ଘରୋଇ ମେସ୍ରୁ ୪ ଛାତ୍ର ନିଖୋଜ
ବାଲେଶ୍ବର: ଘରୋଇ ମେସ୍ରେ ଅତ୍ୟାଚାର କାରଣରୁ ମେସ୍ ଛାଡ଼ି ପଳାଇଲେ ୪ ଜଣ ଛାତ୍ର । ଯାହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିଭାବକମାନେ । ଘରୋଇ ମେସ୍ରେ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି । ଏହି କାରଣରୁ ସମସ୍ତ…
ବାଲେଶ୍ବର: ଘରୋଇ ମେସ୍ରେ ଅତ୍ୟାଚାର କାରଣରୁ ମେସ୍ ଛାଡ଼ି ପଳାଇଲେ ୪ ଜଣ ଛାତ୍ର । ଯାହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିଭାବକମାନେ । ଘରୋଇ ମେସ୍ରେ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି । ଏହି କାରଣରୁ ସମସ୍ତ…
ଭଦ୍ରକ: ମଦ ପିଇ ସ୍କୁଲକୁ ଆସୁଛନ୍ତି ପ୍ରଧାନ ଶିକ୍ଷକ। କେବଳ ଏତିକି ନୁହେଁ ସ୍କୁଲ ସମୟରେ ବଜାରକୁ ଯାଇ ମଦ ପିଇ ଲୋକଙ୍କୁ ଗାଳି ଗୁଲଜ କରୁଛନ୍ତି। ଏହି ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ…
କନ୍ଧମାଳ: ସମଗ୍ର ରାଜ୍ୟରେ ଲାଗି ରହିଛି ବର୍ଷାର ପ୍ରକୋପ । ସହରାଞ୍ଚଳରେ ଜଳବନ୍ଦୀ ଓ ଜଳ ଜମିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି)କୁ ହାଇଆଲର୍ଟରେ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ୧ ଜୁଲାଇରୁ “ଭାରତର ବିକାଶ – ନିଯୁକ୍ତି ଏବଂ ଜୀବିକା ମିଶନ (ଗ୍ରାମୀଣ) ଆଇନ, ୨୦୨୫” (VB-G RAM G) ଆଇନ କାର୍ଯ୍ୟକାରୀ କରିଛନ୍ତି। ଯାହା ଗ୍ରାମୀଣ ନିଯୁକ୍ତି ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ସରକାର…
ଇସଲାମାବାଦ: ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ, ପାକିସ୍ତାନ ଉପରେ ଡ୍ରୋନ୍ ମାଡ଼ କରିଛି। ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଆକ୍ରମଣକୁ ସ୍ପଷ୍ଟ କରିବା ସହ କହିଛନ୍ତି ଯେ ସେମାନେ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ (ISIS-K), ଏକ ଆତଙ୍କବାଦୀ ସଂଗଠନ ସହିତ…
ନୂଆଦିଲ୍ଲୀ: ମାସର ପ୍ରଥମ ଦିନରେ ଗ୍ରାହକଙ୍କୁ ଖୁସି ଖବର। ସରକାର ୧୯ କେଜି ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୮୩.୫୦ ଟଙ୍କା ହ୍ରାସ କରିଛନ୍ତି। ଏହି ହ୍ରାସ ପୂର୍ବ ମୂଲ୍ୟ ୩,୧୧୩.୫୦ ଟଙ୍କାରୁ ହ୍ରାସ ପାଇ ୨୯୩୦ ଟଙ୍କା ହୋଇଛି। ଅପରପକ୍ଷରେ ୧୪.୨…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସଲାମିକ ଗଣରାଜ୍ୟ ଇରାନର ରାଷ୍ଟ୍ରପତି ମହାମହିମ ଡକ୍ଟର ମାସୁଦ ପେଜେଶକିୟାନଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ରାଷ୍ଟ୍ରପତି ପେଜେଶକିୟାନ ପ୍ରଧାନମନ୍ତ୍ରୀଙ୍କୁ ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଏବଂ ଆଗକୁ ବଢ଼ିବାର ଉପାୟ ବିଷୟରେ ସୂଚନା…
କଲକାତା: ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ମଙ୍ଗଳବାର ତୃଣମୂଳ କଂଗ୍ରେସର କାଉନସିଲର ଶାକିର ଅଲିଙ୍କୁ ଗିରଫ କରିଛି। ୨୦୨୩ ଶ୍ରୀରାମ ନବମୀ ଶୋଭାଯାତ୍ରା ବେଳେ ଘଟିଥିବା ହିଂସାକାଣ୍ଡରେ ଶାକିରଙ୍କ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଶାକିର ରିଶରା ନଗରପାଳିକାର ୱାର୍ଡ…
କର୍ଣ୍ଣାଟକ : କର୍ଣ୍ଣାଟକ ମାଙ୍ଗାଲୁରୁରେ ବଡ଼ ଦୁର୍ଘଟଣା । କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦୁଇ ଶିଶୁ ସମେତ ତିନି ଜଣ ମୃତ୍ୟୁ । ଗାରୋଡି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଭଡ଼ା ଘର ଉପରେ ଏକ କମ୍ପାଉଣ୍ଡ କାନ୍ଥ ଭୁଶୁଡ଼ି ପଡ଼ିବାରୁ…
ଉତ୍ତରପ୍ରଦେଶ : ଆଜି ଉତ୍ତରପ୍ରଦେଶ ଉନ୍ନାୱ ନିକଟରେ ଥିବା ବାଙ୍ଗରମାଉ କୋତୱାଲୀ ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୨ ଜଣ ଆହତ ହୋଇଛନ୍ତି । ବସଟି କାରକୁ ଧକ୍କା ଦେବା…