ତିହାର ଜେଲରେ ସାଂସଦ ରସିଦଙ୍କୁ କିନ୍ନର କଏଦୀଙ୍କ ଆକ୍ରମଣ
ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ବାରାମୁଲ୍ଲାର ଲୋକସଭା ସାଂସଦ ଇଞ୍ଜିନିୟର ରସିଦଙ୍କୁ ଦିଲ୍ଲୀର ତିହାର ଜେଲରେ କିନ୍ନର କଏଦୀମାନେ ଆକ୍ରମଣ କରିଛନ୍ତି । ସୂତ୍ର ଅନୁଯାୟୀ, ପ୍ରାୟ ଏକ ସପ୍ତାହ ପୂର୍ବରୁ ଏହି ଘଟଣା ଘଟିଥିଲା ଯେତେବେଳେ ରସିଦ ଏବଂ ଟ୍ରାନ୍ସଜେଣ୍ଡର…
