2026

୭ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ପାଇଁ ୧୦୦% ଚେଷ୍ଟା କରୁଥିବା କହିଲେ

ଭୁବନେଶ୍ୱର : ସାତ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ୬୦ ପୃଷ୍ଠାରେ ୭ ବର୍ଷର କାର୍ଯ୍ୟ ବିବରଣୀ ଦେଇଛନ୍ତି ଭୁବନେଶ୍ବର ସାଂସଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସାହାଯ୍ୟ ସହଯୋଗ…

ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀ ମୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଡ୍ରେଜୁ ନିକଟସ୍ଥ କ୍ରାଣ୍ଡିମାସ୍କାଠାରେ ଏକ ଗାଡ଼ି ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ସମେତ ୨ ଗୋରୁଙ୍କର ମୃତ୍ୟୁ ଘଟିଛି। ଧକ୍କା କରିଥିବା ଗାଡ଼ିର ପତ୍ତା ଏଯାଏଁ ମିଳିପାରିନାହିଁ। ଗତକାଲି (ମଙ୍ଗଳବାର) ବିଳମ୍ବିତ…

ଜେଲ୍ ୱାର୍ଡେନଙ୍କୁ ମରଣାନ୍ତକ ଆକ୍ରମଣ

ସୋର: ବଲେଶ୍ବର ଜିଲ୍ଲା ସୋର ଉପକାରାଗାରର ୱାର୍ଡେନ ସୁରେନ୍ଦ୍ର ସାମଲଙ୍କୁ ମରଣାନ୍ତକ ଆକ୍ରମଣ । ଡିଉଟି ସାରି ଘରକୁ ଫେରୁଥିବା ବେଳେ ସୋର ବ୍ଲକର ମାଣତ୍ରୀ ଛକ ବଳିବାଡ଼ ନିକଟରେ ମାରଣାସ୍ତ୍ରରେ ହାଣିଲେ ୩ ଦୁର୍ବୁତ୍ତ । ଦୁର୍ବୃତ୍ତମାନେ ଏକ ବାଇକରେ…

ପୁଲିସ ଗାଡ଼ି ଭାଙ୍ଗି ଚମ୍ପଟ ମାରିଲେ ଡକାୟତ ଦଳ

ଜୟପୁର : କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଞ୍ଚଳରେ ଏକ ବଡ଼ଧରଣର ଅପରାଧିକ ଷଡ଼ଯନ୍ତ୍ରକୁ ପୁଲିସ ପଣ୍ଡ କରିଛି। କୌଣସି ସିନେମାର ଦୃଶ୍ୟ ଭଳି ଗତକାଲି ବିଳମ୍ବିତ ରାତିରେ ଡକାୟତ ଦଳ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ହୋଇଛି। କିନ୍ତୁ ଅନ୍ଧାରର…

ଯୁବକଙ୍କୁ ପଥରରେ ଛେଚି ହତ୍ୟା

ପୁରୀ : ପୁରୀରେ ପୁଣି ହତ୍ୟା । ଜଗନ୍ନାଥ ବଲ୍ଲଭ ଭିତରେ ଜଣଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ବଲ୍ଲଭ ଭିତରେ ଥିବା ଵେଣ୍ଟ ପୋଖରୀ ନିକଟରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ହତ୍ୟା କରାଯାଇଛି । ୨ ମାନସିକ ବିକାରଗ୍ରସ୍ତ…

ଡାକ୍ତରଖାନାରୁ ଖସି ପଳାଇଲା ବିଚାରାଧୀନ କଏଦୀ

ସୁନ୍ଦରଗଡ଼: ମଙ୍ଗଳବାର ରାତିରେ ଏକ ହତ୍ୟା ମାମଲାରେ ଜେଲରେ ଥିବା ଜଣେ ବିଚାରାଧୀନ କଏଦୀ ସୁନ୍ଦରଗଡ଼ର ଏକ ହସ୍ପିଟାଲରୁ ଖସି ପଳାଇଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ଚିକିତ୍ସା ପାଇଁ ସେଠାକୁ ନିଆଯାଉଥିବା ସମୟରେ ସେ ଶୌଚାଳୟ ବ୍ୟବହାର କରିବାକୁ ଅନୁମତି ମାଗିଥିଲେ।ସୁନ୍ଦରଗଡ଼…

ଶୋପିଆନରୁ ୬ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ସୀମାନ୍ତ ଶୋପିଆନ ଜିଲ୍ଲାରୁ ୬ ଜଣ ଆତଙ୍କବାଦୀଙ୍କୁ ପୁଲିସ ଏବଂ ସେନାର ମିଳିତ ବାହିନୀ ଗିରଫ କରିଛି। ଗିରଫ ହୋଇଥିବା ଏହି ଆତଙ୍କୀଙ୍କ ନିକଟରୁ ବିପୁଳ ପରିମାଣର ମାରାତ୍ମକ ଅସ୍ତ୍ରଶସ୍ତ୍ର,…

ବିରେନ୍ଦ୍ର-କୋରକୋରା ଗୃହ ବିଭାଗର ଅତିରିକ୍ତ ସଚିବ ଓ ସଞ୍ଜୟ କୁମାର ବିଶ୍ୱାଳ I&PR ନିର୍ଦ୍ଦେଶକ ଭାବେ ନିଯୁକ୍ତ

ଭୁବନେଶ୍ୱର : ଓଡ଼ିଶା ସରକାର ଆଜି ସାତ ଜଣ ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀଙ୍କୁ ବଦଳି କରିବା ସହ ସେମାନଙ୍କୁ ନୂତନ ନିଯୁକ୍ତି ଦେଇଛନ୍ତି । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ (GA&PG) ବିଭାଗ ପକ୍ଷରୁ ଏ ନେଇ…

ଦୁଦୁରା ଫଳ ବିକ୍ରି ଅଭିଯୋଗରେ Amazon, Swiggy Instamart ଓ BigBasketର ଲାଇସେନ୍ସ ରଦ୍ଦ

କର୍ଣ୍ଣାଟକ : ଅନଲାଇନରେ ବିଷାକ୍ତ ଦୁଦୁରା ଫଳ ବ୍ରିକ୍ରି କରିବାକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କର୍ଣ୍ଣାଟକ ସ୍ବାସ୍ଥ୍ୟ ବିଭାଗ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର Amazon, Swiggy Instamart ଏବଂ BigBasketର ଫୁଡ୍ ଲାଇସେନ୍ସକୁ ସ୍ଥଗିତ…

୭ ବର୍ଷ ପରେ ଭାରତ ଗସ୍ତ କରିବେ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ !

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବେ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ। ଆସନ୍ତା ମାସ BRICS ସମ୍ମିଳନୀକୁ ଆସିବା ନେଇ ସୂଚନା ମିଳିଛି। ଦୀର୍ଘ ୭ ବର୍ଷ ବ୍ୟବଧାନ ପରେ ଏକ ବଡ଼ ଟିମ୍‌ ସହ ଆସିବେ ବୋଲି କୁହାଯାଉଛି। ସେପ୍ଟେମ୍ବର ୧୨ ଓ…