ରାଜ୍ୟରେ ନିଯୁକ୍ତି ପାଇବେ ୧୮୪୦ ଡାକ୍ତର ଓ ୫୦୦୦ରୁ ଅଧିକ ପାରା ମେଡିକାଲ ଷ୍ଟାଫ୍:ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନ ଠାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଖାଲି ପଡିଥିବା ବିଭିନ୍ନ ଡାକ୍ତର ପଦବୀ ଓ…

ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନେଇ ଆସିବ ମାର୍ଗଦର୍ଶିକା, ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ନିୟନ୍ତ୍ରଣ ନେଇ ହେବ ଆଲୋଚନା

ଭୁବନେଶ୍ୱର : ରଥଯାତ୍ରା ଓ ବାହୁଡ଼ା ଦର୍ଶନ ନେଇ ଆସିବ ମାର୍ଗଦର୍ଶିକା । ଆଜି ଭୁବନେଶ୍ୱରରେ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ବସିବ ରଥଯାତ୍ରୀ ପରବର୍ତ୍ତୀ ସମୀକ୍ଷା ବୈଠକ । ରଥଯାତ୍ରା, ବାହୁଡ଼ା ସମେତ ଶ୍ରୀମନ୍ଦିରରେ ପାଳନ ହେଉଥିବା ଦୈନନ୍ଦିନ ନୀତିକାଠି ଓ…

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ କାଳୀୟ ଦଳନ ବେଶ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ କାଳୀୟ ଦଳନ ବେଶ । ଆଜି ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମଦନମୋହନ ଓ…

ପାର୍ବଣରେ ଜୋର ଜବରଦସ୍ତ କରି ପାରିବେନି ଆଦାୟ ଚାନ୍ଦା, ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ

କଟକ: ପାର୍ବଣରେ ଦାଦା ବଟିକୁ ନାଁ । ଜୋର ଜବରଦସ୍ତି ଆଦାୟ କରି ପାରିବେନି ଚାନ୍ଦା । ବିଶୃଙ୍ଖଳା କଲେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ। କଟକ ଶାରଳା ଭବନରେ ଗଣେଶ ପୂଜା ପ୍ରସ୍ତୁତି ବୈଠକରେ ସୂଚନା ଦେଇଛନ୍ତି କଟକ କମିଶନରେଟ ପୋଲିସ ।…

ପରିବେଶ ସନ୍ତୁଳନ ବିଗୁଡୁଛି, ଚନ୍ଦ୍ରଭାଗା ମୁହାଣରେ ମରିପଡିଛନ୍ତି ଲକ୍ଷାଧିକ ସଂଖ୍ୟାର ବ୍ଲୁ ବଟମ୍ ଜେଲିଫିସ୍

କୋଣାର୍କ: ବିଗୁଡୁଛି ପରିବେଶ ସନ୍ତୁଳନ, ଚିନ୍ତାରେ ପରିବେଶବିତ । ଚନ୍ଦ୍ରଭାଗା ସମୁଦ୍ର କୂଳରେ ମରିପଡିଛନ୍ତି ଲକ୍ଷାଧିକ ସଂଖ୍ୟାର ବ୍ଲୁ ବଟମ୍ ଜେଲିଫିସ୍ । ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାମୁଦ୍ରିକ ପରିସଂସ୍ଥା ଉପରେ ପଡ଼ି ସାମୁଦ୍ରିକ ପରିସଂସ୍ଥା ତାପମାତ୍ରା କାଳକ୍ରମେ ବୃଦ୍ଧି ପାଇବାରେ ଲାଗିଥିବାରୁ…

ବନ୍ଦ ହୋଇପାରେ ଭୁବନେଶ୍ଵର-ଦୁବାଇ ବିମାନ ସେବା !

