October 8, 2026

୨୨୦ ଔଷଧ ଦୋକାନରେ ଡ୍ରଗ୍ସ ବିଭାଗର ରେଡ୍, ନିଶା ଇଞ୍ଜେକସନ୍‌ ଓ ଯନ୍ତ୍ରପାତି ଜବତ

ଭୁବନେଶ୍ୱର : ରାଜ୍ୟରେ ବେଆଇନ ଔଷଧ ବିକ୍ରି ବିରୋଧରେ ଭେଷଜ ନିୟନ୍ତ୍ରଣ ନିର୍ଦ୍ଦେଶାଳୟର ବଡ଼ ଧରଣର ଚଢ଼ାଉ । ପ୍ରାୟ ୨୨୦ଟି ଔଷଧ ଦୋକାନରେ ଚଢ଼ାଉ କରାଯାଇଥିବା ବେଳେ ୧୩୭ଟି ଦୋକାନ ବିରୋଧରେ ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ସ ଆଇନ ଉଲ୍ଲଂଘନ ନେଇ…

ଆସନ୍ତା ୨୫ରୁ ଭୁବନେଶ୍ବରରୁ ପୁଣେକୁ ଉଡ଼ିବ ଇଣ୍ଡିଗୋ ବିମାନ

ଭୁବନେଶ୍ବର: ବିମାନ ଯାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର। ଆସନ୍ତା ୨୫ ତାରିଖରୁ ଭୁବନେଶ୍ବର-ପୁଣେ ମଧ୍ୟରେ ନୂଆ ବିମାନ ସେବା ଆରମ୍ଭ କରିବ ଇଣ୍ଡିଗୋ। ଏହି ବିମାନ ସପ୍ତାହର ପ୍ରତ୍ୟେକ ଦିନ ଚଳାଚଳ କରିବ ବୋଲି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ସୂଚନା…

ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ, ଧରା ହେଲେ ୧୬୨ ୱାରେଣ୍ଟି

କଟକ : ଦୁର୍ଗାପୂଜା ପାଇଁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରି ଦେଇଛି କମିଶନରେଟ ପୋଲିସ । ଜାମିନ ବିହୀନ ଗିରଫ ପରୱାନା ତାଲିକାରେ ଥିବା ୧୬୨ ଜଣ ୱାରେଣ୍ଟିଙ୍କୁ ପୋଲିସ ଧରି ଥିବା ସୂଚନା ଦେଇଛନ୍ତି କଟକ ଡିସିପି । ପ୍ରସ୍ତୁତ…

ରାଜ୍ୟରୁ ମୌସୁମୀ ବିଦାୟ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଫେରୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଜିଠୁ ରାଜ୍ୟରୁ ଆରମ୍ଭ ହେଲା ମୌସୁମୀ ବିଦାୟ ପ୍ରକ୍ରିୟା । ବରଗଡ , ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି…

ଶୋଇଥିବା ବେଳେ ମଦ୍ୟପ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଆଳି: ସ୍ୱାମୀକୁ ହତ୍ୟାକଲା ସ୍ତ୍ରୀ । ତଣ୍ଟି ଉପରେ ଛିଡ଼ା ହୋଇ ସ୍ୱାମୀକୁ ହତ୍ୟା କରି ଥିବା ସ୍ୱୀକାର କରିଛି ସ୍ତ୍ରୀ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ମାଳପାଟଣା ଗାଁରେ ସ୍ୱାମୀଙ୍କୁ ହତ୍ୟା କରିଛି ସ୍ତ୍ରୀ । ମୃତକ ହେଉଛନ୍ତି…

OAS ଅଧିକାରୀ ସ୍ତରରେ ଅଦଳବଦଳ, ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବଙ୍କୁ ROTIର ଯୁଗ୍ମ ସଚିବ ଦାୟିତ୍ବ

ଭୁବନେଶ୍ବର: OAS ଅଧିକାରୀ ସ୍ତରରେ ଅଦଳବଦଳ । ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ । ତ୍ରିଲୋଚନ ମହାନ୍ତିଙ୍କୁ ଭୁବନେଶ୍ବରସ୍ଥିତ ROTIର ଯୁଗ୍ମ ସଚିବ ଭାବେ ନୂଆ ନିଯୁକ୍ତି କରାଯାଇଛି । ଗୀତାଞ୍ଜଳି ନାୟକଙ୍କୁ E&IT ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି…

ବ୍ୟାସନଗର କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା: କ୍ୟାମ୍ପସରେ ବୋମାମାଡ଼, ଛାତ୍ରଛାତ୍ରୀ ଆତଙ୍କିତ

ଯାଜପୁର ରୋଡ: ନିର୍ବାଚନ ପୂର୍ବରୁ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ବୋମା ମାଡ଼ । ବୋମାମାଡ଼ ପରେ ଛାତ୍ରଛାତ୍ରୀ ଭୟଭୀତ । ପୋଲିସର ତଦନ୍ତ ଆରମ୍ଭ । ସୂଚନା ଅନୁଯାୟୀ ଆଜି ଭୋର ସାଢ଼େ ୩ଟା ସମୟରେ ପ୍ରଥମେ ଯାଜପୁର…

ଟ୍ରକ୍ ଧକ୍କାରେ ଦମ୍ପତି ମୃତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଅଞ୍ଚଳରେ ଥିବା ଜାତୀୟ ରାଜପଥ-୩୫୩ (NH-353) ଉପରେ ଗୁରୁବାର ଦିନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳ ସମୟରେ ଖଡିଆଳ ଥାନା ଅଧୀନ ତିଖାଲି…