ଦଳର ନାମ ଓ ଚିହ୍ନ ଜାଲିଆତି ; ଟିଏମ୍‌ସି ବିଦ୍ରୋହୀ ନେତାଙ୍କ ବିରୋଧରେ ମାମଲା

କଲକାତା : ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି)ରେ ଲାଗି ରହିଥିବା ବିଦ୍ରୋହ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଦଳରେ ବିଦ୍ରୋହ ପ୍ରକାଶ ପୂର୍ବକ ଅଲଗା ଗୋଷ୍ଠୀ ଗଠନ କରିଥିବା କିଛି ନେତାଙ୍କ ବିରୋଧରେ ଟିଏମସି ପୁଲିସରେ…

ରେଳ ଦୁର୍ଘଟଣାରେ ୨ ଶ୍ରମିକ ମୃତ ଓ ଦୁଇ ଗୁରୁତର 

ନୂଆଦିଲ୍ଲୀ: ଆସାମର ଜୋଗୀଘୋପାସ୍ଥିତ ନରନାରାୟଣ ସେତୁ ଉପରେ ହୃଦୟବିଦାରକ ରେଳ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ରେଳବାଇର ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ ଦୁଇ ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ…

ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେ ଲାଗି ଭାରତ ସରକାର ପଠାଇବେ ଦୁଇ ପ୍ରତିନିଧି

ନୂଆଦିଲ୍ଲୀ : ଇରାନର ର୍ବୋଚ୍ଚ ନେତା ଆୟାତୁଲ୍ଳା ଅଲ୍ଳୀ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବ ଭାରତ । ଖାମେନେଇଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମ ଆରମ୍ଭ ୪ ଜୁଲାଇରୁ ହେବ । ଏଥିରେ ସାମିଲ ହେବାକୁ ଭାରତ ପକ୍ଷରୁ ବିହାରର ରାଜ୍ୟପାଳ…

ଆସାମରେ ବନ୍ୟା ବିତ୍ପାତ: ୨୨ ହଜାର ପ୍ରଭାବିତ, ସହାୟତା ପ୍ରତିଶ୍ରୁତି ଦେଲେ ଅମିତ ଶାହ

ଗୌହ୍ବାଟୀ : ଆସାମରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ହାହାକାର ସ୍ଥିତି ଦେଖାଦେଇଛି । ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଏକ ରେଳ ବ୍ରିଜ କ୍ଷତିଗ୍ରସ୍ତ ଯୋଗୁଁ ଏକ ଅଞ୍ଚଳକୁ ରେଳ ସଂଯୋଗ ଶେଷ ହୋଇଛି ।…

ନିର୍ମାଣାଧୀନ କାନ୍ଥ ଭୁଶୁଡ଼ି ୩ ଶ୍ରମିକ ମୃତ, ୩ ଗୁରୁତର

ରାଜସ୍ଥାନ : ରାଜସ୍ଥାନ ଆମେରରେ ବଡ଼ ଅଘଟଣ । ଅରାବଳୀ ପ୍ୟାଲେସ ହୋଟେଲ ପରିସରରେ ଏକ ନିର୍ମାଣାଧୀନ କାନ୍ଥ ଭୁଶୁଡ଼ି ପଡିଛି । ଏହି ଘଟଣାରେ ଧ୍ବଂସାବଶେଷ ତଳେ ଅଧା ଡଜନରୁ ଅଧିକ ଶ୍ରମିକ ଦବିଥିବା ଜଣାପଡିଛି । ଘଟଣାରେ ୩…

ରାମ ମନ୍ଦିର ଦାନରାଶି ଚୋରି ମାମଲାରେ ତତ୍କାଳ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଅଯୋଧ୍ୟା ରାମ ମନ୍ଦିର ଦାନରାଶି ଚୋରି ମାମଲାକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ । ସୁପ୍ରିମକୋର୍ଟ ଏହି ମାମଲାରେ ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଛନ୍ତି । କୋର୍ଟ ଯାଚିକା ଦାୟର କରିଥିବା ବ୍ୟକ୍ତିଙ୍କୁ ପ୍ରଶ୍ନ ପଚାରିଥିଲେ…

ଜୁଲାଇ ୪ରେ ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ଜୁଲାଇ ୪ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ସୂଚନା ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।ସୂଚନା ଅନୁଯାୟୀ, ଜୁଲାଇ ୪ ତାରିଖରେ ଅମିତ ଶାହ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି…

ଚନ୍ଦ୍ରଭାଗାରେ ଦୁଇ ଭାଇଙ୍କୁ ସଂଘବଦ୍ଧ ଆକ୍ରମଣ

କୋଣାର୍କ: ପୁରୀ ଜିଲ୍ଲାର ଚନ୍ଦ୍ରଭାଗା ବଜାରରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏକ ସଂଘବଦ୍ଧ ଆକ୍ରମଣ। ପ୍ରାୟ ୧୫ ଜଣ ଅଜଣା ଯୁବକଙ୍କ ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହତ ହୋଇଥିବା ବେଳେ କୋଣାର୍କ ପୋଲିସ ମାମଲା ରୁଜୁ କରି ଘଟଣାର…

ଛାତ୍ରଛାତ୍ରୀଙ୍କୁ ଦିଆଯିବ ସଂଶୋଧିତ ପୁସ୍ତକ : ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର : ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ। ସଂଶୋଧିତ ପୁସ୍ତକ ଦିଆଯିବା ନେଇ ସୋମବାର ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି, ପ୍ରତ୍ୟାହାର ହେବନି ତ୍ରୁଟିପୂର୍ଣ୍ଣ ବହି, ସ୍କୁଲକୁ ଦିଆଯିବ ସଂଶୋଧିତ…

ଆସୁଛି ବଡ଼ ଲଘୁଚାପ, ଜୁଲାଇ ପ୍ରଥମ ସପ୍ତାହରୁ ପ୍ରବଳ ବର୍ଷିବ !

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେବ ଚଳିତ ସିଜିନ୍ ର ପ୍ରଥମ ବଡ଼ ଲଘୁଚାପ । ଜୁଲାଇ ୨ ରୁ ବଢ଼ିବ ବର୍ଷାର ପ୍ରକୋପ । ମୌସୁମୀ ପ୍ରବାହକୁ ଆହୁରି ସକ୍ରିୟ କରିବା ପାଇଁ ପ୍ରକୃତି ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି ।…