ଭୁବନେଶ୍ଵର: ବନ୍ଦ ହେବ ଭୁବନେଶ୍ଵର-ଦୁବାଇ ବିମାନ ସେବା । ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ଵର-ଦୁବାଇ ବିମାନ ସେବାକୁ ବନ୍ଦ କରି ଦିଆଯିବ। ଆସନ୍ତା ଅକ୍ଟୋବର ୨୪ ତାରିଖରୁ ଏହି ରୁଟରେ କମ୍ପାନୀ ଏହାର ସେବା ବନ୍ଦ କରିବା ନେଇ ସୂଚନା ମିଳିଛି । ଏଥିସହ…

ଭୁବନେଶ୍ବର-କଟକ ରିଙ୍ଗ ରୋଡକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ନିର୍ମାଣ ହେବ ୬ଲେନ ବିଶିଷ୍ଟ ୧୧୧ କିମି ବାଇପାସ

ଭୁବନେଶ୍ବର : ଭୁବନେଶ୍ବର-କଟକ ରିଙ୍ଗ ରୋଡକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ।  ୬ଲେନ ବିଶିଷ୍ଟ ୧୧୧ କିମି ବାଇପାସ ନିର୍ମାଣ ହେବ ।  ଏଥିପାଇଁ ୮୩୦୭ କୋଟି ଟଙ୍କା ବ୍ୟୟ ଅଟକଳ ହେବ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ…

ଖୁଣ୍ଟା କଲେଜ ପ୍ରିନ୍ସିପାଲଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ, ଲୁଟି ନେଇଛନ୍ତି କୋଟିଏରୁ ଅଧିକ ଟଙ୍କା

ମୟୂରଭଞ୍ଜ : କଲେଜକୁ ଆସୁଥିବା ବିଭିନ୍ନ ପ୍ରକାର ଅନୁଦାନକୁ ହେରଫେର ଅଭିଯୋଗ ।  ଆଉ କୋଟିଏରୁ ଉର୍ଦ୍ଧ ଟଙ୍କା ପ୍ରିନ୍ସିପାଲ ଲୁଟି ନେଇଛନ୍ତି ।  ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଖୋଦ କଲେଜର ଆକାଉଣ୍ଟସ ଅଧିକାରୀ ।  ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା କଲେଜରୁ…

ସାଇବର ଅପରାଧୀ ଗ୍ୟାଙ୍ଗକୁ କାବୁ କଲା ପୁଲିସ, ଅବସରପ୍ରାପ୍ତ ଡାକ୍ତରଙ୍କ ଠାରୁ ଲୁଟିଥିଲେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା

କଟକ: ଧରାପଡ଼ିଲେ ସାଇବର ଅପରାଧୀ ଗ୍ୟାଙ୍ଗ । ନିଜକୁ ଟ୍ରାଇ ଅଧିକାରୀର ପରିଚୟ ଦେଇ ଲୁଟୁଥିଲେ କୋଟି କୋଟି ଟଙ୍କା । ହେଲେ ପୋଲିସ ସାମ୍ନାକୁ ନେଇଆସିଲା ସବୁ ସତ । ଯାହାପରେ ଏବେ ପୋଲିସ କବଜାରେ ଅପରାଧୀ । ହଁ ଆଜ୍ଞା,…

ଗାଈ ଚରାଇବା ବେଳେ ଟାଣି ନେଲା କୁମ୍ଭୀର !

କେନ୍ଦ୍ରାପଡା :ପୁଣି ଝାମ୍ପିନେଲା କୁମ୍ଭୀର । ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି କେନ୍ଦ୍ରାପଡା ଜିଲା ଆଳି ଥାନାଅନ୍ତର୍ଗତ ମାଣିକପାଟଣା ଗାଁରେ । ସୂଚନାନୁସାରେ ବ୍ରହ୍ମଣୀ ନଦୀ କୂଳରେ ଗାଈ ଚରାଇବା ବେଳେ ଝାମ୍ପି ନେଇଛି ଏକ କୁମ୍ଭୀର । ମାଣିକପାଟଣା…