‘ୟୁକ୍ରେନ ଶାନ୍ତିରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ’, ୟୁରୋପୀୟ ସଂଘ ନେତାଙ୍କ ସହ କଥା ହେଲେ ମୋଦି….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ-ୟୁରୋପୀୟ ସଂଘ ସମ୍ପର୍କ ସମୀକ୍ଷା ଏବଂ ଆଗକୁ ବଢ଼ାଇବା ପାଇଁ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନଙ୍କ ସହ ଏକ ମିଳିତ ଟେଲିଫୋନ୍ କଲ୍…

ଅମର ହେବାକୁ ଚାହାଁନ୍ତି କି ପୁଟିନ୍ ଏବଂ ଜିନପିଙ୍ଗ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ କାନ୍ଧକୁ କାନ୍ଧ ମିଳାଇ ଚାଲିବା ସମୟରେ ତାଙ୍କର ଏକ ବାର୍ତ୍ତାଳାପ ଖୁବ୍ ଭାଇରାଲ ହେଉଛି । ଅଙ୍ଗ ପ୍ରତିରୋପଣ ମାଧ୍ୟମରେ ଅମରତ୍ୱ ଏବଂ ମଣିଷ ୧୫୦ ବର୍ଷ…

ଥମିବ କି ରୁଷ- ୟୁକ୍ରେନ ଯୁଦ୍ଧ? କଥାବାର୍ତ୍ତା ଲାଗି ୟୁକ୍ରେନ ରାଷ୍ଟ୍ରପତିଙ୍କୁ ମସ୍କୋ ଆସିବାକୁ ପୁଟିନଙ୍କ ନିମନ୍ତ୍ରଣ

ଥମିବ କି ରୁଷ- ୟୁକ୍ରେନ ଯୁଦ୍ଧ ?  ଯୁଦ୍ଧରେ ଅନ୍ତ ଘଟାଇବାକୁ ଆଗଭର କି ପୁଟିନ ?  ଶାନ୍ତି କଥାବାର୍ତ୍ତା ପାଇଁ ଜେଲେନସ୍କିଙ୍କୁ ରୁଷ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ।  ରୁଷ- ୟୁକ୍ରେନ ଯୁଦ୍ଧ ସଂପର୍କରେ ସିଧାସଳଖ କଥାବାର୍ତ୍ତା ପାଇଁ ୟୁକ୍ରେନ ରାଷ୍ଟ୍ରପତି…

ବନ୍ୟା ଘେରରେ ରାଜଧାନୀ ଦିଲ୍ଲୀ, ଜଳମଗ୍ନ ହୋଇଛି ଅନେକ ତଳିଆ ଅଞ୍ଚଳ

ଦିଲ୍ଲୀ : ବନ୍ୟା ଘେରରେ ରାଜଧାନୀ ଦିଲ୍ଲୀ । ବୁଡ଼ିଛି ଘରଦ୍ୱାର ରାସ୍ତାଘାଟ । ଅନେକ ଅଞ୍ଚଳ ରହିଛି ଜଳମଗ୍ନ । ଲଗାଣ ବର୍ଷା ଯୋଗୁଁ ହାଥନିକୁଣ୍ଡ ବ୍ୟାରେଜରୁ ପାଣି ଛଡ଼ାଯିବା ପରେ ବଢୁଛି ଯମୁନା ନଦୀର ଜଳସ୍ତର ।  ଫଳରେ ଦିଲ୍ଲୀର…

ପଞ୍ଜାବ ବନ୍ୟାରେ ୪୩ ଜଣଙ୍କ ମୃତ୍ୟୁ, ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଶିବରାଜ ସିଂହ ଚୌହାନ ଓ କେଜରିୱାଲ

ପଞ୍ଜାବ : ପଞ୍ଜାବରେ ବନ୍ୟା ପ୍ରଭାବରେ ବହୁତ କ୍ଷୟକ୍ଷତି ହୋଇଛି  ।  ଏପର୍ଯ୍ୟନ୍ତ ବନ୍ୟା ଯୋଗୁଁ ୪୩ ଜଣଙ୍କର ମୃତ୍ୟୁ ହୋଇଛି ।  ୨୩ଟି ଜିଲ୍ଲାର ୧୯୦୨ ରୁ ଅଧିକ ଗାଁ ପାଣି ଦ୍ୱାରା ପ୍ରଭାବିତ ହୋଇଛି ।  ଗାଁ ଗୁଡ଼ିକରେ ବନ୍ୟା…

