ନାଲୁହା ନଦୀରେ ବୁଡ଼ି ଭାଇ-ଭଉଣୀଙ୍କ ମୃତ୍ୟୁ
ଉଦଳା: ଭାଇ ଭଉଣୀ ଭାସିଯାଇ ମୃତ । ଭାଇ ପାଣିରେ ବୁଡ଼ିଥିବା ଦେଖି ଉଦ୍ଧାର କରିବାକୁ ଯାଇଥିଲା ଦିବ୍ୟାଙ୍ଗ ଭଉଣୀ । ହେଲେ ଉଭୟ ଭାଇ ଭଉଣୀଙ୍କ ଭାସି ଯାଇ ପାଣିରେ ବୁଡି ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି…
ଉଦଳା: ଭାଇ ଭଉଣୀ ଭାସିଯାଇ ମୃତ । ଭାଇ ପାଣିରେ ବୁଡ଼ିଥିବା ଦେଖି ଉଦ୍ଧାର କରିବାକୁ ଯାଇଥିଲା ଦିବ୍ୟାଙ୍ଗ ଭଉଣୀ । ହେଲେ ଉଭୟ ଭାଇ ଭଉଣୀଙ୍କ ଭାସି ଯାଇ ପାଣିରେ ବୁଡି ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି…
ପୋଲସରା: ଭୁଲ ଚିକିତ୍ସାରୁ ଚାଲିଗଲା ଶିକ୍ଷକଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ପୋଲସରା ଥାନା ପାଣ୍ଡିରିପଡା ଗାଁରେ । କ୍ଵାକ ଜୟରାମ ଦିଗାଲଙ୍କ ଭୁଲ ଚିକିତ୍ସା ଯୋଗୁଁ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି । ମୃତ ଶିକ୍ଷକ…
ରାଜନଗର: ଚାଷ ଜମିରେ ବଉଳା କୁମ୍ଭୀର । ମାଛ ଧରିବା ପାଇଁ ବସାଯାଇଥିବା ଜାଲରେ ପଡ଼ିଲା ୬ ଫୁଟର ବଉଳା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବ୍ରାହ୍ମଣୀକୋହ୍ଲା ଗାଁ ଚାଷ ଜମିରେ ଭାଗବତ ସ୍ଵାଇଁ ମାଛ ଧରିବା ପାଇଁ…
ଭୁବନେଶ୍ବର: ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ । ଆସିଲା ୨ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ । ୬ ଲକ୍ଷ ୧୮ ହଜାର ୭୨୫ ନିଯୁକ୍ତି ସମ୍ଭାବନା । ଆବୁଧାବୀ ଓ ଦୁବାଇରେ ଅନୁଷ୍ଠିତ…
ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ପାଗର ମିଜାଜ୍ ବଦଳିବାକୁ ଯାଉଛି। ଲଗାଣ ବର୍ଷାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ, ଆଗାମୀ ୧୫ ସେପ୍ଟେମ୍ବରରୁ ଓଡ଼ିଶାରେ ପୁଣି ଥରେ ପ୍ରବଳ ବର୍ଷା ଫେରିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା…
ଗୁଡ଼ାରୀ: ରାୟଗଡ଼ା ଜିଲ୍ଲାରେ ଦୁର୍ଦ୍ଦଶାର ଚିତ୍ର । ନାହିଁ ରାସ୍ତା । ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ୩.୫ କିଲୋମିଟର ଦୂର ଆମ୍ବୁଲାନ୍ସ ନିକଟକୁ ନେବାକୁ ପଡ଼ିଛି। ଏଭଳି ମୌଳିକ ରାସ୍ତା ସୁବିଧାରୁ ବଞ୍ଚିତ ହୋଇ ଅବହେଳିତ ଅବସ୍ଥାରେ ରହିଛନ୍ତି ରାୟଗଡ଼ା…
ବ୍ରହ୍ମପୁର: ଆସୁଛି ପାର୍ବଣ ଋତୁ । ଏପଟେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ଦକ୍ଷିଣ ଓଡ଼ିଶାର ସମସ୍ତ ପୂଜା କମିଟି, ଆୟୋଜକ, ବ୍ୟବସାୟୀ, ଅଭିଭାବକ ଏବଂ ସାଧାରଣ ନାଗରିକଙ୍କୁ ପୂଜା ଓ ପାର୍ବଣ ସମୟରେ ବିଦ୍ୟୁତ ଶକ୍ତିର ସୁରକ୍ଷିତ ବ୍ୟବହାର…
ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତି ଏବଂ ଭୂ-ରାଜନୀତିରେ ବ୍ରିକ୍ସ ସମୂହର ଗୁରୁତ୍ୱ କ୍ରମାଗତ ଭାବେ ବୃଦ୍ଧି ପାଉଛି । ବ୍ରିକ୍ସ ବିଜନେସ୍ ଫୋରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସଶକ୍ତ ଏବଂ ବିକଶିତ ଭାରତର ଚିତ୍ର ଉପସ୍ଥାପନ କରିବା ସହ…
ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ତିନିଦିନିଆ ଭାରତ ଗସ୍ତରେ ଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବୈଠକରେ ଭାରତ-ରୁଷ ସମ୍ପର୍କର ବିଭିନ୍ନ ଦିଗ ସହ…
ନୂଆଦିଲ୍ଲୀ : ଭାରତରେ ପହଞ୍ଚି ସାରିଛନ୍ତି ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ। ସେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ଏବଂ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ। କିର୍ଗିଜସ୍ତାନର ବିଶକେକରେ ଏସସିଓ ସମ୍ମିଳନୀ ଅବସରରେ…