କଲମା ପଢ଼ି ନପାରିବାରୁ ଶୁଭମଙ୍କୁ ଗୁଳି ମାରିଲେ ଆତଙ୍କବାଦୀ, ୨ମାସ ତଳେ ହୋଇଥିଲା ବିବାହ
କାନପୁର: ଦୁଇ ମାସ ପୂର୍ବେ କାନପୁରର ଶୁଭମ ଦ୍ୱିବେଦୀ ଏକ ନୂତନ ଜୀବନ ଆରମ୍ଭ କରିଥିଲେ। ଶେରୱାନି ପିନ୍ଧି, ଘୋଡା ଚଢି, ମଞ୍ଚ ଉପରେ ନାଚିଥିଲେ ଏବଂ ନିଜ ଜୀବନସାଥୀ ଐଷ୍ଣ୍ୟାଙ୍କ ହାତ ଧରିଥିଲେ। ପ୍ରତ୍ୟେକ ମୁହୂର୍ତ୍ତ ଏକ ଉତ୍ସବ ଥିଲା।…
