October 10, 2026

ରେଳ ଲାଇନରେ ଶୋଇ ଭିଡିଓ ବନାଇବା ବେଳେ ଚାଲିଗଲା ନାବାଳକର ଜୀବନ

ବୌଦ୍ଧ: ରେଳ ଲାଇନରେ ଶୋଇ ଷ୍ଟଣ୍ଟ ଭିଡିଓ ବନାଇ ଭାଇରାଲ ହୋଇଥିଲେ । ଏହାକୁ ନେଇ ପୋଲିସ ଗତବର୍ଷ ଜୁଲାଇ ମାସରେ ପୋଲିସ ନାବାଳକଙ୍କୁ ତାଗିଦ ବି କରିଥିଲା । ହେଲେ ଏଥର କିନ୍ତୁ ଆଉ ବର୍ତ୍ତିଲେନି । ସମାନ ଢଙ୍ଗରେ…

ଦେବଗଡ଼ କଲେଜରେ ପ୍ରାର୍ଥୀପତ୍ର ନାକଚ ନେଇ ଛାତ୍ର ଅଶାନ୍ତି, ଟାୟର ଜାଳି ରାସ୍ତା ଅବରୋଧ

ଦେବଗଡ଼: ଦୀର୍ଘ ଆଠ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ରାଜଧାନୀ ଭୁବନେଶ୍ଵରଠୁ ନେଇ ଗ୍ରାମାଞ୍ଚଳ କଲେଜ ପର୍ଯ୍ୟନ୍ତ ସବୁଠି ମାହୋଲ ସରଗରମ। ଅନେକ କଲେଜରେ ନିର୍ବାଚନକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଲାଣି। ଏହି…

ଜେଲ ଗଲେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ

ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଳ ବିଭାଜିକା ପ୍ରକଳ୍ପର ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ର। ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏହି ଘଟଣା ସରକାରୀ ଅଧିକାରୀଙ୍କ ସମ୍ପତ୍ତି ଠୁଳକୁ ନେଇ ପୁଣିଥରେ ଚର୍ଚ୍ଚା ସୃଷ୍ଟି…

ଆରଡେଇ ନଦୀରେ ବୁଡ଼ିଗଲେ ଦୁଇ ଭାଇ: ଜଣଙ୍କର ମୃତଦେହ ଉଦ୍ଧାର, ଆଉ ଜଣେ ନିଖୋଜ

ଯୋଡ଼ା : ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭାଇ । କେନ୍ଦୁଝର ଝୁମ୍ପୁରା ଥାନା ତେଲି ଅର୍ଶଳା ଗାଁ ମୁସଲିମ ବସ୍ତିରେ ଅଘଟଣ । ମହମ୍ମଦ ମହିବୁର ରହେମନଙ୍କ ଦୁଇ ନାବାଳକ ସମେତ ସେହି ଗାଁର ଅନ୍ୟଜଣେ ନାବାଳକ ଆରଡେଇ ନଦୀକୁ…

ଉମରକୋଟ କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା, ଅଣଛାତ୍ରଙ୍କୁ ଛୁରାମାଡ଼

ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା । କଲେଜରେ ଛାତ୍ର ସଂସଦ ନିର୍ବାଚନ ପ୍ରସ୍ତୁତି ବେଳେ କଲେଜ କ୍ୟାମ୍ପସ ବାହାରେ ଗତକାଲି ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଦୁଇ…

ନାଗ ସହ ରିଲ୍ସ, ସର୍ପାଘାତରେ ଯୁବକ ମୃତ

ପୁରୀ : ମହଙ୍ଗା ପଡ଼ିଲା ନାଗ ସହ ରିଲ୍ସ । ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ ଚୋଟରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠପୁର ଗ୍ରାମର ତପନ କୁମାର…

R&B ଡିଭିଜନ୍ -୧ରେ ୯.୨୪ କୋଟିର ସରକାରୀ ପାଣ୍ଠି ଆତ୍ମସାତ୍ ମାମଲା; ଆଉ ୩ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ R&B ଡିଭିଜନ୍-୧ର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟରେ ୯.୨୪ କୋଟି ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ୍ ଅଭିଯୋଗ ମାମଲାରେ ଓଡ଼ିଶା ଭିଜିଲାନ୍ସ ଆଉ ତିନିଜଣ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି। ଯେଉଁଥିରେ ଜଣେ ଟ୍ରେଜେରୀ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି।…

ନିର୍ବାଚନ ବାତିଲ ନେଇ ଭଦ୍ରକ କଲେଜରେ ସାଇନ୍ ଡାଏ

ଭଦ୍ରକ: ଭଦ୍ରକ ମହିଳା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ ବିଭିନ୍ନ ଛାତ୍ର ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଓ ଅଶାନ୍ତି ସୃଷ୍ଟି ହେବା ପରେ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି। କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି…

ବାଇକକୁ ଧକ୍କା ଦେଲା ବସ୍, ଦୁଇ ବାଇକ୍ ଆରୋହୀ ମୃତ

ସାଲେପୁର: ବସ୍-ବାଇକ ମୁହାଁମୁହିଁ ଧକ୍କା । ଦୁଇ ବାଇକ୍ ଆରୋହୀ ମୃତ । କଟକ ଜିଲ୍ଲା ସାଲେପୁର ଥାନା ନନ୍ଦୋଳଗଡା ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇ ଜଣ ବ୍ୟକ୍ତି ବାଇକରେ ଯାଉଥିବାବେଳେ ନାନ୍ଦୋଳନଗଡ଼ାରେ ଧକ୍କା ଦେଇଥିଲା ବସ୍ ।…