ରଥଯାତ୍ରା ପୂର୍ବରୁ ମାତିଲେ ଲୁଟେରା ଗ୍ୟାଙ୍ଗ, ଗହଳି ସ୍ଥାନ ଦେଖି ବୁଲାଉଛନ୍ତି କଳାକନା
ଭୁବନେଶ୍ୱର : ରଥଯାତ୍ରା ପୂର୍ବରୁ ମାତିଲେ ବନଜାରା ଗ୍ୟାଙ୍ଗ । ଗହଳି ସ୍ଥାନ ଦେଖି ବୁଲାଉଛନ୍ତି କଳାକନା । ଆମ ବସରେ ପଶି ଲୁଟୁଛନ୍ତି । ଭିଡ଼ ମାର୍କେଟ ଏରିଆରେ ଲୁଟୁଛନ୍ତି ଗହଣା । ଏନେଇ କମିସନରେଟ ପୋଲିସର ସ୍ପେଶାଲ ଡ୍ରାଇଭ୍…