କଙ୍ଗୋ ନଦୀରେ ଦୁଇ ଡଙ୍ଗା ମଧ୍ୟରେ ଭୟଙ୍କର ଧକ୍କା: ୩୦ ମୃତ, ଅନେକ ନିଖୋଜ

କଙ୍ଗୋ : କଙ୍ଗୋ ନଦୀରେ ଘଟିଛି ଭୟଙ୍କର ନୌକା ଦୁର୍ଘଟଣା । ଦୁଇଟି ମୋଟରଚାଳିତ ଡଙ୍ଗା, କାଠ ନୌକା ମଧ୍ୟରେ ଧକ୍କା ହେବା ଫଳରେ ଅତି କମରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଅନେକ ଲୋକ ଏବେବି…

ଅପ୍ଟୋଜେନେଟିକ୍ସ ଆବିଷ୍କାର ପାଇଁ ମେଡିସିନରେ ୩ ବୈଜ୍ଞାନିକଙ୍କୁ ନୋବେଲ

ନୂଆଦିଲ୍ଲୀ : ୨୦୨୬ ଚିକିତ୍ସା ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା । ଅପ୍ଟୋଜେନେଟିକ୍ସ ଆବିଷ୍କାର ପାଇଁ ୩ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ସମ୍ମାନ । କାର୍ଲ ଡିସେରୋଥ୍, ପିଟର ହେଗେମ୍ୟାନ୍ ଓ ଜର୍ଜ ନାଗେଲଙ୍କୁ ମିଳିତ ଭାବେ ପୁରସ୍କାର ପାଇବେ ।…

ଇମ୍ରାନଙ୍କ ମୁକ୍ତି ଦାବିରେ ଆନ୍ଦୋଳନ, ଇସଲାମାବାଦରେ ୧୪୪ ଲାଗୁ, ପାର୍ଟିର ୨୦୦୦ କର୍ମୀ ଗିରଫ

ନୂଆଦିଲ୍ଲୀ : ପାକିସ୍ତାନରେ ପୁଣିଥରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁକ୍ତି ଦାବି ନେଇ ବିକ୍ଷୋଭ ଆରମ୍ଭ ହୋଇଛି । ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହରିକ୍-ଏ-ଇନସାଫ୍ଟି ପକ୍ଷରୁ ଖୈବର ପଖତୁନଖ୍ୱାରୁ ଇସ୍ଲାମାବାଦ ଅଭିମୁଖେ ଏକ ଶୋଭାଯାତ୍ରା ବାହାରିଛି । ସରକାରଙ୍କ…

ଲକ୍ଷ୍ମୀପୁରରେ ଡଙ୍ଗା ଓଲଟି ୩ ମୃତ

ଆସାମ : ଆସାମ ଲକ୍ଷ୍ମୀପୁରରେ ଡଙ୍ଗା ଓଲଟିବା ଯୋଗୁଁ ୩ ଜଣଙ୍କ ଜୀବନ ଚାଲିଯାଇଛି । ଲକ୍ଷ୍ମୀପୁର ଜିଲ୍ଲାର ଗିଲାମରା ଅଞ୍ଚଳ ସ୍ଥିତ ମେରବିଲରେ ଡଙ୍ଗା ଓଲଟିବା ଯୋଗୁଁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣା…

ମନମୁଖୀ ଭାବେ ଭୋଟର ତାଲିକାରୁ ନାଁ କାଟିହେବନି: ଜଷ୍ଟିସ୍ ଭୂୟାଁ

ନୂଆଦିଲ୍ଲୀ: ଭୋଟ୍ ଦେବାର ଅଧିକାରକୁ ନେଇ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଜଣେ ଭାରତୀୟ ନାଗରିକଙ୍କ ଭୋଟ୍ ଦେବାର ଅଧିକାର ସମ୍ବିଧାନର ମୌଳିକ ଢାଞ୍ଚା ସହ ଅତି ନିବିଡ଼ ଭାବେ ଜଡ଼ିତ ବୋଲି…

ଉତ୍ତର ପ୍ରଦେଶ ରାଜ୍ୟସଭା ନିର୍ବାଚନ: ୮ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ନୂଆ ଚେହେରାଙ୍କୁ ସୁଯୋଗ

ଦିଲ୍ଲୀ: ଉତ୍ତର ପ୍ରଦେଶରେ ହେବାକୁ ଥିବା ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ନିଜର ୮ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ସମସ୍ତଙ୍କୁ ଚକିତ କରିଦେଇଛି। ଏହି ନୂଆ ତାଲିକାରେ ଦଳ ନିଜର ସମସ୍ତ ୮…

ଋଷରେ ପ୍ଲେଗ୍ ଆତଙ୍କ; ଗବେଷଣା କେନ୍ଦ୍ରର ଜଣେ କର୍ମଚାରୀଙ୍କ ମୃତ୍ୟୁ, କ୍ବାରେଣ୍ଟାଇନରେ ୨୦୦ ବ୍ୟକ୍ତି

ନୂଆଦିଲ୍ଲୀ : ରୁଷିଆର ସାଇବେରିଆ ଅଞ୍ଚଳରେ ନ୍ୟୁମୋନିକ୍ ପ୍ଲେଗକୁ ନେଇ ଆତଙ୍କ । ଇର୍କୁଟସ୍କ ଅଞ୍ଚଳର ଏକ ପ୍ଲେଗ୍ ଗବେଷଣା କେନ୍ଦ୍ରରେ କାମ କରୁଥିବା ଜଣେ ଯୁବତୀ କର୍ମଚାରୀଙ୍କ ମୃତ୍ୟୁ ପରେ ସତର୍କତା ବଢ଼ାଇଛନ୍ତି ରୁଷିଆ କର୍ତ୍ତୃପକ୍ଷ । ମୃତ ମହିଳା…

ମେନିଆପାଜୁ ଜଙ୍ଗଲରୁ ହାତୀର ଗଳିତ ଶବ ଉଦ୍ଧାର

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ବନ୍ୟ ପ୍ରାଣୀ ସପ୍ତାହ ପାଳନ ଚାଲିଥିବା ବେଳେ ଜାମୁଖୋଲ ବିଟର ମେନିଆପାଜୁ ଜଙ୍ଗଲରୁ ଏଜ ହାତୀର ଗଳିତ ମୃତ ଦେହ ଠାବ କରାଯାଇଛି । ୭ ଦିନ ତଳେ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି…

OAS ସ୍ତରରେ ବଡ଼ ଅଦଳବଦଳ, ଗୋଟିଏ ଦିନରେ ୨୭ ଅଧିକାରୀଙ୍କ ବଦଳି

ଭୁବନେଶ୍ବର: ରାଜ୍ୟ ସରକାର ଆଜି (ସୋମବାର) ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଗୋଟିଏ ଦିନରେ ୨୭ଜଣ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ କାର୍ଯ୍ୟାଳୟର ଅତିରିକ୍ତ କମିସନର ଶୁଭାଶିଷ ମାନସିଂହଙ୍କୁ…

ଲାଞ୍ଚ ନେବା ବେଳେ ପ୍ରଧାନଶିକ୍ଷକଙ୍କୁ ଧରିଲା ଭିଜିଲାନ୍ସ

ବାଲିପାଟଣା: ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ। ଲାଞ୍ଚ ନେବା ବେଳେ ରେଡ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ । ମଧ୍ୟାହ୍ନ ଭୋଜନ ବିଲ୍ ପାସ କରିବା ପାଇଁ ଲାଞ୍ଚ ନେବା ବେଳେ ବାଲିପାଟଣା ଥାନା ଗୁଆପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ…