October 7, 2026

ଆସନ୍ତାକାଲି ଜାରି ରହିବ ବସ୍ ସେବା, ଓଡ଼ିଶା ବନ୍ଦକୁ ସମର୍ଥନ କରୁନି ରାଜ୍ୟ ବସ୍ ମାଲିକ ସଂଘ

ଭୁବନେଶ୍ୱର: ଓଡ଼ିଶା ବନ୍ଦକୁ ସମର୍ଥନ କରୁନି ଓଡ଼ିଶା ରାଜ୍ୟ ବସ୍ ମାଲିକ ସଂଘ । ଗୋଟେ ଦିନ ବସ୍ ବନ୍ଦ ହେଲେ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବେ । ବସ୍ ମାଲିକ ବଡ଼ କ୍ଷତିର ସମ୍ମୁଖୀନ ହେବ । ତେଣୁ…

ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ, ୭ ଜଣ IAS ଅଧିକାରୀଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନରେ ଛୋଟଧରଣର ଅଦଳବଦଳ । ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ । ୭ ଜଣ IAS ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳଙ୍କୁ ବଦଳି କରାଯାଇଥିବାବେଳେ ଉଭୟ ଜିଲ୍ଲାରେ…

ଓଡିଶା ବନ୍ଦକୁ ସମର୍ଥନ: ଆସନ୍ତାକାଲି ଗଡିବନି କୌଣସି ଅଟୋ

ଭୁବନେଶ୍ୱର: କାଲି ଗଡିବନି କୌଣସି ଅଟୋ । ରାଜଧାନୀ ଅଟୋ ଚାଳକ ସଂଘର ଆହ୍ୱାନ । ଆସନ୍ତାକାଲି ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀ ସମେତ ରାଜ୍ୟର ସମସ୍ତ ଜାଗାରେ ଅଟୋ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି । କୌଣସି ପ୍ରକାରର…

ପାରିବାରିକ ଅଶାନ୍ତି ଦୂର କରିବା ଆଳରେ ୩ଦିନ ଧରି ମହିଳାଙ୍କୁ ଦୁଷ୍କର୍ମ କଲା ଗୁଣିଆ

ରାଇରଙ୍ଗପୁର: ଗୁଣି ଗାରେଡ଼ି ଆଳରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ସ୍ୱାମୀଙ୍କୁ ଫେରାଇ ଆଣିବେ କହି ୩ଦିନ ଧରି ଦୁଷ୍କର୍ମ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ପାରିବାରିକ ଅଶାନ୍ତି ଦୂର କରିବା ସହ ଅଲଗା ରହୁଥିବା…

ଅନୁଗୋଳ ବନ୍ତଳା ଗୁଳିକାଣ୍ଡ ଘଟଣା: ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଉଠାଇନେଲା ପୋଲିସ

ଅନୁଗୋଳ: ଅନୁଗୋଳ ବନ୍ତଳା ଫାୟାରିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଉଠାଇନେଲା ପୋଲିସ । ଥାନାରେ ଅଟକ ରଖି ପଚରା ଉଚରା କରାଯାଉଛି । ମଦ୍ୟପାନ ପରେ ଗଣ୍ଡଗୋଳରୁ ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି । ବନ୍ତଳା ଥାନା…

ନଭେମ୍ବରରେ ପୋଲିସ SI ପରୀକ୍ଷା, ଆସନ୍ତା ୭ରୁ ୮ ଦିନ ମଧ୍ୟରେ ଆସିପାରେ ନୋଟିଫିକେସନ୍

ଭୁବନେଶ୍ୱର: ନଭେମ୍ବରରେ ପୋଲିସ SI ପରୀକ୍ଷା । ଓଡ଼ିଶା ପୋଲିସ SI ନିଯୁକ୍ତି ପରୀକ୍ଷାକୁ ନେଇ ପୁଣି ଆରମ୍ଭ ହେଉଛି ପ୍ରକ୍ରିୟା । OUSSSC ଅଧ୍ୟକ୍ଷ ରଶ୍ମିରଞ୍ଜନ ସ୍ୱାଇଁଙ୍କ ସୂଚନା ଅନୁସାରେ, ଆସନ୍ତା ୭ରୁ ୮ ଦିନ ମଧ୍ୟରେ ପରୀକ୍ଷା ସମ୍ପର୍କିତ…

ଗଞ୍ଜାମରେ ଦୁଇ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଖଲ୍ଲିକୋଟ ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଅବକାରୀ ବିଭାଗର ଦୁଇ ଜଣ ଅଧିକାରୀ ଆହତ ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଖଲ୍ଲିକୋଟ ଥାନା ଅଧୀନ ଭାରସା ଗ୍ରାମ ନିକଟରେ ଦୁର୍ବୃତ୍ତଙ୍କ ଏକ ଗୋଷ୍ଠୀ…

ଦନ୍ତେୱାଡ଼ାରେ ନକ୍ସଲ-ବିରୋଧୀ ଅଭିଯାନ: ଜଙ୍ଗଲରୁ ମାଓଡମ୍ପ୍‌ ଠାବ, AK-47, ବିଜିଏଲ୍ ଲଞ୍ଚର୍ ସହ ଗୁଳିଗୋଳା ଜବତ

ଦନ୍ତେୱାଡ଼ା: ଛତିଶଗଡ଼ର ଦକ୍ଷିଣ ବସ୍ତର ଦନ୍ତେୱାଡ଼ା ଜିଲ୍ଲାରେ ସୁରକ୍ଷା ବାହିନୀ ପକ୍ଷରୁ ନକ୍ସଲ-ବିରୋଧୀ ଅଭିଯାନ ଚାଲିଛି। ଏହି କ୍ରମରେ, ଏକ ତଲାସୀ ଅଭିଯାନ ସମୟରେ ବାହିନୀ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସୁରକ୍ଷା ବାହିନୀ ବାରସୁର ଜଙ୍ଗଲରେ ନକ୍ସଲମାନଙ୍କର ଏକ ବଡ଼…