2026

ଆସାମରେ ଭୟଙ୍କର ବନ୍ୟା, ଗୋଟିଏ ଦିନରେ ୨୧ ମୃତ

ଆସାମ : ପ୍ରବଳ ବର୍ଷା ଯୋଗୁଁ ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଏବଂ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ରାଜ୍ୟର ଅନେକ ଅଞ୍ଚଳ ଏବେ ଜଳମଗ୍ନ ହୋଇପଡ଼ିଛି । ଯାହା ଜନ ଜୀବନକୁ ଅସ୍ତବ୍ୟସ୍ତ…

ମହିଳା ସାଂସଦଙ୍କୁ ଅପମାନ କରି ସଂସଦର ମୌସୁମୀ ଅଧିବେଶନରୁ ଟିଏମସି ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ଦଳରେ ବିଭାଜନ ସତ୍ତ୍ୱେ ମମତା ବାନାର୍ଜୀଙ୍କ ପ୍ରତି ବିଶ୍ୱସ୍ତ ରହିଛନ୍ତି ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ। ଆଜି ତାଙ୍କୁ ସଂସଦ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି। କାରଣ ମହିଳା ସାଂସଦଙ୍କ ପ୍ରତି ଅପମାନଜନକ ଟିପ୍ପଣୀ ଦେଇଛନ୍ତି ସାଂସଦ।…

କଳା ପୋଷାକ ପିନ୍ଧି ସଂସଦରେ ବିରୋଧୀଙ୍କ ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନ ଓ ଅମିତ ଶାହଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ: ନିଟ୍‌ ବିବାଦ ଏବଂ ଛାତ୍ର ଆନ୍ଦୋଳନ ଉପରେ ପୋଲିସ ଲାଠିଚାର୍ଜକୁ ନେଇ ସଂସଦରେ ବିରୋଧୀଙ୍କ ପ୍ରତିବାଦ ଆହୁରି ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ କଂଗ୍ରେସର ଧାରଣାର ପରଦିନ ବୁଧବାର କଂଗ୍ରେସ ସାଂସଦମାନେ କଳା ପୋଷାକ ପିନ୍ଧି ସଂସଦ ପରିସରରେ…

ସିଏମଓରୁ ଫାଇଲ ଗାଏବ ଘଟଣା, ଭିକେ ପାଣ୍ଡିଆନଙ୍କୁ ନୋଟିସ

ଭୁବନେଶ୍ବର : ସିଏମଓରୁ ଦୁଇ ଫାଇଲ ଗାଏବ ଘଟଣାରେ ଭିକେ ପାଣ୍ଡିଆନଙ୍କୁ ନୋଟିସ । ୨୫ ତାରିଖ ଦିନ ୧୧ଟାରେ ହାଜର ହେବାକୁ ନବୀନ ପଟ୍ଟନାୟକଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ନୋଟିସ କରାଯାଇଛି । ଭୁବନେଶ୍ବର ଜୋନ-୧ ଏସିପିଙ୍କ…

ବିଲ୍ ପାସ୍ ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ

କଳାହାଣ୍ଡି : ଭିଜିଲାନ୍ସ ଜାଲରେ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ । ସ୍ୱୟଂ ସହାୟକ ଗୋଷ୍ଠୀର ବିଲ୍ ପାସ୍ ପାଇଁ ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଓଏଭି ପ୍ରଧାନଶିକ୍ଷକ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର…

ରେଳ ଯାତ୍ରୀଙ୍କୁ ସୁରକ୍ଷା ଦେବ AI ରୋବଟ, RPFରେ ସାମିଲ ହେଲା DSC ଅର୍ଜୁନ

ଭୁବନେଶ୍ବର : ଏଣିକି ଷ୍ଟେସନ ଜଗିବ RPFର ନୂଆ ରୋବୋଟିକ ଅଫିସର । ରେଲୱେ ପ୍ରୋଟେକ୍ସନ ଫୋର୍ସରେ ଯୋଡିହେଲା DSC ଅର୍ଜୁନ । ପୂର୍ବତଟ ରେଳ ପକ୍ଷରୁ ଆରମ୍ଭ ହୋଇଛି ଏଆଇ ରୋବଟ । ରେଳଯାତ୍ରୀଙ୍କ ସୁରକ୍ଷା ପାଇଁ ରୋବଟ ଜରିଆରେ…

ଆହୁରି ୫ ଦିନ ବର୍ଷିବ, ୧୧ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟରେ ଆହୁରି ୫ ଦିନ ଯାଏ ବର୍ଷିବ । ଆସନ୍ତା ୨୪ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଦୁଇ ଦୁଇଟି ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ଵର୍ଷା ଲାଗି ରହିଥିବା ବେଳେ ଏଯାଏ ଲଘୁଚାପ ନେଇ…

ଶିକ୍ଷକ ନିଯୁକ୍ତି ଦାବିରେ ଡିଇଓ ଅଫିସ ଘେରିଲେ ଅଭିଭାବକ

କେନ୍ଦ୍ରାପଡା : ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଗ୍ରାମବାସୀ । ଶିକ୍ଷକ ନିଯୁକ୍ତି ଦାବିରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ ଆଗରେ ଧାରଣା ।…

ଲଗାଣ ବର୍ଷା ପରେ ଜଳବନ୍ଦୀ ଜୀବନ କାଟୁଛନ୍ତି ଗ୍ରାମବାସୀ, ଘର ଭିତରେ ଆଣ୍ଠୁଏ ପାଣି

ଆଠଗଡ଼ : ଲଗାଣ ବର୍ଷା ପରେ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ୯ ନମ୍ବର ୱାର୍ଡ ବୀର କିଶୋରପୁର ଅଞ୍ଚଳରେ ଦେଖାଦେଇଛି ଜଳବନ୍ଦୀ ସମସ୍ୟା । ଘର ଭିତରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ଲଗାଣ ବର୍ଷାରେ ଆଠଗଡ଼…

ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରସ୍ତୁତି ଜୋରଦାର : ମୁଖ୍ୟମନ୍ତ୍ରୀ ଡାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର : ଶ୍ରୀକ୍ଷେତ୍ର ପୁରୀରେ ବାହୁଡ଼ା ଯାତ୍ରାକୁ ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର ପକ୍ଷରୁ ପ୍ରସ୍ତୁତିକୁ ଆହୁରି ଜୋରଦାର କରାଯାଇଛି । ବାହୁଡ଼ା ଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ…