2026

ଧର୍ମଶାଳାରେ ଝାଡ଼ାବାନ୍ତି ଆତଙ୍କ: ଜଣେ ମୃତ, ୭ରୁ ଅଧିକ ଆକ୍ରାନ୍ତ

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳାରେ ଝାଡ଼ାବାନ୍ତି ଆତଙ୍କ। ଆଉ ଜଣେ ଯୁବକଙ୍କ ମୃତ୍ୟୁ, ୭ରୁ ଅଧିକ ଆକ୍ରାନ୍ତ। ମୃତକ ହେଲେ ରାଇଛନ୍ଦା ପଂଚାୟତ ବାରକଣା ଗାଁର ବିପିନ ସାହୁ। ଦୁଇଦିନ ହେବ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ କବାଟବନ୍ଧ ମେଡିକାଲରେ ଭର୍ତ୍ତି…

ଇସ୍କନରେ ଅଦିନିଆ ରଥଯାତ୍ରା ବିରୋଧରେ ଶ୍ରୀମନ୍ଦିର ପ୍ରଶାସନର ଆଇନଗତ ଚେତାବନୀ

ଭୁବନେଶ୍ୱର : ଅଦିନିଆ ରଥଯାତ୍ରାକୁ ନେଇ ଆଇନଗତ ଚେତାବନୀ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। କିନ୍ତୁ ଇସ୍କନ ବିରୋଧରେ ଆଇନଗତ ପଦକ୍ଷେପ ନେଇପାରିବ କି ଶ୍ରୀମନ୍ଦିର ପ୍ରଶାସନ? ଶ୍ରୀମନ୍ଦିର ପ୍ରଶାସନ ଏବଂ ଗଜପତି ମହାରାଜା ଦିବ୍ୟସିଂହ ଦେବ ବାରମ୍ବାର ଇସ୍କନକୁ ସତର୍କ କରାଇଛନ୍ତି…

୩୬ ଦିନ ହେଲା ଧାରଣାରେ ବସିଛନ୍ତି ଗ୍ରାମବାସୀ, ନୈନି କୋଲ ମାଇନ୍ସରୁ କୋଇଲା ପରିବହନ ବନ୍ଦ

ଅନୁଗୁଳ : ୩୬ ଦିନ ଗଣଧାରଣାରେ ଗ୍ରାମବାସୀ। ନୈନି କୋଲ ମାଇନ୍ସରୁ କୋଇଲା ପରିବହନ କରାଇଦେଉନାହାନ୍ତି ଗ୍ରାମବାସୀ । ଅନୁଗୁଳ ଛେଣ୍ଡିପଦା ବ୍ଳକ୍ କୋଶଳା ଗାଁଲୋକ ଚଲାଇଛନ୍ତି ପରିବେଶ ସୁରକ୍ଷା ଗଣଧାରଣା । ୬୩ ନମ୍ବର ରାଜ୍ୟ ରାଜପଥରେ କୋଇଲା ପରିବହନକୁ…

ରାଜଧାନୀରେ ବାଣ ଫୁଟି ୩ ଗୁରୁତର

ଭୁବନେଶ୍ୱର : ରାଜଧାନୀରେ ଅଘଟଣ । ବାଣ ଫୁଟି ତିନି ଗୁରୁତର। ସମସ୍ତ ଗୁରୁତର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ବାହାଘର ରୋଷଣୀରେ ପଡ଼ିଥିବା ଅଫୁଟା ବାଣରୁ ନିଆଁ ଲାଗିଥିବା ସୂଚନା। ସୂଚନାନୁଯାୟୀ, ଚଳିତ ବର୍ଷ ଭୋଗି ଉତ୍ସବ ଚାଲିଥିଲାବେଳେ ଅଘଟଣ…

ରାମଲୀଳାବେଳେ ବିଦ୍ୟୁତ ତାର ଲାଗି ଚାଲିଗଲା ନାବାଳକର ଜୀବନ

ବ୍ରହ୍ମଗିରି : ରାମଲୀଳା ଚାଲିଥିବାବେଳେ ଅଘଟଣ। ବିଦ୍ୟୁତ ତାର ଲାଗି ଚାଲିଗଲା ନାବାଳକର ଜୀବନ। ହନୁମାନ ଅଭିନୟ କରୁଥିବା କଳାକାରଙ୍କୁ ଦେଖି ଦୌଡ଼ିବା ବେଳେ ଅଘଟଣ ଘଟିଛି। ମୁକୁଳା ଟ୍ରାନ୍ସଫର୍ମର ଉପରେ ନାବାଳକଙ୍କ ଜୀବନ ଯାଇଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ…

