କେରଳରେ ହାଇଆଲର୍ଟ, ୧୯ ଜୀବନ ନେଲାଣି ମାରାତ୍ମକ ଆମିବା ରୋଗ

କେରଳ : କେରଳରେ ହାଇଆଲର୍ଟ । ୧୯ ଜୀବନ ନେଲାଣି ଆମିବା । କେରଳରେ ପ୍ରାଇମାରୀ ଆମିବିକ୍ ମେନିଞ୍ଜୋଏନ୍ସେଫାଲାଇଟିସ୍ ବା PAM ସଂକ୍ରମଣ ବୃଦ୍ଧି ହୋଇଛି । ଆମିବାକୁ ନେଇ ରାଜ୍ୟରେ ହାଇଆଲର୍ଟ ଜାରି କରାଯିବା ସହ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସତର୍କ କରାଯାଇଛି…

କେରଳର ସାବରୀମାଳା ମନ୍ଦିରରୁ ୪ କିଲୋ ସୁନା ଚୋରି

ଥିରୁବନନ୍ତପୁରମ : କେରଳରେ ଥିବା ପ୍ରସିଦ୍ଧ ମନ୍ଦିର ହେଉଛି ସାବରୀମାଳା ମନ୍ଦିର ।  ମନ୍ଦିରରୁ କୋଟି କୋଟି ଟଙ୍କାର ସୁନା ରହସ୍ୟମୟ ଭାବେ ନିଖୋଜ ହୋଇଯାଇଛି । ସୁନା ହଜିଥିବା ହେତୁ ଚିନ୍ତାର ବିଷୟ ପାଲଟିଛି ।  ଏ ଖବର ଶୁଣିଲା ପରେ…

ନଭେମ୍ବର ପରେ ଭାରତ ଉପରୁ ହଟିପାରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ: ସିଇଏ

ଭାରତ ଉପରେ ଆମେରିକା ଲଗାଇଥିବା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଆସନ୍ତା ନଭେମ୍ବର ପରେ ହଟିପାରେ। ଗୁରୁବାର ଏହା କହିଛନ୍ତି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା(ସିଇଏ) ଭି. ଅନନ୍ଥା ନାଗେଶ୍ଵରନ। ନାଗେଶ୍ଵରର ଆକଳନ କରିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କରେ…

୩ ବର୍ଷର ଝିଅକୁ ହ୍ରଦକୁ ଫିଙ୍ଗିଲା ମାଆ

ରାଜସ୍ଥାନ: ପିଶାଚୀ ସାଜିଲା ମାଆ। ରାଜସ୍ଥାନର ଆଜମେରରେ ଜଣେ ନିଷ୍ଠୁର ମାଆ ତାର ୩ ବର୍ଷର ଝିଅକୁ ହତ୍ୟା କରିଛି। ସେ ପ୍ରଥମେ ତାର ଝିଅକୁ ନଦୀ କୂଳକୁ ନେଇଯାଇଥିଲା। ଝିଅ ସହ ଅନେକ ସମୟ ବିତାଇଥିଲା। ତା ପରେ ନିଜ…

ଭୋଟ ଅନଲାଇନ ଡିଲିଟ ହୋଇପାରବନି, ରାହୁଲଙ୍କ ଅଭିଯୋଗକୁ ନେଇ ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିଶନଙ୍କ ଉପରେ ରାହୁଲ ଗାନ୍ଧି ଆଣିଥିବା ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନିର୍ବାଚନ କମିଶନର ଜ୍ଞାନେଶ କୁମାର । ଗତ ନିର୍ବାଚନରେ କର୍ଣ୍ଣାଟକରେ ଭୋଟ ଡିଲିଟ କରିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ଗମ୍ଭୀର ଅଭିଯୋଗ…

ସୁଶୀଳା କାର୍କିଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ଅନ୍ତରୀମ ସରକାରର ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ସହିତ ଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି । କଥା ହୋଇ ନେପାଳ ଘଟଣାକୁ ନେଇ ସମବେଦନା ବ୍ୟକ୍ତ କରିଛନ୍ତି । ନେପାଳରେ ଶାନ୍ତି ଏବଂ ସ୍ଥିରତା ବଜାୟ…

ରାହୁଲଙ୍କ ସାଂଘାତିକ ଅଭିଯୋଗ, ଭୋଟ ଚୋରଙ୍କୁ ସୁରକ୍ଷା ଦେଉଛନ୍ତି ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ : ନିର୍ବାଚନ କମିଶନର ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ ନେତା ରାହୁଲ ଗାନ୍ଧି। ପୁଣି ଭୋଟ ଜାଲିଆତି ନେଇ ନୂଆ ପ୍ରମାଣ ଦେବା ସହ ଅଭିଯୋଗ ଆଣିଛନ୍ତି ରାହୁଲ । କଂଗ୍ରେସ ସମର୍ଥକଙ୍କୁ ଭୋଟର ତାଲିକାରୁ ହଟାଇ ଦିଆଯାଉଥିବା କହିଛନ୍ତି…

ଦିଶା ପଟାନୀଙ୍କ ଘରୁ ଗୁଳି ମାଡ଼ କରିଥିବା ଦୁଇ ସନ୍ଦିଗ୍ଧ ଏନକାଉଣ୍ଟରରେ ମୃତ

ବରେଲି : ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ବରେଲି ସ୍ଥିତ ଘର ଉପରେ ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଦୁଇ ସନ୍ଦିଗ୍ଧ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । ୟୁପି ଏସଟିଏଫର ନୋଏଡା ୟୁନିଟ୍, ହରିୟାଣା ଏସଟିଏଫ୍ ଏବଂ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚର ମିଳିତ…

ପାକିସ୍ତାନ ଏବଂ ସାଉଦି ଆରବର ପ୍ରତିରକ୍ଷା ଚୁକ୍ତିନାମା ଉପରେ ଭାରତର ବୟାନ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ସାଉଦି ଆରବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ‘ରଣନୈତିକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତିନାମା’ ନାମକ ଏହି ଚୁକ୍ତିନାମାରେ କୁହାଯାଇଛି ଯେ ପାକିସ୍ତାନ କିମ୍ବା ସାଉଦି ଆରବ ମଧ୍ୟରୁ ଯେ କୌଣସି…

ଉତ୍ତରାଖଣ୍ଡରେ ପୁଣି ବାଦଲଫଟା ବର୍ଷା, ୭ ନିଖୋଜ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ପୁଣି ବାଦଲଫଟା ବର୍ଷା । ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ରାତିସାରା ପ୍ରବଳ ବର୍ଷା ପରେ, ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଛି । ନନ୍ଦନାଗର ଘାଟ ଅଞ୍ଚଳର କୁନ୍ତରୀ ଲଙ୍ଗାଫାଲି ଏବଂ ଧୂର୍ମା ଗାଁରେ ଅନେକ ଘର ଏବଂ ଯାନବାହନ…