ବକ୍ସର-ଟାଟା ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ
ଜାମତାରା : ଟ୍ରେନର ଏକ ବଗିରେ ହଠାତ୍ ଲାଗିଲା ନିଆଁ । ଅଳ୍ପକେ ବର୍ତିଲେ ଯାତ୍ରୀ । ଏଭଳି ଏକ ଘଟଣା ଘଟିଛି ଝାଡଖଣ୍ଡର ଜାମତାରା ଜିଲ୍ଲାରେ । ବକ୍ସର -ଟାଟା ସୁପରଫାଷ୍ଟ ନାମକ ଟ୍ରେନ ଆଜି ବଡ଼ ଦୁର୍ଘଟଣାରୁ ଟଳି ଯାଇଛି…
