ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ଥାନାରେ ମାଡ଼ପିଟ୍

ଭୁବନେଶ୍ୱର : ଥାନା ପାଲଟିଲା ରଣକ୍ଷେତ୍ର । ପୋଲିସ ଉପସ୍ଥିତିରେ ମାରପିଟ୍ । ଥାନା ପରିସରରେ ପଡିଲା ରକ୍ତ ଛିଟା । ଭୁବନେଶ୍ବର ଚନ୍ଦକା ଥାନା ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନାନୁଯାୟୀ ପୀତବାସ ପାଲଟାସିଂଙ୍କ ଦୁଇ ପତ୍ନୀ ଓ…

ବାଇକକୁ ଧକ୍କା ଦେଲା ଟ୍ରକ, ଦମ୍ପତି ମୃତ

ଜଗତସିଂହପୁର: ବାଇକକୁ ଧକ୍କା ଦେଲା ଟ୍ରକ । ଚାଲିଗଲା ଦମ୍ପତିଙ୍କ ଜୀବନ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଫକୀରପଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସ୍ବାମୀ-ସ୍ତ୍ରୀ ବାଇକରେ ଯାଉଥିବାବେଳେ ଦ୍ରୁତ ଗତିରେ ଆସି ଏକ ଟ୍ରକ ଧକ୍କା ଦେଇଥିଲା । …

ମହିଳାଙ୍କୁ ଗାଁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ନିସ୍ତୁକ ମାଡ଼

ବ୍ରହ୍ମପୁର : ସୀମା ଟପିଲା ବର୍ବରତା । ମହିଳାଙ୍କୁ ଗାଁ ଦାଣ୍ଡରେ ଘୋଷାରି ଘୋଷାରି ମାରିଲେ ଗାଁଲୋକେ । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଜଗନ୍ନାଥପୁର ଗାଁର ଅଭାବନୀୟ ଘଟଣା । ବକେୟ ଟଙ୍କାର ନେଣଦେଣକୁ ନେଇ ମହିଳାଙ୍କୁ…

ଗାଡ଼ି କାଗଜପତ୍ର ଯାଞ୍ଚ ବେଳେ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ

ସୋର : ଥାନାଠୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ତହସିଲଦାରଙ୍କୁ ଆକ୍ରମଣ । ଗାଡ଼ି କାଗଜପତ୍ର ଯାଞ୍ଚ ସମୟରେ ସୋର ତହସିଲଦାରଙ୍କୁ ବାଲି ମାଫିଆ ଆକ୍ରମଣ ଅଭିଯୋଗ ହୋଇଛି । ତହସିଲଦାର ଚିନ୍ମୟ ରାଉତ ଓ ଅତିରିକ୍ତ ତହସିଲଦାର କୃଷ୍ଣ ମୋହନ ସିଂହ…

ପାରାଦୀପରେ ଦୁଇ ଦିନିଆ ସମରାଭ୍ୟାସ ସାଗର କବଚ-୨ ଆରମ୍ଭ

ପାରାଦୀପ: ପାରାଦୀପରେ ଦୁଇ ଦିନିଆ ମିଳିତ ସମରାଭ୍ଯାସ ସାଗର କବଚ-୧ ଆରମ୍ଭ । ଆଜି ସକାଳୁ ଜଳପଥ ସମେତ ସ୍ଥଳ ପଥରେ ସମରାଭ୍ୟାସ ଆରମ୍ଭ ହୋଇଯାଇଛି । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର…

ଯୁଦ୍ଧ ପାଇଁ ଆସି ପାରୁନି ତେଲ ଟ୍ୟାଙ୍କର, ରାଜ୍ୟରେ ସୃଷ୍ଟି ହେଲାଣି ପେଟ୍ରୋଲ ସମସ୍ୟା

ଭୁବନେଶ୍ୱର : ରାଜ୍ୟରେ ଅଭାବ ହେଲାଣି ପେଟ୍ରୋଲ । ପେଟ୍ରୋଲ ନମିଳିବାରୁ ହଇରାଣ ହେଉଛନ୍ତି ଗାଡି ଚାଳକ। ଗତ ଦୁଇ ଦିନ ଧରି ସହରର ଅଧିକାଂଶ ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳୁନଥିବା ଅଭିଯୋଗ କରିଛନ୍ତି ଚାଳକମାନେ । ଏହାର ସିଧାସଳଖ ପ୍ରଭାବ ପଡିଛି…

ଭୁବନେଶ୍ବର ଏୟାରପୋର୍ଟରୁ ୩ କୋଟିରୁ ଅଧିକ ଟଙ୍କାର ମାରିଜୁଆନା ଜବତ

ଭୁବନେଶ୍ବର : ଆମ୍ବସଢା ଆଳରେ ଗଞ୍ଜେଇ ଚାଲାଣ । ଭୁବନେଶ୍ବର ଏୟାରପୋର୍ଟରୁ ୩ କୋଟିରୁ ଅଧିକ ଟଙ୍କାର ମାରିଜୁଆନା ଜବତ । ବ୍ୟାଙ୍କକରୁ ଭୁବନେଶ୍ବର ଚାଲାଣବେଳେ ମାଡ଼ି ବସିଲା DR I । ଟ୍ରଲି ବ୍ୟାଗରେ ସିକ୍ରେଟ ଚାମ୍ବରରେ ରଖି ଚାଲାଣ କରାଯାଉଥିଲା…

ସାମାନ୍ୟ ବଚସାରୁ ରୋଷେୟାଙ୍କ ତଣ୍ଟି କାଟିଲା ହେଲପର

ଭୁବନେଶ୍ବର: ରାଜଧାନୀରେ ଥମୁନି ଅପରାଧ । ସାମାନ୍ୟ ବଚସାରୁ କଟିଲା ତଣ୍ଟି । ହୋଟେଲ ରୋଷେୟାଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ କଲା ହେଲପର । ଭୁବନେଶ୍ବର ପଟିଆ ଷ୍ଟେସନ ନିକଟର ଅଭାବନୀୟ ଘଟଣା । ଗୁରୁତର ମିସ୍ତ୍ରୀ ହେଲେ ଆଶିଷ ମହାନ୍ତି…

ଯୁଦ୍ଧବିରତି ନେଇ ଆଲୋଚନା ହୋଇନଥିବା କହିଲା ଇରାନ

ନୂଆଦିଲ୍ଲୀ : ଟ୍ରମ୍ପଙ୍କୁ ଝଟକା  ! ଇରାନ ମନା କଲା ।  ଆମେରିକା ସହ କୌଣସି ସିଧାସଳଖ ଆଲୋଚନା ହୋଇନଥିବା କହିଛି ଇରାନ ।  ଇରାନର ବୈଦେଶିକ ମନ୍ତ୍ରୀ ଆମେରିକାର ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ୱାଶିଂଟନ୍ ସହିତ ସେମାନଙ୍କର କୌଣସି…

୪୧ ଦେଶରୁ ଭାରତ ଆମଦାନୀ କରୁଛି ଏନର୍ଜି : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ୨୪ଦିନରେ ପହଞ୍ଚିଛି। ଲୋକସଭାରେ ବଜେଟ ଅଧିବେଶନ ଚାଲିଛି। ଏହି ବୈଠକ ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଲୋକସଭାରେ ଅଭିଭାଷଣ ରଖିଛନ୍ତି। ସେ କହିଛନ୍ତି ଯେ ପଶ୍ଚିମ ଏସିଆର ପରିସ୍ଥିତି ଚିନ୍ତାଜନକ।…