ଏସ୍‌ୟୁଭି ଭିତରୁ ମିଳିଲା ବାପାମାଆ ଓ ପୁଅର ମୃତଦେହ

ଚଣ୍ଡିଗଡ଼: ପଞ୍ଜାବର ପଟିଆଲା ଜିଲ୍ଲାର ଏକ ଗାଁ ନିକଟସ୍ଥ କ୍ଷେତରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ଏସ୍‌ୟୁଭି ଭିତରୁ ମିଳିଛି ଗୋଟାଏ ପରିବାରର ୩ ଜଣଙ୍କ ମୃତଦେହ। ଏହି ଘଟଣା ସଂପର୍କରେ ପୁଲିସ ଅଧିକାରୀ ମନଜିତ ସିଂହ କହିଛନ୍ତି ଯେ…

ଦଳରୁ ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ,୨୩ା୬: ସମାଜବାଦୀ ପାର୍ଟିର ୩ ବିଧାୟକଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଏହି ବିଧାୟକମାନେ ହେଲେ ଅଭୟ ସିଂହ, ରାକେଶ ସିଂହ ଓ ମନୋଜ ପାଣ୍ଡେ। ଏହି ୩ ଜଣଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି। ସମାଜବାଦୀ…

YSRCP ମୁଖ୍ୟ ଜଗନ ମୋହନ ରେଡ୍ଡିଙ୍କ ବିରୋଧରେ ଏକ ସଡ଼କ ଦୁର୍ଘଟଣାର ଅଭିଯୋଗ

ଗୁଣ୍ଟୁର,୨୩।୬: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ YSRCP ମୁଖ୍ୟ ଜଗନ ମୋହନ ରେଡ୍ଡିଙ୍କ ବିରୋଧରେ ଏକ ସଡ଼କ ଦୁର୍ଘଟଣାର ଅଭିଯୋଗ ଆସିଛି। ପୋଲିସର ସୂଚନା ଅନୁଯାୟୀ, ଜଗନ ମୋହନ ରେଡ୍ଡି ପାଲନାଡୁର ରେଣ୍ଟାପାଲ୍ଲା ଗାଁ ଅଭିମୁଖେ ଯାଉଥିବା ସମୟରେ ତାଙ୍କ…

ଉପନିର୍ବାଚନରେ ଚମକିଲା ଆପ୍‌ : ୨ ଆସନରେ ବିଜୟୀ

ଲୁଧିଆନା,୨୩।୬: ପଞ୍ଜାବର ଲୁଧିଆନା ପଶ୍ଚିମ ବିଧାନସଭା ଆସନ ଏବଂ ଗୁଜରାଟର ବିସାବାଦ ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ) ପ୍ରାର୍ଥୀମାନେ ବଡ଼ ବିଜୟ ହାସଲ କରିଛନ୍ତି। ଏହା ଆପ ପାଇଁ ଜୀବନ ରକ୍ଷାକାରୀଠାରୁ କମ ନୁହେଁ। ପାଞ୍ଚ…

ଇରାନକୁ ସାହାଯ୍ୟ କରିବୁ : ପୁଟିନ

ମସ୍କୋ : ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷରେ ଆମେରିକାର ପ୍ରବେଶ ପରେ ଆଜି ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ବୃଦ୍ଧି ପାଇଛି। ଇରାନ ଉପରେ ଆମେରିକାର ଆକ୍ରମଣ ପରେ ରୁଷ ଇରାନକୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇବାକୁ ପ୍ରତିଶ୍ରୁତି…

ରାଜ୍ୟସଭା ଯିବେନି ବୋଲି କହିଲେ କେଜ୍ରିଓ୍ବାଲ !

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ରାଜ୍ୟସଭାକୁ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସୋମବାର (୨୩ ଜୁନ୍) ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭାକୁ ଯିବା ପ୍ରଶ୍ନରେ ସେ କହିଛନ୍ତି,…

ଲଗାଣ ବର୍ଷାରେ ବେହାଲ ସୁରଟ

ଗାନ୍ଧୀନଗର: ମୌସୁମୀ ଜନିତ ବର୍ଷାରେ ବେହାଲ ହୋଇଛି ସୁରଟ । ସକାଳେ ସକାଳେ ଲଗାଣ ବର୍ଷା ପରେ ସହରରେ ବନ୍ୟା ପରି ସ୍ଥିତି ଉପୁଜିଛି । ପ୍ରବଳ ବର୍ଷା ଫଳରେ ସହର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଆଣ୍ଠୁଏ ପାଣି ଛିଡ଼ା ହୋଇଛି…

‘ଆମରି ଶିଶୁ’ ପୋର୍ଟାଲ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୬: ଶିଶୁ କଲ୍ୟାଣ ଏବଂ ଡିଜିଟାଲ ପ୍ରଶାସନକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୁପ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ରାଜ୍ୟ ମହିଳା ଏବଂ ଶିଶୁ ପ୍ରତିଷ୍ଠାନରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ ‘ଆମରି…

ଭାଙ୍ଗିଲା ମହିମା ଗାଦିର ଦଧିନଉତି

ଢେଙ୍କାନାଳ  : ଢେଙ୍କାନାଳ ଜିଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମରପୀଠ ମହିମାଗାଦି ଯୋରନ୍ଦାରେ ରବିବାର ବିଳମ୍ବିତ ରାତିରେ ଭାଙ୍ଗିଯାଇଛି। ବଜ୍ରପାତରେ ଗାଦି ମନ୍ଦିର ପୂର୍ବ ମୁଖଶାଳା ଦଧିନଉତି ସମ୍ପୂର୍ଣ୍ଣ ଭାଙ୍ଗିଛି। ସୋମବାର ସକାଳେ ଘଟଣା ସମ୍ପର୍କରେ ଜାଣିବା ପରେ ମହିମା ସନ୍ନ୍ୟାସୀ…

ଗୋପାଳପୁର ଗଣଦୁଷ୍କର୍ମ ମାମଲା ; ନିଜ ଆଡୁ ମାମଲା ରୁଜୁ କରିଛି ଏନଏଚଆରସି

ଭୁବନେଶ୍ୱର : ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲାରେ ସୋମବାର ନିଜ ଆଡୁ ମାମଲା ରୁଜୁ କରିଛି  ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) । ୨ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।…