟକଣା ଲାଗୁ କରାଯାଇଛି। ଏ ସମ୍ପର୍କିତ…

ଶାଳୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭିଣୋଇ

ଭୁବନେଶ୍ୱର : ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଚଢ଼େୟା ପଲ୍ଲୀରେ ହୋଇଛି ନିର୍ମମ ହତ୍ୟାକାଣ୍ଡ । ଶାଳିକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଭିଣୋଇ । ଜମିଜମା ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଥିବା ବେଳେ ପୋଲିସ…

ବିସ୍ଫୋରକ ଭ୍ୟାନ ଜବତ୍ ମାମଲାରେ ତଦନ୍ତ, ଶ୍ରବଣ ଅଗ୍ରୱାଲଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ପଚରାଉଚରା

ରାଉରକେଲା:  ରାଉରକେଲାର ବାଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ଜବତ୍ ଦୁଇଟି ଏକ୍ସପ୍ଲୋସିଭ ଭ୍ୟାନ ସମ୍ପର୍କରେ ତଦନ୍ତକୁ ଜୋରଦାର କରିଛି ରାଉରକେଲା ପୋଲିସ୍ ।  ଗୋଟିଏ ଭ୍ୟାନର ଟ୍ରାନଜିଟ ପରମିଟ ନଥିବା ବେଳେ ଆଉ ଗୋଟିଏର ବନ୍ଦ ପଡିଥିବା ଶୁଭମ୍ ଏଗ୍ରିଗେଟ ନାମରେ…