ଜଙ୍ଗଲରେ ହାତୀଙ୍କ ଖାଦ୍ୟ ବ୍ୟବସ୍ଥା କରିବେ ରାଜ୍ୟ ସରକାର

ଭୁବନେଶ୍ବର: ଜଙ୍ଗଲରେ ହାତୀଙ୍କ ଖାଇବା ପାଇଁ ବ୍ୟବସ୍ଥା କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାକୁ ନେଇ କାର୍ଯ୍ୟ ଆରମ୍ଭ କରିଛି ବନ ବିଭାଗ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ…

PUCC ଫାଇନ କମ୍ କରିବାକୁ ଚାଲିଛି ଆଲୋଚନା: ପରିବହନ ମନ୍ତ୍ରୀ

ଭୁବନେଶ୍ୱର : PUCC ଫାଇନ୍ କମାଇବା ଯୋଜନା ଚାଲିଛି । ୧୦ ହଜାର ଟଙ୍କା ଫାଇନକୁ କମ୍ କରିବାକୁ ଆଲୋଚନା ହେଉଛି । ରାଜ୍ୟରେ ବାୟୁ ପ୍ରଦୂଷଣ ନେଇ PUCC ନିୟମ କଡ଼ାକଡ଼ି ହୋଇଥିଲା । ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଲେ…

୨୦ଫୁଟ ତଳକୁ ଖସିଲା ବସ, ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ

ବଲାଙ୍ଗୀର: ଘାଟିରେ ଓଲଟିଲା ଯାତ୍ରୀବାହୀ ବସ । ଭାରସାମ୍ୟ ହରାଇ ୨୦ଫୁଟ ତଳକୁ ଖସିଲା ବସ । ବଲାଙ୍ଗୀରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ବାରିଙ୍ଗ ଝିଲିମିଲିଆ ଘାଟିରେ ଦୁର୍ଘଟଣା ହୋଇଛି । ବସରେ ପ୍ରାୟ ୩୦ରୁ ୩୫ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ…

ନକ୍ସଲମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାରଙ୍କ ନୂଆ ରୋଡ୍ ମ୍ୟାପ୍, ବନ୍ଧୁକ ବଦଳରେ ମିଳିବ କୋଟିଏ ଟଙ୍କାର ପ୍ୟାକେଜ

ଭୁବନେଶ୍ୱର : ମାଓବାଦୀଙ୍କ ପାଇଁ କୋଟି କୋଟିର ପ୍ୟାକେଜ । ବନ୍ଧୁକ ବଦଳରେ ମିଳିବ ଟଙ୍କା । ନକ୍ସଲମୁକ୍ତ ପାଇଁ ଓଡ଼ିଶା ସରକାରଙ୍କ ନୂଆ ରୋଡ୍ ମ୍ୟାପ୍ । ସଂଶୋଧିତ ହେଲା ଥଇଥାନ ଯୋଜନା । ଏଣିକି ନକ୍ସଲ ଆତ୍ମସମର୍ପଣର ୬୦ ଦିନ…

ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ

ଅନୁଗୁଳ : ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଟିପତି କିରାଣୀ ସୁବ୍ରତ ବେହେରାଙ୍କ ଘରେ ରେଡ୍ ।  ସୁସୁଡା ସ୍ଥିତ ବାସଭବନରେ ରେଡ୍ କରୁଛି ଭିଜିଲାନ୍ସ । ଗତକଲି ସୁବ୍ରତଙ୍କ ମାରାଥନ୍ ଜେରା ପରେ ଛଡାଯାଇଥିଲା…

ଡିପଫେକ୍-AI କଣ୍ଟେଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ; ୨୦ରୁ ନୂଆ ନିୟମ

ନୂଆଦିଲ୍ଲୀ: ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏଆଇ ଦ୍ୱାରା ସୃଷ୍ଟି ହେଉଥିବା ନକଲି ଏବଂ ଭ୍ରମାତ୍ମକ ବିଷୟବସ୍ତୁକୁ ରୋକିବା ପାଇଁ କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟସ୍ଥି ମାର୍ଗଦର୍ଶିକା ଏବଂ ଡିଜିଟାଲ୍ ମିଡିଆ ନୀତିଶାସ୍ତ୍ର କୋଡ୍) ନିୟମ, ୨୦୨୧ରେ ଗୁରୁତ୍ୱପୂର୍ଣ୍ଣ…

ବାବ୍ରି ମସଜିଦ୍‌ ପୁନଃନିର୍ମାଣ କଦାପି ହେବ ନାହିଁ: ଯୋଗୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ ବୟାନ । ଯୋଗୀ କହିଛନ୍ତି ଯେ ସେ ବିଚାର ଦିନ ପର୍ଯ୍ୟନ୍ତ ବାବ୍ରି ଢାଞ୍ଚାକୁ ପୁନଃନିର୍ମାଣ କରିବାକୁ ଦେବେ ନାହିଁ । ଉତ୍ତର ପ୍ରଦେଶର ବାରବାଙ୍କିରେ ଏକ କାର୍ଯ୍ୟକ୍ରମରେ ଯୋଗୀ କହିଛନ୍ତି ‘ଆମେ…

୧୨ରେ ବାଂଲାଦେଶରେ ଭୋଟ, ଶେଷ ପର୍ଯ୍ୟାୟରେ ପ୍ରଚାର

ଢ଼ାକା: ବାଂଲାଦେଶରେ ଜାତୀୟ ସଂସଦୀୟ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ଜାନୁଆରୀ ୨୨ ରେ ଆରମ୍ଭ ହୋଇଥିବା ନିର୍ବାଚନ ପ୍ରଚାର ଫେବୃଆରୀ…

ମଣିପୁରରେ ପୁଣି ଉତ୍ତେଜନା, ୫ ଦିନ ପାଇଁ ଇଣ୍ଟରନେଟ୍ ବନ୍ଦ

ଇମ୍ଫାଲ : ପୁଣି ମଣିପୁରରେ ଉତ୍ତେଜନା । ମଣିପୁରର ଉଖରୁଲ ଜିଲ୍ଲାରେ ସଶସ୍ତ୍ର ଆତଙ୍କବାଦୀମାନେ ଅନେକ ଘର ପୋଡ଼ି ଦେଇଛନ୍ତି ଏବଂ ଗୁଳି ଚଳାଇଛନ୍ତି । ଟାଙ୍ଗଖୁଲ ନାଗା ସମ୍ପ୍ରଦାୟର ଜଣେ ସଦସ୍ୟଙ୍କ ଉପରେ ଆକ୍ରମଣକୁ ନେଇ ଉତ୍ତେଜନା ବୃଦ୍ଧି ପାଉଥିବା ଜଣାପଡିଛି…

ବଦଳିଲା CBSE ଦ୍ୱାଦଶ ପରୀକ୍ଷା ଖାତା ଯାଞ୍ଚ ପଦ୍ଧତି, ଏବେ ଡିଜିଟାଲ୍ ମାର୍କିଂ

କଟକ : CBSE ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ବୋର୍ଡ ପରୀକ୍ଷାରେ ବଦଳିଗଲା ଖାତା ଯାଞ୍ଚ ପଦ୍ଧତି ।  ଏବେ ହେବ ଡିଜିଟାଲ୍ ମାର୍କିଂ । CBSE ଦ୍ୱାଦଶ ପରୀକ୍ଷା ଖାତା ଏବେ କଂପ୍ୟୁଟରରେ ଯାଞ୍ଚ ହେବ । ୨୦୨୬ରୁ…