ମାଓବାଦୀଙ୍କ ଆଇଡି ବିସ୍ପୋରଣରେ ଯବାନ ସହିଦ
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ସୀମାନ୍ତ ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଆଇଇଡି ବିସ୍ପୋରଣ କରିଛନ୍ତି । ଆଇଡି ବିସ୍ପୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି । ଯବାନ ଉତ୍ତରପ୍ରଦେଶର ସତ୍ୟବାନ ସିଂହ ବୋଲି ଜଣାଯାଇଛି । ତାଙ୍କୁ…
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ସୀମାନ୍ତ ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଆଇଇଡି ବିସ୍ପୋରଣ କରିଛନ୍ତି । ଆଇଡି ବିସ୍ପୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି । ଯବାନ ଉତ୍ତରପ୍ରଦେଶର ସତ୍ୟବାନ ସିଂହ ବୋଲି ଜଣାଯାଇଛି । ତାଙ୍କୁ…
ଯାଜପୁର,୧୪।୬: ଯାଜପୁର ରୋଡ଼ରେ ଜିଲା ପ୍ରଶାସନ ନିର୍ଦ୍ଦେଶରେ ଖାଦ୍ୟ ନିରାପତ୍ତା ବିଭାଗ ଓ ବ୍ୟାସନଗର ତହସିଲ ପ୍ରଶାସନ ପୌର ପ୍ରଶାସନର ଏକ ଟିମ୍ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉକରି ବାସୀ ଓ ଦୂଷିତ ଖାଦ୍ୟ ପଦାର୍ଥର ନମୁନା ସଂଗ୍ରହ…
ଯାଜପୁର/ଭୁବନେଶ୍ବର: ଯାଜପୁର ଜିଲ୍ଲାରେ ଡାଇରିଆରେ ପରେ ହଇଜା ସଂକ୍ରମଣ ବ୍ୟାପିବା ଆରମ୍ଭ କରିଛି। ଜିଲ୍ଲାରେ ଡାଇରିଆର ବ୍ୟାପିବାର କାରଣ ହଇଜା (କଲେରା) ଜୀବାଣୁ ହୋଇଥାଏ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ଜିଲ୍ଲାର ପରିସ୍ଥିତି ସଂପର୍କରେ ଅବଗତ ହେବା ପାଇଁ…
ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ କହିଛନ୍ତି ଯେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବର୍ତ୍ତମାନ ଭାରତୀୟ ବିମାନ ସେବାରେ ଥିବା ୩୪ଟି ବୋଇଂ ୭୮୭ ବିମାନର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ…
ନୂଆଦିଲ୍ଲୀ: ଗୁରୁବାର ଅହମଦାବାଦରେ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଏହାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଥିବା ବେଳେ ଏବେ ଏକ ଖବରକାଗଜର ବିଜ୍ଞାପନ ଚର୍ଚ୍ଚାକୁ ଆସିଛି। ବିଜ୍ଞାପନରେ ବିମାନକୁ ଏଭଳି…
ନୂଆଦିଲ୍ଲୀ: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଉପରେ ଯୋଗଗୁରୁ ବାବା ରାମଦେବ ତୁର୍କୀ ଆଡ଼କୁ ଇଙ୍ଗିତ କରିଛନ୍ତି । ସେ କହିଛନ୍ତି ଯେ ମୁଁ ଜାଣିବାକୁ ପାଇଛି ଯେ ବିମାନରେ ରକ୍ଷଣାବେକ୍ଷଣ କାମ ଏକ ତୁର୍କୀ କମ୍ପାନୀ କରୁଥିଲା |…
ଲର୍ଡସ : ଇତିହାସ ସୃଷ୍ଟି କରିଛି ଦକ୍ଷିଣ ଆଫ୍ରିକା । ଲଣ୍ଡନର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟ ହରାଇ ଚାମ୍ପିୟନ ହୋଇଛି ଏହି ଆଫ୍ରିକୀୟ ଦଳ । ୨୮୨ ରନର ବିଜୟ…
ତେହେରାନ : ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ, ପ୍ରତ୍ୟେକ ମୁହୂର୍ତ୍ତରେ ଇରାନ ମୃତ୍ୟୁର ଦ୍ବାରଦେଶରେ ଠିଆ ହେବାରେ ଲାଗିଛି। ଯଦିଓ ଇରାନ ପରମାଣୁ ବିକିରଣ ଲିକ୍ ହେବା କଥାକୁ ଅସ୍ୱୀକାର କରୁଛି, କିନ୍ତୁ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା(ଆଇଏଇଏ)…
ରାୟପୁର: ଛତିଶଗଡ଼ ମଦ ଦୁର୍ନୀତିରେ ଇଡି କଂଗ୍ରେସ ନେତା କାୱାସି ଲଖମାଙ୍କ ଅନେକ ସମ୍ପତ୍ତି ଜବତ କରିଛି। ବିଶେଷ କଥା ହେଉଛି ଇଡି କଂଗ୍ରେସର ସୁକମା ଜିଲ୍ଲା ମୁଖ୍ୟାଳୟକୁ ମଧ୍ୟ ଜବତ ସିଲ କରିଛି। ଏହି କୋଠା ଛତିଶଗଡ଼ ପ୍ରଦେଶ କଂଗ୍ରେସ…
ତେହେରାନ : ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରଖିଛନ୍ତି। ଏହା ମଧ୍ୟରେ ଇରାନ ଇସ୍ରାଏଲର ପ୍ରମୁଖ ସହଯୋଗୀ ତଥା ପାଶ୍ଚାତ୍ୟ ଦେଶଗୁଡ଼ିକୁ ଚେତାବନୀ ଦେଇଛି। ବିଶେଷ କରି ଆମେରିକା, ଫ୍ରାନ୍ସ…