State

ଖଜୁରୀ ଗଛରୁ ପଡ଼ି ଯୁବକ ମୃତ

ମୟୂରଭଞ୍ଜ: ଖଜୁରୀ ଗଛରେ ଚଢ଼ି ପୂଜା କରିବା ହେଲା କାଳ । ୨୦ ଫୁଟ ତଳକୁ ଖସିପଡ଼ି ଯୁବକ ମୃତ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ନାଲାଗୁଣ୍ଠି ପଞ୍ଚାୟତରେ ଅଘଟଣ । ମୃତକ ଏମପିଭି ୩୬ ଗାଁର ଜଗଦୀଶ ସାନା…

ଅଜଣା ଗାଡ଼ି ଧକ୍କାରେ ୨ ମୃତ

ଅନୁଗୁଳ: ଅଜଣା ଗାଡ଼ି ଧକ୍କାରେ ୨ ମୃତ । ଦଣ୍ଡ ନାଚ ଦେଖି ଫେରୁଥିବା ବେଳେ ଦୁର୍ଘଟଣା । ରାସ୍ତା ଉପରେ ଛିଟିକି ପଡ଼ି ଚାଲିଗଲା ୨ଜଣଙ୍କ ଜୀବନ। ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ହିଂସିରିଡା ଗାଁ ନିକଟରେ ମର୍ମନ୍ତୁଦ…

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା, ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ସମ୍ବଲପୁର: ସମ୍ବଲପୁରରେ ଆଜି ହନୁମାନ ଜୟନ୍ତୀ ଶୋଭାଯାତ୍ରା । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରରେ ଶାନ୍ତି ଶୃଙ୍ଖଳା ପାଇଁ ୫୨ ପ୍ଲାଟୁନ ଫୋର୍ସ ଏବଂ ୧୮୦ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି । ଶୋଭାଯାତ୍ରା ମାର୍ଗର…

କକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ଝାଡ଼ାବାନ୍ତି: ୫ମ ଶ୍ରେଣୀ ଛାତ୍ରୀ ମୃତ

ବାରିପଦା : ପଖାଳ ଖାଇବା ପରେ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା। ହେଲା ପଞ୍ଚମୀ ଶ୍ରେଣୀ ନାବାଳିକାଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ବାରିପଦାରୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ାବାନ୍ତିରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଜଣେ ଛାତ୍ରୀଙ୍କ ମଙ୍ଗଳବାର…

ଆଜି ଓଡିଆ ନବବର୍ଷ; ନୂଆ ରତ୍ନ ପଲଙ୍କରେ ବିଶ୍ରାମ ନେବେ ମହାପ୍ରଭୁ

ପୁରୀ: ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଇନଭେଣ୍ଟରୀ ଆଜିଠାରୁ ଆରମ୍ଭ ହେବ। ଓଡିଆ ନବବର୍ଷରେ ମହାପ୍ରଭୁଙ୍କ ନୂଆ ରତ୍ନ ପଲଙ୍କ ବ୍ୟବହାର ହେବ। ନୂଆ ରତ୍ନ ପଲଙ୍କ ସଂସ୍କାର କରାଯିବା ପରେ ଆଜି ଏହା ବ୍ୟବହାର କରାଯିବ। ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ,…

ବିଲ୍ ବକେୟା ଥିଲେ ଗ୍ରୀଷ୍ମ ଋତୁରେ ବିଚ୍ଛିନ୍ନ କରାଯିବନି ବିଦ୍ୟୁତ୍ ସଂଯୋଗ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ, କନକ ବର୍ଦ୍ଧନ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି ଯେ, ୨୦୨୬ର ଏହି ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ମୌସୁମୀ ଆସିବା ପର୍ଯ୍ୟନ୍ତ ବକେୟା ବିଦ୍ୟୁତ୍ ବିଲ୍ ଥିଲେ ମଧ୍ୟ କୌଣସି…

କେନ୍ଦୁଝରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ବଡ଼ବିଲ୍ ରିଂ ରୋଡର କଲେ ଶିଳାନ୍ୟାସ

କେନ୍ଦୁଝର : କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି । ବଡ଼ବିଲ୍ ରିଂ ରୋଡ୍ ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ବହୁ ପ୍ରତୀକ୍ଷିତ ୧୮.୩ କିଲୋମିଟର ବିଶିଷ୍ଟ ବଡ଼ବିଲ୍ ବାଇପାସ୍-କୁମ୍-ରିଂ ରୋଡ୍ ର…

ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ ଅଧିନିୟମ-୨୦୨୬କୁ ସ୍ୱୀକୃତି ପ୍ରଦାନ କଲେ ରାଜ୍ୟପାଳ

ଭୁବନେଶ୍ଵର:ଓଡ଼ିଶାରେ ଲାଗୁହେଲା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ-୨୦୨୬। ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ବିଧେୟକ-୨୦୨୬କୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହା ପରେ…

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ୪୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ, ୧୦୭ ଧାରାରେ ନୋଟିସ୍ ଜାରି

ସମ୍ବଲପୁର: କାଲି ହନୁମାନ ଜୟନ୍ତୀ ପାଇଁ ପୋଲିସ ଛାଉଣୀରେ ସମ୍ବଲପୁର । ଶାନ୍ତିଭଙ୍ଗ ଆଶଙ୍କାରେ ସହରର ବିଭିନ୍ନ ଥାନା ପକ୍ଷରୁ ୧୦୭ ଧାରାରେ ଏକାଧିକ ଲୋକଙ୍କୁ ନୋଟିସ୍ ଜାରି କରାଯାଇଛି । ସୁରକ୍ଷା ପାଇଁ ୪୭ ପ୍ଲାଟୁନ୍ ପୋଲିସ ଫୋର୍ସ ଓ…

ଫାର୍ମ ହାଉସରୁ ୭ କୋଟି ଟଙ୍କାର ଗଞ୍ଜେଇ ଜବତ

ସୁବର୍ଣ୍ଣପୁର : ଫାର୍ମ ହାଉସରେ ରେଡ । ବିପୁଳ ପରିମାଣର ଗଞ୍ଜେଇ ଜବତ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅଧନସ୍ଥ ଗୁଜା ସୁଲିଆ ଜଙ୍ଗଲରେ ଥିବା ଏକ ଫାର୍ମ ହାଉସରେ ରେଡ କରିଛି ଉଲୁଣ୍ଡା ପୋଲିସ । ରେଡ ବେଳେ…