ନଵୀକୃତ କଳିଙ୍ଗ ଷ୍ଟୁଡିଓ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ବର: କଳିଙ୍ଗ ଷ୍ଟୁଡିଓରେ ପୁଣି ଶୁଭିବ ଲାଇଟ- କ୍ୟାମେରା- ଆକ୍ସନ। ହୋଇପାରିବ ବିଶ୍ବସ୍ତରୀୟ ଫିଲ୍ମ ନିର୍ମାଣ । କାରଣ ପ୍ରାୟ ୧୬୫ କୋଟି ଟଙ୍କା ବ୍ୟୟରେ ନୂଆ ରୂପ ପାଇଛି କଳିଙ୍ଗ ଷ୍ଟୁଡିଓ । ସୋମବାର ନବୀକୃତ କଳିଙ୍ଗ ଷ୍ଟୁଡିଓର କଂପ୍ଲେକ୍ସକୁ…