ପୂର୍ବ ଶତ୍ରୁତାରୁ ଦୁର୍ଦ୍ଦାନ୍ତ ଅପରାଧୀକୁ ନିର୍ମମ ହତ୍ୟା

ବ୍ରହ୍ମପୁର : ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଅଞ୍ଚଳରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା କରାଯାଇଛି। ଶନିବାର ରାତି ପ୍ରାୟ ୧୨ଟା ବେଳେ ଟୁନା ନାୟକ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ତାର ସାଙ୍ଗ ବିଟୁ ସାହୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ…

ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ନାଗାଲାଣ୍ଡ ରାଜ୍ୟପାଳ

କୋଣାର୍କ : ପୁରୀ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପରେ ଆଜି ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି ନାଗାଲାଣ୍ଡର ରାଜ୍ୟପାଳ ନନ୍ଦକିଶୋର ଯାଦବ । ମନ୍ଦିରର ଅପୂର୍ବ କାରୁକାର୍ଯ୍ୟ, ସ୍ଥାପତ୍ୟ କଳା ଏବଂ ନିଖୁଣ ଭାସ୍କର୍ଯ୍ୟ ଦେଖି ରାଜ୍ୟପାଳ ଭାବବିହ୍ୱଳ…

ଭାଇବୋହୂକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା ଦେଢଶୂର

ଦିଗପହଣ୍ଡି : ଭାଇବୋହୂକୁ ଆକ୍ରମଣ କଲା ଦେଢଶୂର । ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ଛଟପଟ ହେଉଥିଲେ ମହିଳା । ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ । ଏପରି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ…

ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କୁ ଗୁଳି କରି ହତ୍ୟା

ଅମୃତସର: ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମଧୁସୂଦନ ଓର୍ଫ ମ୍ୟାଡ ସନ୍ଧୁଙ୍କୁ ଗୁଳି କରି ହତ୍ୟା କରାଯିବାର ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଗତ କିଛି ଦିନ ହେଲା ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ମିଳି ଆସୁଥିଲା। ଏକାଧିକ ଗୁଳି ବାଜିବା…

ଉତ୍‌କ୍ଷେପଣ ହେଲା ଭାରତର ପ୍ରଥମ ଏଆଇ ଉପଗ୍ରହ

ହାଇଦରାବାଦ : ଭାରତର ପ୍ରଥମ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପଗ୍ରହ ଉତକ୍ଷେପଣ ହୋଇଛି। ହାଇଦରାବାଦ କମ୍ପାନୀ ‘ଟେକମିଟୁସ୍ପେସ’ ଦ୍ବାରା ନିର୍ମିତ ଏହି ଉପଗ୍ରହକୁ ସ୍ପେସଏକ୍ସର ଟ୍ରନ୍ସପୋର୍ଟର-୧୮ ଅଭିଯାନରେ ଗୁରୁବାର ରାତି ୧୧ଟା୪୮ରେ ମହାକାଶକୁ ପଠାଯାଇଛି। ଏହି ଉପଗ୍ରହର ନାମ ଏମଓଆଇ-୧ଏ ରଖାଯାଇଛି।…

କାର୍‌ରେ CNG ଭର୍ତ୍ତି ବେଳେ ଭୟଙ୍କର ବିସ୍ଫୋରଣ

ଗୁଜୁରାଟ: ଗୁଜରାଟର ବଡୋଦରାରେ ଏକ ହୃଦୟବିଦାରକ ଦୁର୍ଘଟଣା CCTV କ୍ୟାମେରାରେ କଏଦ ହୋଇଛି । ଏହି ଘଟଣା କରଜନ ନିକଟସ୍ଥ ନ୍ୟାସନାଲ ହାଇୱେ-୪୮ରେ ଘଟିଛି । CNG ଷ୍ଟେସନରେ କାର୍‌ରେ CNG ଭର୍ତ୍ତି କରାଯାଉଥିବା ସମୟରେ ହଠାତ୍ ଜୋରଦାର ବିସ୍ଫୋରଣ ଘଟିଥିଲା…

ଔଷଧ କମ୍ପାନୀରେ ବଏଲର ବିସ୍ଫୋରଣ: ୫ ମୃତ, ୧୦ ଆହତ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ସତ୍ୟବେଦୁ ମଣ୍ଡଳ ଅଞ୍ଚଳର ଶ୍ରୀ ସିଟିରେ ଥିବା ଏକ ପ୍ରାଇଭେଟ ଔଷଧ କମ୍ପାନୀରେ ବଏଲର ବିସ୍ଫୋରଣ ଯୋଗୁଁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଫଳରେ ୫ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ…

ହର୍ମୁଜରେ ପୁଣି ମିସାଇଲ ଆଟାକ୍, ୫ ଭାରତୀୟ ଉଦ୍ଧାର

ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀରେ ଏକ କୁୱେତ ପତାକାଯୁକ୍ତ ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ପୁଣିଥରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜାହାଜରେ ଥିବା ୫ ଜଣ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଓମାନରେ ଥିବା ଭାରତୀୟ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆସନ୍ତା ୧୦ରୁ ସିଜେପିର ଜନ୍ତର ମନ୍ତର ୨.୦

ନୂଆଦିଲ୍ଲୀ: ଅକ୍ଟୋବର ୧୦ରୁ ଜନ୍ତର ମନ୍ତର ୨.୦ । ଆରମ୍ଭ ହେବ ଦିଲ୍ଲୀ ଚଲୋ ଅଭିଯାନ । ଚେତାବନୀ ଦେଲା ସିଜେପି । ଯେଉଁଠି ପୋଲିସ ଅଟକାଇବ ସେହି ସ୍ଥାନ ପାଲଟିବ ଜନ୍ତରମନ୍ତର । ଗାନ୍ଧିବାଦୀ ମାର୍ଗରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ…

ଛାତ୍ରାବାସରେ ଅଷ୍ଟମ ଶ୍ରେଣୀର ଦୁଇ ଛାତ୍ରଙ୍କ ବ୍ୟାଗରୁ ମଦ ବୋତଲ ସହ ମାରଣାସ୍ତ୍ର ଜବତ

ପାଟଣା: ଆଶ୍ରମ ବିଦ୍ୟାଳୟ ଛାତ୍ରାବାସରୁ ଅଷ୍ଟମ ଶ୍ରେଣୀର ଦୁଇ ଛାତ୍ରଙ୍କ ବ୍ୟାଗରୁ ମଦ ବୋତଲ, ଛୁରୀ ଓ କିଛି ମାଦକ ଦ୍ରବ୍ୟ ମିଳିବା ପରେ ଭୟଭୀତ ଛାତ୍ରାବାସର ଛାତ୍ରଛାତ୍ରୀ । ଘଟଣା ପରେ ସମ୍ପୃକ୍ତ ଦୁଇ ଛାତ୍ରଙ୍କ ଅଭିଭାବକଙ୍କୁ ଡକାଇ ସେମାନଙ୍କୁ…