ଖାଇକୁ ଖସିଲା ବସ୍, ୪୦ ମୃତ
ପାକିସ୍ତାନ : ପାକିସ୍ତାନର ଖାଇବର ପଖତୁନଖ୍ବାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି । ବ୍ରେକ୍ ଫେଲ୍ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାରମ୍ଭିକ…
ପାକିସ୍ତାନ : ପାକିସ୍ତାନର ଖାଇବର ପଖତୁନଖ୍ବାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି । ବ୍ରେକ୍ ଫେଲ୍ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାରମ୍ଭିକ…
ନୂଆଦିଲ୍ଲୀ: ଭାରତର ବିମାନ ପରିବହନ କମ୍ପାନୀ ଏୟାର ଇଣ୍ଡିଆ ମଧ୍ୟପ୍ରାଚ୍ୟକୁ ବିମାନ ସେବା ସ୍ବାଭାବିକ କରିଛି। ଯୁଦ୍ଧ ଯୋଗୁଁ ବିମାନ ସେବାକୁ ସାମୟିକ ବାତିଲ କରାଯାଇଥିଲା। ଗୁରୁବାର ଏୟାର ଇଣ୍ଡିଆ କୋଝିକୋଡ୍ର ସଲାହକୁ ବିମାନ ଉଡାଣ କରିଛି। ସେହିପରି କୋଝିକୋଡ୍ରୁ କୁଏତ…
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏହି ସନ୍ଦିଗ୍ଧମାନଙ୍କର ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସହ ସମ୍ପର୍କ ଥିବା ପୁଲିସ କହିଛି। ପଞ୍ଜାବରୁ ୩ ଓ ଦିଲ୍ଲୀରୁ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏହି ସନ୍ଦିଗ୍ଧମାନେ…
ସିରିଆ : ଗୁରୁବାର ଦିନ ସିରିଆର ରାଜଧାନୀ ଦମାସକସ୍କର ଏକ କ୍ୟାଫେରେ ଭୟଙ୍କର ବିସ୍ଫୋରଣ ଘଟିଥିବା ଦେଖିବାକୁ ମିଳିଛି । ଏହି ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି । ଏପର୍ଯ୍ୟନ୍ତ ବିସ୍ଫୋରଣର କାରଣ…
ଇସଲାମାବାଦ୍: ପାକିସ୍ତାନର ଲାହୋର ସହର ଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଥିବା ଫାରୁକବାଦ୍ ଠାରେ ଗତ ୨୪ ତାରିଖରେ ଏକ ୧୨୫ ବର୍ଷ ପୁରୁଣା ଗୁରୁଦ୍ବାର ଭଙ୍ଗାଯବାକୁ ନେଇ ଭାରତ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଫାରୁକବାଦ୍ରେ ଥିବା ଏହି…
କିଭ୍ : ୟୁକ୍ରେନ୍ର କିଭ୍ ସହର ଉପରେ ରୁଷ୍ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ ସହ ଡ୍ରୋନ ଯୋଗେ ଆକ୍ରମଣ କରାଯିବାରୁ ୩୦ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ବେଳେ…
ଢେଙ୍କାନାଳ: ବିବାହ ଉତ୍ସବର ଖୁସି ମୁହୂର୍ତ୍ତ ମଧ୍ୟରେ ଘଟିଛି ଅଘଟଣ। ବରଯାତ୍ରୀ ଦଳ କନ୍ୟା ଘରକୁ ଯାଉଥିବା ବେଳେ ବଜ୍ରପାତରେ ଜଣେ ବରଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଭାପୁର…
ଭୁବନେଶ୍ୱର: ମେଡିକାଲରେ ଅଚଳାବସ୍ଥା ଦୂର କରିବା ପାଇଁ ରାଜ୍ୟ ସରକାର ଶୁକ୍ରବାର ଦିନ ଓଡ଼ିଶା ଡାକ୍ତରୀ ସେବା ସଂଘ (OMSA)କୁ ଆଲୋଚନା ପାଇଁ ନିମନ୍ତ୍ରଣ କରିଛନ୍ତି। ରାଜ୍ୟରେ ଚାଲିଥିବା ଡାକ୍ତରଙ୍କ ଧର୍ମଘଟ ଏବଂ ସ୍ୱାସ୍ଥ୍ୟସେବା ସେବାକୁ ପ୍ରଭାବିତ କରୁଥିବା ସମସ୍ୟାର ସମାଧାନ…
ଭୁବନେଶ୍ବର: ଶୁକ୍ରବାର ଦିନ ସୁରକ୍ଷା ବାହିନୀ କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ପୋଲିସ ଥାନା ଅନ୍ତର୍ଗତ ତେନ୍ତୁଲିଗୁମ୍ମା ଜଙ୍ଗଲରୁ ଆଉ ଏକ ମାଓ ଆଡ୍ଡା ଠାବ କରିଛି। ଏକ ସର୍ଚ୍ଚ ଅପରେସନ୍ ସମୟରେ ବନ୍ଧୁକ, ବିସ୍ଫୋରକ ଏବଂ ଗୁଳିଗୋଳା ଜବତ ହୋଇଛି। ଆତ୍ମସମର୍ପଣକାରୀ…
ଭୁବନେଶ୍ୱର : ଓଡ଼ିଶାକୁ ‘ଗ୍ଲୋବାଲ୍ ଗ୍ରୀନ୍ ହବ୍’ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ । ରାଜ୍ୟରେ ସବୁଜ ଅର୍ଥନୀତିର ବିକାଶ ପାଇଁ ଓଡ଼ିଶା ସରକାର ଜାପାନର ପ୍ରତିଷ୍ଠିତ IHI Corporation ଏବଂ ACME ଗ୍ରୁପ୍ ସହ ଏକ ସହଯୋଗ…