ଭୁବନେଶ୍ୱରରେ ଭିସା ଆବେଦନ କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର : ଉତ୍କଳ ଦିବସ ଅବସରରେ ଭୁବନେଶ୍ୱରରେ ଭିସା ଆବେଦନ କେନ୍ଦ୍ର ଉଦଘାଟିତ ।  ବରମୁଣ୍ଡାରେ BSABTରେ ଭିସା ଆବେଦନ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ପୂର୍ବରୁ ରାଜ୍ୟବାସୀଙ୍କୁ ଏହି ସେବା ପାଇଁ କୋଲକାତା, ଦିଲ୍ଲୀ, ହାଇଦ୍ରାବାଦ ଯିବାପାଇଁ ପଡ଼ୁଥିଲା । …

ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ

ଭୁବନେଶ୍ୱର : ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ ।  ପୂର୍ବରୁ E10 ପେଟ୍ରୋଲ ବିକ୍ରି ହେଉଥିଲା ।  ପେଟ୍ରୋଲରେ ଅଧିକ ପରିମାଣର ଇଥାନଲ ମିଶାଗଲେ, ଧୀରେ ଧୀରେ ପେଟ୍ରୋଲ ନିର୍ଭରଶୀଳତା କମିଯିବ ।  ମଧ୍ୟପ୍ରାଚ୍ୟରୁ ତୈଳ ଆମଦାନୀ ବାବଦରେ…

୭ ଦିନ ବଢ଼ିଲା ଖରିଫ ଧାନ କିଣା ଅବଧି

ଭୁବନେଶ୍ୱର :  ବଢ଼ିଲା ଧାନ କିଣା ଡେଡଲାଇନ  ।  ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର ।  ଚାଷୀଙ୍କ ଟୋକନ ଯେପରି ଲ୍ୟାପ୍ସ ନହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି ।  ମାର୍ଚ୍ଚ ୩୧ ତାରିଖ ଧାନକିଣାର…

ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଉତ୍କଳ ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଭୁଵନେଶ୍ୱର : ଉତ୍କଳ ଦିବସରେ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଧାନମନ୍ତ୍ରୀ ଚିଠି ଲେଖି, ଓଡ଼ିଶା ସମୃଦ୍ଧିର ନୂଆ ମାଇଲଖୁଣ୍ଟ ହାସଲ କରି ଚାଲିବ ବୋଲି କହିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛ ନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି,…

ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷିତ, ୪ ମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ବ

ଭୁବନେଶ୍ୱର : ଘୋଷଣା ହେଲା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାଁ । ୪ ମନ୍ତ୍ରୀଙ୍କୁ ୪ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ବ ମିଳିଛି । ସେମାନେ ହେଲେ ସୁରେଶ ପୂଜାରୀ, ପୃଥ୍ବୀରାଜ ହରିଚନ୍ଦନ, ନିତ୍ୟାନନ୍ଦ ଗଣ୍ଡ ଓ କୃଷ୍ଣଚନ୍ଦ୍ର ପାତ୍ର…

ରାଜ୍ୟପାଳଙ୍କ ଠାରୁ ରାଜ୍ୟରେ ଆରମ୍ଭ ହେଲା ୧୬ତମ ଜାତୀୟ ଜନଗଣନା

ଭୁବନେଶ୍ୱର : ରାଜ୍ୟପାଳଙ୍କ ଠାରୁ ରାଜ୍ୟରେ ଆରମ୍ଭ ହେଲା ଜନଗଣନା । ୧୫ ବର୍ଷ ପରେ ହେଉଛି ଜନଗଣନା । ଘରେ ବସି ନିଜେ ଦେଇପାରିବେ ନିଜ ପରିବାରର ତଥ୍ୟ । ପ୍ରଥମ ଥର ପାଇଁ ଜାତି ଭିତ୍ତିକ ଜନଗଣନା । ଦୀର୍ଘ…

ବଦଳିଲା ନନ୍ଦନକାନନ ଖୋଲିବା ଓ ବନ୍ଦ ହେବା ସମୟ, ୧୦ ଘଣ୍ଟା ଖୋଲିବ ପ୍ରାଣୀ ଉଦ୍ୟାନ

ବାରଙ୍ଗ : ବଦଳିଲା ନନ୍ଦନକାନନ ଖୋଲିବା ଓ ବନ୍ଦ ହେବା ସମୟ । ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ସମୟରେ ପରିବର୍ତ୍ତନ କରାଯାଇଛି । ପ୍ରତିବର୍ଷ ଭଳି…

ବିଜୁ ବାବୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ନେଇ ନିସର୍ତ୍ତ କ୍ଷମା ମାଗିଲେ ନିଶିକାନ୍ତ ଦୁବେ

ଭୁବନେଶ୍ୱର : କ୍ଷମା ମାଗିଲେ ନିଶିକାନ୍ତ ଦୁବେ । ବିଜୁ ବାବୁଙ୍କ ଉପରେ ମନ୍ତବ୍ୟ ନେଇ କ୍ଷମା ମାଗିଲେ ସାଂସଦ ନିଶିକାନ୍ତ ଦୁବେ । ବିଜୁ ବାବୁ ଆମ ପାଇଁ ସବୁ ବେଳେ ଶୀର୍ଷ ରାଷ୍ଟ୍ରନାୟକ ରହିଛନ୍ତି ଓ ରହିବେ । ତାଙ୍କ…

ସୁଆଣ୍ଡୋରେ ରାଜ୍ୟସ୍ତରୀୟ ଉତ୍କଳ ଦିବସ କାର୍ଯ୍ୟକ୍ରମ, ସ୍ୱତନ୍ତ୍ର ପ୍ରଦେଶ ଭାବେ ୯୧ ବର୍ଷରେ ପଦାର୍ପଣ କଲା ଓଡ଼ିଶା

ଭୁବନେଶ୍ୱର : ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ପଦାର୍ପଣ କରିଛି ୯୧ ବର୍ଷରେ । ଓଡ଼ିଶା ଦିବସ ରାଜ୍ୟସ୍ତରୀୟ ଉତ୍ସବ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ସୁଆଣ୍ଡୋ ଗ୍ରାମରେ ଅନୁଷ୍ଠିତ ହୋଇଛି। ଗତ ବର୍ଷ ଏହା…

ଫୋନରେ କଥା ହେବା ବେଳେ ତିନିମହଲା ଉପରୁ ପଡ଼ି ଯୁବତୀ ମୃତ

କଟକ : ତିନିମହଲା ଉପରୁ ପଡ଼ି ଯୁବତୀ ମୃତ । କଟକ ବାଦାମବାଡ଼ି ଅଞ୍ଚଳରେ ଅଘଟଣ । ଫୋନରେ କଥା ହେଉଥିବା ବେଳେ ଛାତ ଉପରୁ ପଡ଼ି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ଘର ଜଗତସିଂହପୁର ଅଞ୍ଚଳରେ ହୋଇଥିବା ବେଳେ…