ଗ୍ୟାସ ସିଲିଣ୍ଡର ଫାଟି ଉଡ଼ିଲା ଛାତ, ତିନି ଗୁରୁତର
ଅନୁଗୁଳ: ଫାଟିଲା ଗ୍ୟାସ ଟାଙ୍କି, ଉଡ଼ିଲା ଛାତ । ସିଲିଣ୍ଡର ଫାଟି ତିନି ଗୁରୁତର । ଅନୁଗୁଳ ଜିଲ୍ଲା ନାଲକୋ ଥାନା ମା’ବ୍ରାହ୍ମଣୀ ଦେବୀ ପୀଠ ସମ୍ମୁଖରେ ଅଘଟଣ । ଘରେ ଶୋଇଥିବା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର । ଗ୍ୟାସ…
ଅନୁଗୁଳ: ଫାଟିଲା ଗ୍ୟାସ ଟାଙ୍କି, ଉଡ଼ିଲା ଛାତ । ସିଲିଣ୍ଡର ଫାଟି ତିନି ଗୁରୁତର । ଅନୁଗୁଳ ଜିଲ୍ଲା ନାଲକୋ ଥାନା ମା’ବ୍ରାହ୍ମଣୀ ଦେବୀ ପୀଠ ସମ୍ମୁଖରେ ଅଘଟଣ । ଘରେ ଶୋଇଥିବା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର । ଗ୍ୟାସ…
ଅନୁଗୁଳ : ହସ୍ପିଟାଲରେ ନାହାନ୍ତି ନର୍ସ । ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ । ଅନୁଗୁଳ ଜିଲ୍ଲା ବାଗେଡ଼ିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟାବସ୍ଥାର ବିକଳ ଚିତ୍ର । ବାଗେଡ଼ିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜଣେ ମହିଳା ଚିକିତ୍ସା ପାଇଁ ଆସିଥିଲେ । ଡାକ୍ତର ତାଙ୍କୁ…
ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ଘରୋଇ ହସ୍ପିଟାଲର ଷ୍ଟାଫ୍ ନର୍ସ ମୃତ୍ୟୁ ମାମଲାରେ ମିଳିଲା ସୁଇସାଇଡ୍ ନୋଟ । ମୃତଦେହ ନିକଟରୁ ମିଳିଛି ସୁଇସାଇଡ୍ ନୋଟ୍ । ସୁଇସାଇଡ ନୋଟରେ ମୃତ୍ୟୁକୁ ନେଇ ଅନେକ କିଛି ସୂଚନା ମିଳିପାରେ ବୋଲି ଆଶା କରାଯାଉଛି…
କରଞ୍ଜିଆ ୧୦।୦୮ : ହାତୀ କରିଛନ୍ତି ରାସ୍ତାରୋକ । ୩୦ ଟିକିଆ ଝାଡ଼ଖଣ୍ଡି ହାତୀପଲ ରାସ୍ତାରେ ଉପରେ ରହିଥିବାରୁ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଚଢେଇଭୋଳ ନିକଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଖବର ଅନୁଯାୟୀ,…
ଭୁବନେଶ୍ୱର : ୧୩ରେ ଲଘୁଚାପ । ଆସନ୍ତା ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା । ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ଏବେ ଏକ ଘୂର୍ଣ୍ଣିବଳୟ ରହିଛି । ଦକ୍ଷିଣ ପଶ୍ଚିମ…
ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ଏକ ଘରୋଇ ହସ୍ପିଟାଲର ଜଣେ ନର୍ସଙ୍କ ମୃତଦେହ ମିଳିଛି । ତାଙ୍କର . ଡ୍ୟୁଟି ସମୟରେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ…
ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିସନ ଶନିବାର ଏକ ବଡ଼ ପଦକ୍ଷେପ ନେଇ ୩୩୪ଟି ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଅଥବା ଆରୟୁପିପିର ପଞ୍ଜୀକରଣ ବାତିଲ କରିଛନ୍ତି। ଏହି ଦଳଗୁଡ଼ିକ ୨୦୧୯ ପରଠାରୁ ଗୋଟିଏ ବି ନିର୍ବାଚନ ଲଢ଼ି ନଥିଲେ ଏବଂ ସେମାନଙ୍କ କାର୍ଯ୍ୟାଳୟର…
ଶ୍ରୀନଗର: ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ। ଆଉ ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା। ଜମ୍ମୁ ଓ କଶ୍ମୀରର କୁଲଗାମ ଅଖାଲରେ ଲସ୍କର ଆତଙ୍କବାଦୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅଭିଯାନ ୯ମ ଦିନରେ ପହଞ୍ଚିଛି। ୩…
ଦିଲ୍ଲୀ : ଦିଲ୍ଲୀ କସମସ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ଗାଡି ପହଞ୍ଚି ୧୧ଜଣଙ୍କୁ ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ,…
ଭୁବନେଶ୍ୱର: ମାତ୍ର ସପ୍ତାହେ ମଧ୍ୟରେ ସ୍କିମାଟିକ୍ ଶିକ୍ଷକଙ୍କୁ ଲାଗିଛି ବଡ଼ ଧକ୍କା। ମଉଳି ଯାଇଛି ସେମାନଙ୍କର ଚାକିରି ନିୟମିତ ହେବାର ଆଶା। ସ୍କିମାଟିକ୍ ଶିକ୍ଷକମାନଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସ୍ତାବକୁ ପ୍ରଥମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୱେବସାଇଟ୍ରୁ ଉଡ଼ାଇ ଦିଆଯାଇଥିଲା। ଏବେ…