ଅକ୍ଟୋବରରେ ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ !

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମର ଆସନ୍ତା ଅକ୍ଟୋବରରେ ଭାରତ ଗସ୍ତରେ ଆସିବେ ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବାପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ଗତ ଜୁଲାଇରେ ଭାରତ ଓ ବ୍ରିଟେନ ମଧ୍ୟରେ…

୨ ବର୍ଷ ବଢିପାରେ ସଂସଦର ସ୍ଥାୟୀ କମିଟିର କାର୍ଯ୍ୟକାଳ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଂସଦର ସ୍ଥାୟୀ କମିଟିଗୁଡ଼ିକର କାର୍ଯ୍ୟକାଳ ୨ ବର୍ଷକୁ ବଢ଼ାଇବା ପାଇଁ ଚିନ୍ତା କରୁଛନ୍ତି । ଏହି କମିଟିଗୁଡ଼ିକର କାର୍ଯ୍ୟକାଳ ଗୋଟିଏ ବର୍ଷ ହଇଥାଏ । ସଂସଦ ସଦସ୍ୟମାନେ ସରକାରଙ୍କ ନିକଟରେ ଅଭିଯୋଗ କରିଛନ୍ତି ଏତେ ଅଳ୍ପ ସମୟ…

ଧରାଲିରେ ନିଖୋଜ ୬୭ ଲୋକଙ୍କୁ ମିଳିବ ମୃତ୍ୟୁ ପ୍ରମାଣପତ୍ର

ଉତ୍ତରାଖଣ୍ଡ : ଚଳିତବର୍ଷ ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡର ଧରାଲିରେ ବାଦଲଫାଟିବା ଯୋଗୁଁ ଘଟିଥିବା ବିପର୍ଯ୍ୟୟ ପରେ ୬୭ ଜଣଙ୍କର କୌଣସି ପତ୍ତା ମିଳିନାହିଁ । ୫୧ ଦିନ ପରେ ମଧ୍ୟ ଏମାନଙ୍କର କୌଣସି ପତ୍ତା ମିଳୁନାହିଁ ।…

ଚୀନରେ ଶକ୍ତିଶାଳୀ ଭୂକମ୍ପ ଝଟକା : ଭୁଶୁଡ଼ିଲା ଘର, ୭ ଆହତ

ବେଜିଂ : ଆଜି ଚୀନର ଗାସୁରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୫.୬ ରହିଥିବା ଜଣାପଡିଛି । ଫଳରେ ଆତଙ୍କ ସୃଷ୍ଟି ହୋଇଥିଲା । ଏହାରି ମଧ୍ୟରେ ଏଥିରେ ୭ଜଣ ଆହତ ହୋଇଥିବା କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି…

ପୁଣି ଖୋଲିବ ଜମ୍ମୁ କଶ୍ମୀରର ବନ୍ଦଥିବା ପର୍ଯ୍ୟଟନ ସ୍ଥଳ

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର ବୁଲିବାକୁ ଇଚ୍ଛା ରଖିଥିବା ଲୋକଙ୍କ ପାଇଁ ଖୁସି ଖବର । ଜମ୍ମୁ କଶ୍ମୀରରେ ସୁରକ୍ଷା ସମୀକ୍ଷା ପରେ ସେପ୍ଟେମ୍ବର ୨୯ ରୁ ଅନେକ ପର୍ଯ୍ୟଟନ ସ୍ଥଳ ପୁଣିଥରେ ଖେଳାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏଲଜି…

ବିଶ୍ବ ଦରବାରରେ ଲଜ୍ଜିତ ହେଲା ପାକିସ୍ତାନ, ମିଳିତ ଜାତିସଂଘରେ ସରିଫଙ୍କ ଦାବିକୁ ମିଛ ପ୍ରମାଣିତ କଲା ଭାରତ

ନ୍ୟୁୟର୍କ : ପୁଣି ବିଶ୍ୱ ଦରବାରରେ ଖୋଲିଲା ପାକିସ୍ତାନର ଆତଙ୍କୀ ଚେହେରା । ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଦାବିକୁ ମିଛ ପ୍ରମାଣିତ କରିଛି ଭାରତ । ଅପରେସନ ସିନ୍ଦୂରରେ ଭାରତ ଉପରେ ପାକିସ୍ତାନର ବିଜୟ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ମିଶର ଡେଲ୍ଟାରେ ଅଗ୍ନିକାଣ୍ଡ: ଭୁଶୁଡ଼ିଲା କୋଠା, ୧୧ ମୃତ ଓ ୩୩ ଆହତ

କାଇରୋ: ଗତକାଲି ମିଶରର ନୀଳ ଡେଲ୍ଟା ଅଞ୍ଚଳରେ ଘଟିଥିଲା ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ପରେ ଏକ କୋଠା ଭୁଶୁଡ଼ି ପଡ଼ିବାର ସୂଚନା ମଧ୍ୟ ମିଳିଛି । ଏଥିସହ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୩୩ ଜଣ ଆହତ ହୋଇଥିବା ଅଧିକାରୀମାନେ…

ଆସନ୍ତା ୧ରେ ଆଉ ଏକ ଲଘୁଚାପ !

ଭୁବନେଶ୍ଵର :​‌  ପାର୍ବଣକୁ ଫିକା କରିପାରେ ଲଘୁଚାପ ଜନିତ ବର୍ଷା। ଆସନ୍ତା ୧ ତାରିଖରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୩୦ ତାରିଖରେ ଆଣ୍ତାମାନ୍ ସାଗରରେ ନୂଆ ଘୂର୍ଣ୍ଣିବଳୟ ପ୍ରବେଶ କରିବା ନେଇ ପୂର୍ବାନୁମାନ କରିଛି…

ନଦୀରେ ଜଳସ୍ତର ବଢୁଛି: ବନ୍ୟା ଆଶଙ୍କା ନ ଥିବା କହିଲେ ସର୍ବୋଚ୍ଚ ଯନ୍ତ୍ରୀ

ଭୁବେନଶ୍ବର: ଲଗାଣ ବର୍ଷା ଯୋଗୁଁ ରାଜ୍ୟର କିଛି ନଦୀରେ ଜଳସ୍ତର ବଢିବାରେ ଲାଗିଛି । କିନ୍ତୁ କୌଣସି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉନାହିଁ । ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର…

ଦବିଲା ତେଲ ନଦୀ ପୋଲ: ଭବାନୀପାଟଣାରୁ ଖଡ଼ିଆଳ ଗାଡି ଚଳାଚଳ ବନ୍ଦ

ଭବାନୀପାଟଣା: ଭବାନୀପାଟଣାରୁ ଖଡ଼ିଆଳ ଦେଇ ରାୟପୁରକୁ ସଂଯୋଗ କରୁଥିବା ତେଲ ନଦୀ ପୋଲ ଦବି ଯାଇଥିବାରୁ ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଛି। ଆଜି ସକାଳ ପ୍ରାୟ ୯ଟା ବେଳେ ପୋଲ ମଝିରେ ଥିବା ଏକ ସ୍ଲାବରୁ ସିମେଣ୍ଟ ଖସିବା…