2026

ପୁଣି ଏକ ଜୀବନ ନେଲା ଆମ ବସ

ଭୁବନେଶ୍ୱର : ପୁଣି ଜୀବନ ନେଲା ଆମ ବସ । ରସୁଲଗଡ଼ରେ ଦୁର୍ଘଟଣା ଘଟାଇଲା ଆମ ବସ୍ । ଦୁର୍ଘଟଣାରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ୯୧ ନମ୍ବର ରୁଟ ଆମ ବସ ଘଟାଇଛି ଏହି ଦୁର୍ଘଟଣା ।…

ପାଦରେ ଲେଖି ମାଟ୍ରିକ ପାସ କଲେ ଲକ୍ଷ୍ମୀ

ମାଲକାନଗିରି : ଗୋଡ଼ରେ ଲେଖି ମାଟ୍ରିକ ପାସ କଲେ ଲକ୍ଷ୍ମୀ । ପ୍ରମାଣ କରିଦେଲେ ଦୃଢ ଇଚ୍ଛା ଶକ୍ତି ଥିଲେ ବ୍ୟକ୍ତି କିଛି ବି କରିପାରେ । ପରୀକ୍ଷା ସମୟରେ ରାଜ୍ୟରେ ବେଶ ଚର୍ଚ୍ଚାରେ ଥିଲେ ମାଲକାନଗିରି ବନ୍ଦଗୁଡା ଗାଁର ଦିବ୍ୟାଙ୍ଗ…

ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ

ନୀଳଗିରି: ଦୁଇ ଭଉଣୀଙ୍କ ସଲିଳ ସମାଧି । ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ସାଆନ୍ତା ନିକଟ ଭୂଇଁପଡ଼ାରେ ଅଘଟଣ ଘଟିଛି। ମୃତକ ହେଲେ ଅନ୍ନପୂର୍ଣ୍ଣା ମଲ୍ଲିକ ଓ ଅନ୍ୟାସା । ଦୁଇ ଭଉଣୀ…

ଦେଢଶୂର ଫାର୍ସା ଚୋଟରେ ଭାଇବୋହୂ ମୃତ

ବଣାଇ: ଦେଢଶୂର ଫାର୍ସା ଚୋଟରେ ଭାଇବୋହୂର ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଜୀବିକା ଗାଁରେ ହତ୍ୟାକାଣ୍ଡ । ମୃତକ ହେଲେ ଜୟନ୍ତୀ କିଷାନ । ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଗତକାଲି ସନ୍ଧ୍ୟାରେ ବଚସା…

୧୦୦ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ଼ ସଫଳତା । ୧୦୦ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ । ଚିତ୍ରକୋଣ୍ଡା ଥାନା ଏସ୍ ଆର୍ ଛକରୁ ୨ ଲିଟର ଗଞ୍ଜେଇ ତେଲ ଜବତ କରିଛି ମାଲକାନଗିରି ପୋଲିସ । ଜବତ ଗଞ୍ଜେଇ ତେଲର…

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କଲେଜ କର୍ତ୍ତୃପକ୍ଷ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ

ଭୁବନେଶ୍ବର: ହଷ୍ଟେଲ ଭିତରେ ଛାତ୍ରଙ୍କ ମୃତ୍ୟୁ । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭୁବନେଶ୍ବରର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବିଶ୍ବାସ ସ୍ବାଇଁ । ସେ ବିଟେକ୍ ପଢ଼ୁଥିଲେ…

୫୮୮ ମାର୍କ ରଖି ପାଇପ୍ ମିସ୍ତ୍ରୀଙ୍କ ପୁଅ ହେଲେ ମାଟ୍ରିକ ଟପ୍ପର

ସୋର: ପାଇପ ମିସ୍ତ୍ରୀଙ୍କ ପୁଅ ହେଲେ ରାଜ୍ୟର ମାଟ୍ରିକ ଟପ୍ପର । ମୟୂରଭଞ୍ଜ ବାରିପଦା ପୌରପାଳିକା ମଧୁବନ ଅଞ୍ଚଳର ପାର୍ଥସାରଥୀ ମହାନ୍ତ ହୋଇଛନ୍ତି ରାଜ୍ୟ ଟପ୍ପର । ମୋଟ ୬୦୦ ମାର୍କରୁ ୫୮୮ ମାର୍କ ରଖିଛନ୍ତି ପାର୍ଥସାରଥୀ । ପରୀକ୍ଷା ପାଇଁ…

କାନ୍ଥ ଭୁଶୁଡ଼ି ୩୦ ଆହତ, ୧୫ ଜଣଙ୍କ ଅବସ୍ଥା ଗୁରୁତର

ବଣାଇ: ମାଟି କାନ୍ଥ ଭୁଶୁଡ଼ି ୩୦ ଆହତ। ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ବାନେଇକେଲା ଗାଁରେ ଅଘଟଣ ଘଟିଛି। ଗାଁରେ ଅଷ୍ଟପ୍ରହରୀ ନାମଯଜ୍ଞ ଚାଲିଥିବାବେଳେ କାନ୍ଥ ଭୁଶୁଡି ପଡିଥିଲା । ୩୦ ଜଣ ଆହତ ହୋଇଥିଲେ।…

ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ, ଅନେକ ଧନ ଜୀବନ ହାନି

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ । କେଉଁଠି ବର୍ଷାରେ ଭାଙ୍ଗିଛି ଘର ତ କେଉଁଠି ପବନରେ ଉଡ଼ିଲାଣି ଚାଳଛପର। ବୌଦ୍ଧ ଜିଲ୍ଲା କଣ୍ଟାମାଳର ବିଭିନ୍ନ ଅଂଚଳରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଜୋରରେ ପବନ…

ପୁଣେରେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା: ଅଭିଯୁକ୍ତ ଗିରଫ

ପୁଣେ: ମହାରାଷ୍ଟ୍ର ପୁଣେରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ଅତି ନୃଶଂସଭାବେ ଦୁଷ୍କର୍ମ ଓ ହତ୍ୟା କରାଯିବା ପରି ଅତିସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି। ଦୁଷ୍କର୍ମ ଅଭିଯୁକ୍ତ ୬୫ ବର୍ଷୀୟ ଦିନ ମଜୁରିଆ ଭୀମରାଓ କାମ୍ବଲେକୁ ଗିରଫ କରାଯାଇଛି। ଏହି ଘଟଣାକୁ…