ଯୋଡ଼ା : ବଡ଼ବିଲ ପୋଲିସର ଚେକିଂ ବେଳେ ସାଧୁ ସିଂ ହଟିଂ ଛକ ନିକଟରୁ ୧୩ ଲକ୍ଷ ଟଙ୍କା ଜବତ୍ । ଏକ ବୋଲେରୋ ଗାଡ଼ିରୁ ୮ ଲକ୍ଷ ଏବଂ ଏକ ବାଇକରୁ ୫ ଲକ୍ଷ ଟଙ୍କା ଜବତ୍ କରିଛି ବଡ଼ବିଲ ପୋଲିସ୍ । ଦୁଇଟି ପୃଥକ୍ ଟ୍ରାନ୍ସପୋର୍ଟ ସଂସ୍ଥାର ଟଙ୍କା ବୋଲି ପୋଲିସର ସୂଚନା । Share Post navigation ଖଲ୍ଲିକୋଟ ହତ୍ୟାକାଣ୍ଡର ତଦନ୍ତ କରିବ SIT ଆସନ୍ତା ୨୦ ଓ ୨୧ ତାରିଖରେ ହିଟ୍ ୱେଭ୍ ୱାର୍ଣ୍ଣିଂ