ହେଲମେଟ ନପିନ୍ଧି ବାଇକ୍ ଚଳାଇଲେ ସ୍ବାସ୍ଥ୍ୟମନ୍ତ୍ରୀ, ଇସ୍ତଫା ଦାବି କଲା ବିଜେଡି

ଭୁବନେଶ୍ୱର: ହେଲମେଟ ନପିନ୍ଧି ବାଇକ ରାଲି କରି ଏବେ ଅଡ଼ୁଆରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ୍ ମହଲିଙ୍ଗ। ଉଠିଲା ଇସ୍ତଫା ଦାବି। ଗାଡି ଚଳାଇବା ବେଳେ ହେଲମେଟ ନପିନ୍ଧିବା କାର୍ଯ୍ୟକୁ ଆଇନ ଅମାନ୍ୟତାକୁ ପ୍ରୋତ୍ସାହିତ କରୁଥିବା ସାର୍ବଜନୀନ ଶୃଙ୍ଖଳାର ଉଲ୍ଲଂଘନ ବୋଲି ବର୍ଣ୍ଣନା କରି,…

ନର୍ଲା ବିଧାୟିକାଙ୍କ ସ୍ୱାମୀଙ୍କ ବିରୋଧରେ ତହସିଲଦାରଙ୍କୁ ହତ୍ୟା ଧମକ ଅଭିଯୋଗ, ଘରେ ପଶି ଛାନଭିନ କଲା ପୋଲିସ

ଭୁବନେଶ୍ବର: ବିଜେଡି ବିଧାୟିକାଙ୍କ ଘରେ ପୋଲିସ ରେଡ୍ ପରେ ତେଜିଲା ରାଜନୀତି । ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ କେସିଙ୍ଗା ପୋଲିସର ଚଢ଼ାଉ । ଚଢ଼ାଉକୁ ନେଇ ରାଜ୍ୟ ରାଜନୀତି ସରଗରମ । ତହସିଲଦାରଙ୍କୁ ଧମକ ଦେବା…

ନେତାନ୍ୟାହୁଙ୍କୁ ସମାଲୋଚନା କଲେ ଭାନ୍ସ

ୱାସିଂଟନ: ଇରାନ ଯୁଦ୍ଧକୁ ମାସେ ହୋଇଥିବାବେଳେ ଏହାର ଫଳାଫଳ ନେଇ କୌଣସି ସ୍ପଷ୍ଟତା ଦେଖାଯାଉନି। ଯୁଦ୍ଧ ଆରମ୍ଭରେ ଆମେରିକା ଓ ଇସ୍ରାଏଲ ଏହାକୁ ଯେତେ ସହଜ ମନେ କରୁଥିଲେ ବାସ୍ତବତା କିନ୍ତୁ ଭିନ୍ନ ରହିଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ଇସ୍ରାଏଲ…

ଉତ୍ତରପ୍ରଦେଶରେ ଜେୱାର ବିମାନବନ୍ଦରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାରରେ ଥିବା ନୋଏଡା  ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି ।  ପ୍ରଧାନମନ୍ତ୍ରୀ ମୋଦି ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର କର୍ଗେୋ ଟର୍ମିନାଲ ମଧ୍ୟ ଉଦଘାଟନ କରିଛନ୍ତି ।…

ଇଣ୍ଡିଗୋ ବିମାନ ଇଞ୍ଜିନରେ ତ୍ରୁଟି: ଦିଲ୍ଲୀରେ କଲା ଜରୁରୀ ଅବତରଣ, ୧୬୧ ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ : ମଝି ଆକାଶରେ ଇଞ୍ଜିନ ତ୍ରୁଟି  । ଇଣ୍ଡିଗୋ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରେ ଇଣ୍ଡିଗୋ 6E 579ର ଜରୁରୀ ଅବତରଣ କରିଛି  । ୧୬୧ ଜଣ ଯାତ୍ରୀଙ୍କୁ ନେଇ ବିମାନଟି…

ଲଦାଖରେ ହିମସ୍ଖଳନ: ୭ ମୃତ, ୫ ଗୁରୁତର

ଲଦାଖ: ଲଦାଖରେ ବଡ ଧରଣର ହିମସ୍ଖଳନ। ଶ୍ରୀନଗର -ଲେହ ଜାତୀୟ ରାଜପଥରେ ଏକ ଭୟଙ୍କର ହିମସ୍ଖଳନ ହୋଇଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏବେ ବି ବରଫ ଭିତରେ…

୨୩ଟି ଦେଶକୁ ମାଡ଼ିଲାଣି କରୋନା ଭୂତାଣୁର ନୂଆ ଭାରିଆଣ୍ଟ ‘ସିକାଡ଼ା’

ନୂଆଦିଲ୍ଲୀ: ପୁଣି ଫେରିଲା କରୋନା ଡର। ନୂଆ ଭାରିଆଣ୍ଟର ନାଁ ‘ସିକାଡ଼ା’। ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଠାବ ହୋଇଥିଲା । ବର୍ତ୍ତମାନ ୨୩ଟି ଦେଶକୁ ମାଡ଼ିଗଲାଣି । ବୈଜ୍ଞାନିକ ଏହାର ନାଁ BA.3.2 ବା ‘ସିକାଡ଼ା ରଖିଛନ୍ତି । ଏହା ଓମିକ୍ରନ୍ ପରିବାରର…

ସାଉଦି US ଘାଟିକୁ ଇରାନର ଆକ୍ରମଣ, ୧୦ ସୈନ୍ୟ ଆହତ

ନୂଆଦିଲ୍ଲୀ: ସାଉଦି US ଘାଟିକୁ ଇରାନର ଆକ୍ରମଣ! । ସାଉଦି ଆରବର ‘ପ୍ରିନ୍ସ ସୁଲତାନ ଏୟାର ବେସ୍’ ଉପରେ ବଡ଼ ଧରଣର ମିସାଇଲ ଏବଂ ଡ୍ରୋନ ଆକ୍ରମଣ କରିଛି ଇରାନ । ଆକ୍ରମଣରେ ଅତିକମରେ ୧୦ ଜଣ ଆମେରିକୀୟ ସୈନ୍ୟ ଆହତ ହୋଇଛନ୍ତି,…

ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଗିରଫ

କାଠମାଣ୍ଡୁ: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ହେବା ପରେ ବାଲେନ ଶାହ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ଗଠନ କରିବା ପରେ ସେ ତୁରନ୍ତ ବିରୋଧୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ଏପର୍ଯ୍ୟନ୍ତ ଗଲାଣି ୭ ଭାରତୀୟଙ୍କ ଜୀବନ, ଜଣେ ନିଖୋଜ, ସୁରକ୍ଷିତ ଫେରିଛନ୍ତି ୪.୭୫ ଲକ୍ଷ ନାଗରିକ

ନୂଆଦିଲ୍ଲୀ: ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଭାରତ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ। ଭାରତରେ ଗ୍ୟାସ ଏବଂ ତୈଳ ଅଭାବର ରିପୋର୍ଟ ଉଠୁଛି। ତଥାପି, ସରକାର ଦାବି କରୁଛନ୍ତି ଯେ ତେଲ…