ଦେହରେ ନିଆଁ ଲଗାଇ ଜୀବନ ହାରିଲେ ପିଜି ଛାତ୍ରୀ

ଗଜପତି : ନିଜକୁ ଜାଳିଦେଲେ ପିଜି ଛାତ୍ରୀ । ଦେହରେ ନିଆଁ ଲଗାଇ ଜୀବନ ହାରିଥିବା ଅଭିଯୋଗ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଖଞ୍ଜାସାହି ନୂଆବସ୍ତିରେ ଚାଞ୍ଚଲ୍ୟ । ଛାତ୍ରୀ ଜଣକ ମାନସିକ ଚାପରୁ ନିଜ ଦେହରେ ନିଆଁ ଲଗାଇ…

ଓଡ଼ିଶା ଫେରିଲେ ହର୍ମୁଜରେ ଫସିଥିବା ମେରାଇନ ଅଫିସର

ଭୁବନେଶ୍ୱର : ଓଡ଼ିଶା ଫେରିଲେ ହର୍ମୁଜରେ ଫସିଥିବା ମେରାଇନ ଅଫିସର । ଭୁବନେଶ୍ୱରରେ ପହଞ୍ଚିଲେ ଅଶୋକ ଦୀକ୍ଷିତ। ଷ୍ଟ୍ରେଟ ଅଫହର୍ମୁଜ ଠାରେ ପ୍ରାୟ ୩୬ ଦିନ ପର୍ଯ୍ୟନ୍ତ ଅଟକି ରହିଥିଲେ ଅଶୋକ । ଭାରତୀୟ ନୌସେନାର କଡା ସୁରକ୍ଷା ବଳୟ ମଧ୍ୟରେ…

ରଥ ଖଳା ସୁରକ୍ଷା ପାଇଁ ଲାଗିବ ୧୨ଟି କ୍ୟାମେରା

ପୁରୀ: ଆସନ୍ତା ୨୦ ତାରିଖରେ ଅକ୍ଷୟ ତୃତୀୟା ରହିଥିବାବେଳେ ରଥାନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥର ରଥ ଖଳାରେ ଲାଗିବ ସିସିଟିଭି କ୍ୟାମେରା । ୧୨ଟି ସିସିଟିଭି କ୍ୟାମେରା ଜଗିବେ ସମ୍ପୂର୍ଣ୍ଣ ରଥ ଖଳାକୁ । ରଥ ଖଳାର ସୁରକ୍ଷାକୁ…

ବଙ୍ଗରେ ନିର୍ବାଚନ ତାତି ; ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘରେ ଇଡି ରେଡ୍

କୋଲକତା: ଶନିବାର ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଦଳ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଦକ୍ଷିଣ କୋଲକାତା ସ୍ଥିତ ବାସଭବନରେ ଚଢ଼ାଉ କରିଛି। ସେବା ଆୟୋଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଚଢାଉ କରିଥିବା ସୂଚନା ରହିଛି। ପଶ୍ଚିମବଙ୍ଗରେ…

ଭୁବନେଶ୍ୱରରେ ପହଞ୍ଚିଲା ୫ କେଜିଆ ଗ୍ୟାସ ସିଲିଣ୍ଡର : କରିବାକୁ ପଡ଼ିବନି ପ୍ରି ବୁକିଂ

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଛି ୫ କେଜିକିଆ ଗ୍ୟାସ ସିଲିଣ୍ଡର । ଭିଭିନ୍ନ ଇଣ୍ଡିଆନ ଅୟଲ ଟାଙ୍କି ରେ ଇଣ୍ଡିଆନ ଗ୍ୟାସ ପକ୍ଷରୁ ଏହି ୫ କେଜିକିଆ ସିଲିଣ୍ଡର ଉପଲବ୍ଧ କରାଯାଇଛି । ଏଣିକି ଛାତ୍ରଛାତ୍ରୀ ବା ଯେଉଁମାନେ ଶ୍ରମିକ ଅଛନ୍ତି…