ହୀରାକୁଦର ଦୀର୍ଘମିଆଦୀ ସୁରକ୍ଷାକୁ ନେଇ ଚିନ୍ତା; ଅତିରିକ୍ତ ସ୍ପିଲ୍ୱେ ପ୍ରକ୍ରିୟା ତ୍ୱରାନ୍ୱିତ
ସମ୍ବଲପୁର: ଚଳିତ ସପ୍ତାହରେ ନେପାଳରେ ସୃଷ୍ଟି ହୋଇଥିବା ଭୟଙ୍କର ଜଳପ୍ରଳୟ ପରେ ମହାନଦୀରେ ନିର୍ମିତ ଏସିଆର ଅନ୍ୟତମ ବୃହତ୍ତମ ମାଟିବନ୍ଧ ‘ହୀରାକୁଦ’ର ଦୀର୍ଘମିଆଦୀ ସୁରକ୍ଷାକୁ ନେଇ ପୁଣିଥରେ ଚିନ୍ତା ବଢ଼ିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଯଦି ଦୈବାତ୍ ଜଳଭଣ୍ଡାର ଉପରେ ଅତ୍ୟଧିକ…