ଶଙ୍ଖ ଛାଡି ପଦ୍ମ ଧରିବେ ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପୁଅ ଓ ପରିବାର

ଭୁବନେଶ୍ୱର: ଆସ୍ତେ ଆସ୍ତେ ଭୁଶୁଡିଛି ବିଜେଡି ଗଡ଼। ବିଜେପିରେ ଯୋଗଦେବେ ଭୋଗରାଇର ପୂର୍ବତନ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ ଅଭିଜିତ। ବିଜେଡି ଛାଡି ବିଜେପିରେ ମିଶିବେ ଦିବଙ୍ଗତ ନେତା ଅନନ୍ତ ଦାସଙ୍କ ପରିବାର। ଏହା ବିଜେଡିକୁ ବଡ଼…

ଭାରତକୁ ମିଳିବ ଆଇରନ୍ ଡୋମ୍ ପ୍ରଯୁକ୍ତି !

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଭାରତକୁ ଆଉ ଏକ ବଡ଼ ସଫଳତା ମିଳିପାରେ । ଇସ୍ରାଏଲର ମୁମ୍ୱାଇ ସ୍ଥିତ ମହାବାଣିଜ୍ୟ ଦୂତ ୟାନିଭ ରେଭାଚ ସଂକେତ ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ରାଏଲ୍ ଯାତ୍ରା ସମୟରେ ଦୁଇ ଦେଶ…

ଦୁଷ୍କର୍ମ ମାମଲାରେ ବଢିଲା IRS ଅଧିକାରୀଙ୍କ ଅଡୁଆ, ଆରମ୍ଭ ହେଲା ଡବଲ ତଦନ୍ତ

ଭୁବନେଶ୍ବର: ବଢ଼ିଲା IRS ଅଧିକାରୀଙ୍କ ଅଡ଼ୁଆ । ଆରମ୍ଭ ହେଲା ଡବଲ ତଦନ୍ତ । ଏପଟେ ପୋଲିସ, ସେପଟେ ସେଣ୍ଟ୍ରାଲ ଜିଏସଟିର ତନାଘନା । ଦୁଷ୍କର୍ମ ମାମଲାରେ ଖୁବ ଶୀଘ୍ର ଗିରଫ ହୋଇ ପାରନ୍ତି IRS ଅଧିକାରୀ । ଖୋଜୁଛି କମଶନରେଟ୍…

ଦେଶର ପ୍ରଥମ ଆତଙ୍କବାଦ ବିରୋଧୀ ପଲିସି ‘ପ୍ରହାର’ ଉନ୍ମୋଚନ କଲା ଭାରତ

ନୂଆଦିଲ୍ଲୀ:ଭାରତର ପ୍ରଥମ ବ୍ୟାପକ ଆତଙ୍କବାଦ ବିରୋଧୀ ପଲିସି ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସୋମବାର ପ୍ରକାଶିତ ଏହି ପଲିସିର ନାଁ “ପ୍ରହାର”ରଖାଯାଇଛି।ସୀମାପାର ଆତଙ୍କବାଦ ଏବଂ ସାଇବର ଆକ୍ରମଣଠାରୁ ଆରମ୍ଭ କରି ଡ୍ରୋନ୍ ଏବଂ ଉଦୀୟମାନ ପ୍ରଯୁକ୍ତିର ଅପବ୍ୟବହାର ପର୍ଯ୍ୟନ୍ତ ବିପଦଗୁଡ଼ିକୁ…

୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା, ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସ୍ପଷ୍ଟ ଚିହ୍ନିତ ହୋଇଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି…

ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ; ହର୍ଲିକ୍ସଠୁ ଆରମ୍ଭ କରି ଛେନା, ଦହି, କ୍ଷୀର ବ୍ରେଡ୍‌, ମସଲା, ତେଲ ସବୁକିଛି ଭେଜାଲ୍

ଭୁବନେଶ୍ୱର: ସାବଧାନ ! ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ । ଆପଣ ଯାହା ବି କିଛି କିଣିକି ଖାଉଛନ୍ତି ସେ ସବୁକିଛି ଅପମିଶ୍ରିତ ତଥା ଭେଜାଲ । ହର୍ଲିକ୍ସଠୁ ଆରମ୍ଭ କରି ଛେନା, ଦହି, କ୍ଷୀର ବ୍ରେଡ୍‌, ମସଲା,…

୪ ମହଲା ବିଲ୍ଡିଂରୁ ପଡ଼ି ମହିଳାଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ପାରାଦ୍ଵୀପ: ଏକ ୪ ମହଲା ବିଲ୍ଡିଂ ରୁ ପଡ଼ି ମହିଳା ମୃତ। ପାରାଦୀପ ତାରେଣୀଗଡାରେ ଘଟଣା ଏହି ଅଘଟଣ । ମୃତ ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେବେ ଏହା ହତ୍ୟା କି…

ବଳକା ପଦବୀ ପୂରଣ ଦାବି, ରାଜରାସ୍ତାରେ କନିଷ୍ଠ ଶିକ୍ଷକ ଆଶାୟୀ

ଭୁବନେଶ୍ୱର: ରାଜରାସ୍ତାରେ କନିଷ୍ଠ ଶିକ୍ଷକ ଆଶାୟୀ । ଦ୍ବିତୀୟ ମେରିଟ୍ ଲିଷ୍ଟ ବାହାର କରିବା ସହ ବଳକା ପଦବୀ ପୂରଣ କରିବାକୁ ଦାବି କରୁଛନ୍ତି ଆଶାୟୀ । ୨୦୨୩ ରେ ରାଜ୍ୟ ସରକାରଙ୍କ ପକ୍ଷରୁ, ୨ ହଜାର କନିଷ୍ଠ ଶିକ୍ଷକ ପଦ…

ଚାଷୀଙ୍କ ପାଇଁ ଆସନ୍ତାକାଲି ବିଜେଡିର ବଡ ସମାବେଶ

ଭୁବନେଶ୍ୱର: ମଙ୍ଗଳବାର ରାଜଧାନୀରେ ଗର୍ଜିବେ ନବୀନ ଓ ତାଙ୍କ ଟିମ୍ । ପ୍ରତିବାଦ, ବିକ୍ଷୋଭ ପ୍ରଦର୍ଶନ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୋହନ ସରକାରଙ୍କ ବାହାସ୍ପଟ ବିରୋଧରେ ପ୍ରଖର ଓ ଶାଣିତ ସ୍ୱର ଉଠାଇବେ ବିଜେଡି ସୁପ୍ରିମୋ ।…

ରାଜଧାନୀରେ ହିଟ୍ ଆଣ୍ଡ ରନ୍; ମହିଳାଙ୍କ ମୁଣ୍ଡ ଉପରେ ମାଡ଼ିଗଲା କାର୍

ଭୁବନେଶ୍ୱର: ରାଜଧାନୀରେ ହିଟ ଆଣ୍ଡ ରନ । ଭୁବନେଶ୍ୱର କୋର୍ଟ ସାମ୍ନା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମହିଳାଙ୍କ ମୁଣ୍ଡ ଉପରେ ମାଡିଗଲା ଇନୋଭା କାର । ଗୁରୁତର ଅବସ୍ଥାରେ ମେଡିକାଲରେ ମହିଳା ଭର୍ତ୍ତି । ଦୁର୍ଘଟଣା ଘଟାଇ ଇନୋଭା କାର…