ଟ୍ରମ୍ପଙ୍କ ପରାମର୍ଶଦାତାଙ୍କ ‘ବ୍ରାହ୍ମଣ’ ମନ୍ତବ୍ୟର ଜବାବ ଦେଲା ଭାରତ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆର୍ଥିକ ପରାମର୍ଶଦାତା ପିଟର ନଭାରୋ ଭାରତ ପ୍ରତି ଦେଇଥିବା ମନ୍ତ୍ୟବର କଡ଼ା ଜବାବ ଦେଇଛି ବିଦେଶ ମନ୍ତ୍ରଣାଳୟ। ରୁଷଠାରୁ ତୈଳ ଆମଦାନୀ ଯୋଗୁ ଭାରତର ବ୍ରାହ୍ମଣମାନେ ଲାଭବାନ ହେଉଥିବା ନେଇ ନଭାରୋ ଦେଇଥିବା ମନ୍ତବ୍ୟ ତ୍ରୁଟିପୂର୍ଣ୍ଣ…

ଚୀନ-ପାକିସ୍ତାନ ସମ୍ପର୍କରେ ଫାଟ ! ଲକ୍ଷ ଲକ୍ଷ ଡଲାରର ପ୍ରକଳ୍ପରୁ ଓହରିଲା ‘ଡ୍ରାଗନ୍’

ଚୀନ୍ ପାକିସ୍ତାନର ସବୁଠାରୁ ଭଲ ବନ୍ଧୁ ।  ଆଜିକାଲି ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହେବା ପରି ମନେ ହେଉନାହିଁ । ପାକିସ୍ତାନ ତାର ପୁରୁଣା ରେଳ ନେଟୱାର୍କର ଉନ୍ନତି ପାଇଁ ଚୀନ୍ ବଦଳରେ ଏସୀୟ ବିକାଶ ବ୍ୟାଙ୍କ (ADB)…

ହ୍ବାଇଟ ହାଉସରେ ଟ୍ରମ୍ପଙ୍କ ଡିନର ପାର୍ଟି, ସାମିଲ ହେଲେ ୫ ଭାରତୀୟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ଡିନର ପାର୍ଟିର ଆୟୋଜନ କରିଥିଲେ । ଯେଉଁ ପାର୍ଟିରେ ବଡ଼ ବଡ଼ ଟେକ୍ନୋଲୋଜି ଲିଡର୍ସମାନେ ସାମିଲ ହୋଇଥିଲେ । ବିଶେଷ କଥା ହେଉଛି ଯେ, ଆୟୋଜନ ହୋଇଥିବା ଏହି ପାର୍ଟିରେ ସୁନ୍ଦର ପିଚାଇ,…

ମୁମ୍ବାଇରେ ହାଇଆଲର୍ଟ, ୩୪ଟି ମାନବ ବୋମା ବିସ୍ଫୋରଣ ଧମକ

ମୁମ୍ବାଇ : ହାଇ ଆଲର୍ଟରେ ମୁମ୍ବାଇ । ବୋମା ବିସ୍ଫୋରଣରେ ଦୋହଲି ଯିବ ମୁମ୍ବାଇ । ୩୪ଟି ମାନବ ବୋମା ବିସ୍ଫୋରଣ ହେବ ।  ଧମକ ଦେଇଛି ଆତଙ୍କବାଦୀ ସଂଗଠନ ଲସ୍କର-ଇ-ଜିହାଦି ।  ଅନନ୍ତ ଚତୁର୍ଦ୍ଦଶୀ ପୂର୍ବରୁ ଆକ୍ରମଣ ପାଇଁ ଧମକ ଦେଇଛି…

ଭିସା ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା, ଚୀନକୁ ସମର୍ଥନ କଲେ ଆମେରିକାରେ ପ୍ରବେଶ ମନା

ୱାଶିଂଟନ: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗୁରୁବାର ଘୋଷଣା କରିଛନ୍ତି ଯେ କିଛି ମଧ୍ୟ ଆମେରିକୀୟ ନାଗରିକଙ୍କ ଉପରେ ନୂତନ ଭିସା କଟକଣା ଲାଗୁ କରାଯାଉଛି । ସେମାନଙ୍କ ଉପରେ ଜାଣିଶୁଣି ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ପାଇଁ କାମ କରିବା…