ସମିତି ଅଧ୍ୟକ୍ଷ ଓ ବିଡ଼ିଓଙ୍କ ମନମାନି; ଆମରଣ ଅନଶନରେ ବସିଲେ ସରପଞ୍ଚ ଓ ସମିତି ସଭ୍ୟ

ବାସୁଦେବପୁର :ସମିତି ଅଧ୍ୟକ୍ଷ ଓ ବିଡ଼ିଓଙ୍କ ମନମାନି କାରଣକୁ ନେଇ ବ୍ଲକ ପରିସରରେ ଆମରଣ ଅନଶନରେ ବସିଲେ ସରପଞ୍ଚ ଓ ସମିତି ସଭ୍ୟ। ଏହି ପ୍ରତିବାଦ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଘଟିଛି। ଲୋକପ୍ରତିନିଧିମାନଙ୍କୁ ଅଗ୍ରାଧିକାର ଦିଆନଯିବ। ତାହା ସହ ଅଧ୍ୟକ୍ଷଙ୍କ…

ଅଙ୍ଗନବାଡ଼ିରେ ଦଳିତ କର୍ମୀଙ୍କୁ ବିରୋଧ : ସ୍ଥିତି ପରଖିଲେ କଂଗ୍ରେସ ଜିଲ୍ଲା ସଭାପତି

ରାଜନଗର : ରାଜନଗର ବ୍ଲକ ଘଡ଼ିଆମାଳ ପଞ୍ଚାୟତ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ଦଳିତ ସହାୟିକାଙ୍କ ନିଯୁକ୍ତି ବିରୋଧ ଘଟଣାରେ ସ୍ଥିତି ପରଖିଛି କଂଗ୍ରେସ। ଘଟଣାସ୍ଥଳରେ ଜିଲ୍ଲା ସଭାପତିଙ୍କ ସହ କଂଗ୍ରେସର ଏକ ଦଳ ପହଞ୍ଚି ଆଲୋଚନା କରିଛନ୍ତି। କଂଗ୍ରେସ ଜିଲ୍ଲା ସଭାପତି…

‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର :  ନବରଙ୍ଗପୁର ଠାରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।  ନବରଙ୍ଗପୁର ସମେତ ଭଦ୍ରକ, ବାରିପଦା, ସମ୍ବଲପୁର, ଏବଂ ବ୍ରହ୍ମପୁର ଠାରୁ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ ହୋଇଛି ।  ଆସନ୍ତା ୪ ବର୍ଷରେ ଏହି ଯୋଜନାରେ …

ବୋର୍ ୱେଲରେ ପଡି ଶିଶୁ କନ୍ୟା ମୃତ

ପୁରୀ : ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ନୂଆ ଵିଲ୍ଡିଂ କାମ ବେଳେ ଅଘଟଣ । ବୋର୍ ୱେଲରେ ପଡି ଚାଲିଗଲା ଦେଢ଼ ବର୍ଷ ଶିଶୁ କନ୍ୟାର ଜୀବନ । ମାମୁଁ ଘରକୁ ବୁଲିବାକୁ ଆସିଥିଲା ଭାଣୀଜି । ମେଡିକାଲରେ ନିର୍ମାଣଧୀନ ନୂଆ…

ଏସିଡ ମାଡରେ ଯୁବତୀଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡ

ବାଲେଶ୍ବର : ବାଲେଶ୍ବରରେ ବହୁଚର୍ଚ୍ଚିତ ଏସିଡ ମାଡ ଘଟଣାରେ ଯୁବତୀଙ୍କ ମୃତ୍ୟୁ ମାମଲାରେ ଆସିଲା ରାୟ । ଅଭିଯୁକ୍ତକୁ ମିଳିଲା ଫାଶୀ ଦଣ୍ଡ । ରାୟ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ପେଶାଲ କୋର୍ଟ ଜଜ୍ (ଏସ ସି , ଏସ ଟି) ଅବଦୁଲ୍…

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ବରିଷ୍ଠ ରାଜନେତା କାହ୍ନୁଚରଣ ଲେଙ୍କାଙ୍କ ପରଲୋକ ।  ୮୬ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ।  ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥିଲେ କାହ୍ନୁଚରଣ ଲେଙ୍କା । କେନ୍ଦ୍ର ସରକାରରେ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ…

୧୮ରୁ ଯୁକ୍ତ ୨ ଥିଓରି ପରୀକ୍ଷା, ନୋଡାଲ ସେଣ୍ଟରକୁ ଗଲା ପ୍ରଶ୍ନପତ୍ର

କଟକ : ଫେବ୍ରୁଆରି ୧୮ରୁ ଯୁକ୍ତ ୨ ଥିଓରି ପରୀକ୍ଷା । ଆଜିଠୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର । ଫେବ୍ରୁଆରି ୧୬ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୪ରୁ ୬ ଯାଏଁ ଦ୍ବିତୀୟ ପର୍ଯ୍ୟାୟରେ ପରୀକ୍ଷା ପରିଚାଳନା ହବ୍ ଗୁଡିକୁ…

ଭିତରକନିକାରେ କମିଲା ଡଲଫିନ ସଂଖ୍ୟା

ରାଜନଗର : ଗହୀରମଥା ଓ ଭିତରକନିକାରେ କମିଲା ଡଲଫିନ ସଂଖ୍ୟା । ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କମିଛି ଡଲଫିନ ସଂଖ୍ୟା । ଗତବର୍ଷ ତୁଳନରେ ଚଳିତବର୍ଷ ୧୧ଟି ଡଲଫିନ ସଂଖ୍ୟା ହ୍ରାସ ପାଇଛି । ଗତବର୍ଷ…

ପାରାଦୀପ ହେବ ବ୍ଲୁ ଫ୍ଲାଗ ବିଚ୍: ସେପ୍ଟେମ୍ବର ସୁଦ୍ଧା ସରିବ କାମ !

ପାରାଦୀପ: ପାରାଦୀପ ହେବ ବ୍ଲୁ ଫ୍ଲାଗ୍ ବିଚ୍। ପର୍ଯ୍ୟଟନ କ୍ଷେତ୍ରରେ ସୃଷ୍ଟି କରିବ ନୂଆ ଅଧ୍ୟାୟ। ଏହା ସହିତ ପାରାଦୀପକୁ ବିଭିନ୍ନ କ୍ଷେତ୍ରରେ କିପରି ବିକାଶ କରାଯାଇପାରିବ ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ସମସ୍ତ ପ୍ରୟାସ। ପାରାଦୀପରେ…

କେନାଲ ଭିତରକୁ ପଶିଗଲା ଟ୍ରାକ୍ଟର; ୩ ମୃତ, ୩ ଗୁରୁତର

ମୟୁରଭଞ୍ଜ: ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଗଲା ଟ୍ରାକ୍ଟର । ଦୁର୍ଘଟଣାରେ ୩ ମୃତ ୩ ଗୁରୁତର ଜଣାପଡିଛି । ମୃତକଙ୍କ ମଧ୍ୟରେ ୨ ନାବାଳକ ରହିଥିବା ବେଳେ ଦୁର୍ଘଟଣାରେ ଟ୍ରାକ୍ଟର ଡ୍ରାଇଭର ମଧ୍ୟ ମୃତ । ଏଭଳି ଦୁଃଖଦ ଘଟଣା…