2026

ଚେନ୍ନାଇରେ ସୁପ୍ରିମକୋର୍ଟର ସ୍ଥାୟୀ ପୀଠ ସ୍ଥାପନା ଦାବି: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି.ଜୋସେଫ ବିଜୟ ଚେନ୍ନାଇରେ ସୁପ୍ରିମକୋର୍ଟର ସ୍ଥାୟୀ ପୀଠ ସ୍ଥାପନା ଲାଗି ଦୀର୍ଘ ସମୟରୁ ଲମ୍ବିତ ଦାବି ନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି। ସେ ଏହି ପ୍ରସଙ୍ଗକୁ ସୁପ୍ରିମକୋର୍ଟଙ୍କ ଆଗରେ ଉଠାଇବା ଓ ସ୍ଥାୟୀ…

ଆପ୍ ବିଧାୟିକାଙ୍କ ଘରେ ଇଡ଼ି ରେଡ୍

ପଞ୍ଜାବ : ପଞ୍ଜାବ ମୋଗାରେ ଆମ୍ ଆଦମୀ ପାର୍ଟି ବିଧାୟିକା ଡକ୍ଟର ଅମନଦୀପ କୌର ଅରୋରାଙ୍କ ଘରେ ଇଡ଼ି ଚଢ଼ଉ କରିଛି । ବୁଧବାର ସକାଳେ ଇଡ଼ିର ଏକ ଟିମ୍ ସିଆରପିଏଫ ଯବାନଙ୍କ ସହ ମୋଗା-ଲୁଧିଆନା ରୋଡରେ ଥିବା ତାଙ୍କ ବାସଭବନ…

ଆଉ ୨ ବର୍ଷ ବଢିଲା ଅଗ୍ନିବୀରଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ : ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କ୍ୟାବିନେଟର ନିଷ୍ପତ୍ତି ଅନୁସାରେ, ଚାରି ବର୍ଷର ପ୍ରାରମ୍ଭିକ ସେବା ପରେ ସେନାରେ ସାମିଲ ହୋଇପାରିନଥିବା ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ଆଉ ଦୁଇ ବର୍ଷ ସେବା କରିବାର ସୁଯୋଗ…

ରାସ୍ତାକଡ଼ରେ ଖେଳୁଥିବା ବେଳେ ୬ ଶିଶୁଙ୍କ ଉପରେ ମାଡ଼ିଗଲା ବୋଲେରୋ, ୨ ମୃତ, ୪ ଗୁରୁତର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ମୁରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଚାଲିଗଲା ୨ ଶିଶୁଙ୍କ ଜୀବନ । ରାସ୍ତାକଡ଼ରେ ୬ ଜଣ ଶିଶୁ ଖେଳୁଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ…

ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଟ୍ରମ୍ପଙ୍କୁ ଝଟକା; ରିପବ୍ଲିକାନ୍ ପାର୍ଟିକୁ ହରାଇ ବହୁମତ ହାସଲ କଲା ଡେମୋକ୍ରାଟିକ୍

ୱାଶିଂଟନ : ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଟ୍ରମ୍ପଙ୍କୁ ଝଟ୍‌କାା ରିପବ୍ଲିକାନ୍ ପାର୍ଟିକୁ ହରାଇ ଡେମୋକ୍ରାଟିକ୍ ପାର୍ଟି ବିଜୟ। ୫୧ ଆସନ ହାତେଇବା ସହ ଡେମୋକ୍ରାଟିକ୍ ପାର୍ଟିକୁ ମିଳିଛି ବହୁମତ। ମୋଟ୍‌ ୧୦୦ ଆସନ ମଧ୍ୟରୁ ଡେମୋକ୍ରାଟିକ୍ ପାର୍ଟିକୁ ମିଳିଲା ୫୧। ଆମେରିକାର…

ଦିଲ୍ଲୀରେ AQI ୪୦୦ ପାର୍, ଲାଗୁ ହେଲା GRAP-2

ନୂଆଦିଲ୍ଲୀ : ନଭେମ୍ବର ଆରମ୍ଭରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୭୩ ରେକର୍ଡ କରାଯାଇଛି । ଦିଲ୍ଲୀର ଅନେକ ଅଞ୍ଚଳରେ AQI ୪୦୦ ଅତିକ୍ରମ କରିଥିବା ବେଳେ…

ସ୍ପେନ୍‌ରେ ରେଳ ଦୁର୍ଘଟଣାରେ ୬୯ ଜଣଙ୍କ ମୃତ୍ୟୁ : ଇସ୍ତଫା ଦେଲେ ପରିବହନ ମନ୍ତ୍ରୀ

ନୂଆଦିଲ୍ଲୀ: ସ୍ପେନ୍‌ରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମାଦ୍ରିଦ୍ ନିକଟରେ ଘଟିଥିବା ଭୟଙ୍କର ହାଇ-ସ୍ପିଡ୍ ରେଳ ଦୁର୍ଘଟଣାରେ ୬୯ ଜଣଙ୍କର ମୃତ୍ୟୁ ପରେ ଦେଶର ପରିବହନ ମନ୍ତ୍ରୀ ଓସ୍କାର ପୁଏନ୍ତେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଗୋଟିଏ ବର୍ଷ…

ଭାରତ-ପାକିସ୍ତାନ ସୀମାରେ ରେଲୱେ ଟ୍ରାକରେ ବିସ୍ଫୋରଣ; ଅନେକ ଟ୍ରେନ୍ ବାତିଲ୍

ନୂଆଦିଲ୍ଲୀ: ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ଏକ ବିସ୍ଫୋରଣ ଘଟିଛି। ରାମସିଂହପୁର ଥାନା ଅଞ୍ଚଳ ଅନ୍ତର୍ଗତ ଅନୁପଗଡ଼-ସୁରତଗଡ଼ ରେଳ ଲାଇନରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି, ଯାହା ଫଳରେ ରେଳ ଲାଇନର ଦୁଇଟି ସିମେଣ୍ଟ ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଛି। ଅନୁପଗଡ଼-ସୁରତଗଡ଼ ଟ୍ରେନ୍ ଯିବାର…

ଗିରଫ ଭୟରେ ପୋଖରୀକୁ ଡେଇଁଲେ ପୁଲିସ ଏସଆଇ, ମାଡ଼ି ବସିଲା ଭିଜିଲାନ୍ସ

ସମ୍ବଲପୁର: ସମ୍ୱଲପୁର ଜିଲା ମହୁଲପାଲି ଥାନାର ସବ-ଇନ୍ସପେକ୍ଟର (ଏସଆଇ) ସୁଜିତ କୁମାର ମହନ୍ତ ବୁଧବାର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ମହୁଲପାଲି ଥାନାରେ ଅଭିଯୋଗକାରୀଙ୍କ୍ ନାମରେ ଥିବା ଏକ ମିସଲେନିଅସ…

‘ଅର୍ଣ୍ଣବ’ ପ୍ରଭାବ: ଗଞ୍ଜାମରେ ୭ ତାରିଖ ଯାଏଁ ସ୍କୁଲ ଛୁଟି

ଗଞ୍ଜାମ:ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ନଭେମ୍ବର ୭ ତାରିଖ ଯାଏଁ ଛୁଟି ଘୋଷଣା କରାଯାଇଛି। ଏଭଳି ନିଷ୍ପତ୍ତି ଜିଲ୍ଲାପ୍ରଶାସନ ପକ୍ଷରୁ ନିଆଯାଇଛି। ବନ୍ୟା ଯୋଗୁଁ…