ବିଶିଷ୍ଟ ପରିବେଶବିତ୍‌ ମେଧା ପାଟେକରଙ୍କୁ ରେଲୱେ ଷ୍ଟେସନରୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ବିଶିଷ୍ଟ ପରିବେଶବିତ୍‌ ମେଧା ପାଟେକର ଅଟକ ରଖିଛି ରାୟଗଡା ପୋଲିସ । ରାୟଗଡା ରେଳ ଷ୍ଟେସନରୁ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି । ବିଶ୍ଵ ପରିବେଶ ଦିବସରେ ପ୍ରାକୃତିକ ସମ୍ପଦ ସମାବେଶରେ ଯୋଗଦେବାକୁ କାଶୀପୁର ବ୍ଲକର ସୁଙ୍ଗେର ହାଟପଦାଯାଉଥିବା…

କୋରାପୁଟ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ, ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ମୃତ୍ୟୁ ଘଟଣାର କରିବେ ସ୍ଥିତି ଅନୁଧ୍ୟାନ

କୋରାପୁଟ: ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୬ ରୋଗୀ ମୃତ୍ୟୁ ଘଟଣାରେ ଅନୁଧ୍ୟାନ ପାଇଁ ମେଡିକାଲ ଯିବେ ସ୍ବାସ୍ଥ୍ୟମନ୍ତ୍ରୀ। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ସମୀକ୍ଷା କରିବେ। ମେଡିକାଲର ସମସ୍ତ କର୍ମଚାରୀଙ୍କୁ ଘଟଣା ନେଇ…

ରାଜ୍ୟରେ ୨୪ ଘଣ୍ଟାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କାୟା ବିସ୍ତାର କରୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ସେମାନଙ୍କ…

ପାକିସ୍ତାନର ୫ ଲକ୍ଷ ମୁସଲମାନ ଇଦ୍ ପାଳନ କରିବେ ନାହିଁ: ମରିୟମ ସରକାରଙ୍କ କଡ଼ା ଆଇନ

ଇସଲାମାବାଦ: ପାକିସ୍ତାନରେ ପ୍ରାୟ ୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅହମଦିଆ ମୁସଲିମ୍ ସମ୍ପ୍ରଦାୟକୁ ଏଥର ବକ୍ରିଇଦ୍ ପାଳନ କରିବାକୁ ଅନୁମତି ଦିଆଯିବ ନାହିଁ। ମରିୟମ ନୱାଜ ସରକାରଙ୍କ ଅଧୀନରେ ଥିବା ଲାହୋର ହାଇକୋର୍ଟ ବାର ଆସୋସିଏସନ ପଞ୍ଜାବ ପୁଲିସକୁ ଏକ ଚିଠି…

ରକ୍ତ ଅଭାବରୁ ନାବାଳକର ମୃତ୍ୟୁ ! ନ୍ୟାୟ ଦାବିରେ ଧାରଣାରେ ବସିଲେ ପରିବାର

ରାୟଗଡ଼ା: ଆବଶ୍ୟକ ସମୟରେ ଓଡ଼ିଶା ରକ୍ତ କେନ୍ଦ୍ର ରାୟଗଡ଼ାରୁ ରକ୍ତ ନମିଳିବାରୁ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ବର୍ଗ। ମୃତ ନାବାଳକ ହେଲେ ରାଜୀବ ଟାକିରି (୯)। ସେ ଜ୍ୱରରେ ପୀଡ଼ିତ ଥିବାରୁ ପରିବାର ଲୋକେ…

ଢେଙ୍କାନାଳ ହେବ ଓଡ଼ିଶାର ସୌର ଶକ୍ତି ସମୃଦ୍ଧ ଜିଲ୍ଲା: ୨୬ ହଜାର ଯୁବକ ଯୁବତୀ ପାଇବେ ନିଯୁକ୍ତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଢେଙ୍କାନାଳ ଠାରେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ପ୍ରାୟ ୧୮୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ…

ରାଜ୍ୟରେ ୧୩ ବିଶ୍ବବିଦ୍ୟାଳୟରେ କୁଳପତି ପଦ ପାଇଁ ଦରଖାସ୍ତ ଆହ୍ବାନ

ଭୁବନେଶ୍ବର : ରାଜ୍ୟରେ ୧୩ ବିଶ୍ବବିଦ୍ୟାଳୟରେ କୁଳପତି ପଦ ପାଇଁ ଦରଖାସ୍ତ ଆହ୍ବାନ ହୋଇଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେ କୌଣସି ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ ୧୦ ବର୍ଷର ଅଭିଜ୍ଞତା କିମ୍ବା…

ଚାଲାଣ ପାଇଁ ରଖାଯାଇଥିବା ୨୮୦ ବାଛୁରୀ ଉଦ୍ଧାର, ଗୋଶାଳାକୁ ସୁରକ୍ଷିତ ସ୍ଥାନାନ୍ତର

ବାରିପଦା : ମୟୂରଭଞ୍ଜ ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିଛି। ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ଆତର୍କିତ ଚଢ଼ଉ କରି ପୁଲିସ ୨୮୦ରୁ ଊର୍ଦ୍ଧ୍ବ ବାଛୁରୀ ଉଦ୍ଧାର କରିଛି। ପୁଲିସ ଟିମ୍‌ ବୁଧବାର ଭୋର ସକାଳୁ ଅତର୍କିତ ଚଢ଼ାଉ କରି ବାଲେଶ୍ୱର-ମୟୂରଭଞ୍ଜ ଜିଲ୍ଲା…

ନିମାପଡ଼ା ହେବ ସରସ, ସୁନ୍ଦର ଏବଂ ଉତ୍କର୍ଷ ବିଧାନସଭାକ୍ଷେତ୍ର: ରାଜ୍ୟପାଳ

ନିମାପଡା : ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ୍ ଠାରେ ୨ଦିନଆ ଉତ୍କର୍ଷ ନିମାପଡ଼ା-୨୦୨୫ ସମ୍ମିଳନୀକୁ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପାଟି ଉଦ୍‌ଘାଟନ କରିଛନ୍ତି। ଏହି ସମାରୋହରେ ରାଜ୍ୟପାଳ ପ୍ରଥମେ ଉତ୍କର୍ଷ ନିମାପଡ଼ା' ସମ୍ମିଳନୀର ଶୁଭାରମ୍ଭ ଅବସରରେ ପି ଏମ ଶ୍ରୀ ନିମାପଡ଼ା ଉଚ୍ଚ…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ମହିଳା ଏଏସଆଇ

ବ୍ରହ୍ମପୁର: ଗିରଫ ଭୟ ଦେଖାଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ମହିଳା ପୁଲିସ ଅଧିକାରୀ। ସେ ହେଉଛନ୍ତି ବ୍ରହ୍ମପୁର ମହିଳା ଥାନାର ଏଏସ୍‌ଆଇ ବବିତା ସୁନା। ଏଏସ୍‌ଆଇ ବବିତା ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…