ପରୀକ୍ଷାରେ ChatGPTର ବ୍ୟବହାର: ଧରାପଡି ଆଇଆଇଟି ଛାତ୍ରଙ୍କ ଆତ୍ମହତ୍ୟା, କ୍ୟାମ୍ପସ୍ରେ ବିକ୍ଷୋଭ
ମୁମ୍ବାଇ : ଏବେ ବହୁଳ ଭାବେ ବ୍ୟବହୃତ ହେଉଥିବା ଚାଟ୍ ଜିପିଟି , ୟେତିକି ଭଲ ସେତିକି ଖରାପ । ଏକଥା ପ୍ରମାଣ ହୋଇଛି ବମ୍ବେର ଏକ ଘଟଣାରୁ । ପରୀକ୍ଷା ହଲରେ ଚାଟ୍ ଜିପିଟି ବ୍ୟବହାର କରି ଲେଖୁଥିବା ବେଳେ…
ମୁମ୍ବାଇ : ଏବେ ବହୁଳ ଭାବେ ବ୍ୟବହୃତ ହେଉଥିବା ଚାଟ୍ ଜିପିଟି , ୟେତିକି ଭଲ ସେତିକି ଖରାପ । ଏକଥା ପ୍ରମାଣ ହୋଇଛି ବମ୍ବେର ଏକ ଘଟଣାରୁ । ପରୀକ୍ଷା ହଲରେ ଚାଟ୍ ଜିପିଟି ବ୍ୟବହାର କରି ଲେଖୁଥିବା ବେଳେ…
ପୁରୀ: ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୁବ ଶୀଘ୍ର ଖୋଲିବ ଗୁଣ୍ଡିଚା ମନ୍ଦିର । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ଗୁଣ୍ଡିଚା ମନ୍ଦିର ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି ।…
ଭୁବନେଶ୍ବର: ଆଣ୍ଡାମାନରୁ ଆସୁଛି ବାତ୍ୟା । ଆଜି ଆଣ୍ଡାମାନ ସାଗରରେ ଲଘୁଚାପ । ୨୧ରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ୨୨ରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତ ହୋଇପାରେ ! ବଙ୍ଗୋପସାଗରରେ ଘନୀଭୂତ ହେବ ସିଷ୍ଟମ୍…
ଭୁବନେଶ୍ବର: ରାଜ୍ୟରେ ୧୩ ଦିନ ହେବ ଯୋଗାଣ ସେବା ଠପ୍ । ରାସନ ଚାଉଳ ପାଇଁ ହନ୍ତସନ୍ତ ହେଉଛନ୍ତି ୨୦ ଜିଲ୍ଲାର ଲୋକ । ଗତ ୭ ତାରିଖରୁ ସମୂହ ଛୁଟିରେ ରହି ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ ଯୋଗାଣ ସହାୟକ ସଂଘ…
ଜୟପୁର: ପୁଣି ପ୍ରଶ୍ନପତ୍ର ଲିକ୍ । କୋରାପୁଟ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ । UG ଦ୍ବୀତିୟ ବର୍ଷ ସେକେଣ୍ଡ ସେମିଷ୍ଟରର ଇଂରାଜୀ ପ୍ରଶ୍ନପତ୍ର ଲିକ୍ ସୂଚନା । ଆଜି UG ଦ୍ବୀତିୟ ବର୍ଷ ସେକେଣ୍ଡ ସେମିଷ୍ଟାରର ଇଂରାଜୀ ପରିକ୍ଷା…
ନୀଳଗିରି: ବାଲେଶ୍ବର ନୀଳଗିରି ଛତ୍ରପୁରଠାରେ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ । ବଙ୍ଗୀୟ ପର୍ଯ୍ୟଟକ ମୟୂରଭଞ୍ଜର ଦେବକୁଣ୍ଡରୁ ବୁଲାବୁଲି ସାରି ନୀଳଗିରିର ପଞ୍ଚଲିଙ୍ଗେଶ୍ଵର ଅଭିମୁଖେ ଯାଉଥିଲେ ।…
ବ୍ରହ୍ମପୁର: ପୁଣି ଅଚଳ ଗୋପାଳପୁରର ଡପଲର ରାଡାର । ୨୨ତାରିଖରୁ ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା । ଗଞ୍ଜାମ ଜିଲ୍ଲାରେ ୨୦୧୩ ମସିହା ଫାଇଲିନ ବାତ୍ୟା ପରେ ୨୦୧୭ ମସିହାରେ ଗୋପାଳପୁରରେ ସ୍ଥାପନ ହୋଇଥିଲା ଡପଲର ରାଡାର । ପ୍ରାୟ…
ପିପିଲି : ବିଦ୍ୟୁତ ବିଭାଗର ମନମାନି । ୧୨ଟି ବିଦ୍ୟାଳୟରୁ କଟିଲା ଲାଇନ୍। ବାରଣ୍ଡାରେ ପଢିଲେ ପାଠ । ପୁରୀ ଜ଼ିଲ୍ଲା ଡେଲାଙ୍ଗର ୧୨ଟି ବିଦ୍ୟାଳୟରୁ କଟିଲା ଲାଇନ୍, ଗଛ ମୂଳ ଓ ବାହାରେ ପଢିଲେ ପାଠ । ବିଦ୍ୟୁତ ବିଭାଗର…
ବରଗଡ଼: ବରଗଡ଼ ପାତିକାରପଲ୍ଲି ଗାଁରେ ଗୋଷ୍ଠୀ ସଂଘର୍ଷ। ଗୋଷ୍ଠୀ ସଂଘର୍ଷରେ ୧୦ ଜଣ ଆହତ । ସାମାନ୍ୟ କଥା କଟାକଟିକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ…
ନବରଙ୍ଗପୁର : ରାସ୍ତା ପ୍ରଶସ୍ତୀକରଣ ନାଁରେ ଗଛ କାଟିବା ପଡ଼ିଲା ମହଙ୍ଗା । ଫରେଷ୍ଟର ନିଲମ୍ବିତ । ରାସ୍ତା ପ୍ରଶସ୍ତୀକରଣ ନାଁରେ ନୀଳଗିରି ଗଛ କାଟିବା ଘଟଣାରେ ତତ୍କାଳୀନ ଝରିଗାଁ ରେଞ୍ଜ ମୋହରା ସେକ୍ସନ ଫରେଷ୍ଟର ତଥା ବର୍ତ୍ତମାନର ଡାବୁଗାଁ ରେଞ୍ଜ…