ବିଜୟଙ୍କ ନିର୍ବାଚନୀ ରାଲିରେ ଦଳାଚକଟା:୧୦ ମୃତ, ୩୦ ଆହତ
ତାମିଲ ଅଭିନେତା ବିଜୟ ଥାଲାପତିଙ୍କ ନିର୍ବାଚନୀ ଶୋଭାଯାତ୍ରାରେ ଶନିବାର ରାତିରେ ବଡ଼ ଅଘଟଣ ଘଟିଛି। ଶୋଭାଯାତ୍ରା ସମୟରେ ଦଳାଚକଟା ଘଟିବାରୁ ଅଣନିଶ୍ଵାସୀ ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୩୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ତାମିଲନାଡୁ…
