‘ମୋ ବସ୍’ରୁ ଡ୍ରାଇଭରଙ୍କୁ ଭିଡ଼ିନେଇ ନିସ୍ତୁକ ପିଟିଲେ ୬ ଯୁବକ
ନିମାପଡ଼ା: କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଦ୍ବାରା ପରିଚାଳିତ ‘ମୋ ବସ୍’ର ଜଣେ ଡ୍ରାଇଭରଙ୍କୁ ଆଜି ସନ୍ଧ୍ୟା ସମୟରେ ୬ ଜଣ ଯୁବକ ନିସ୍ତୁକ ମାଡ଼ ମାରିଛନ୍ତି। ଯୁବକମାନେ ଡ୍ରାଇଭରଙ୍କୁ ବସ୍ ଭିତରୁ ବଳପୂର୍ବକ ଭିଡ଼ିନେଇ ମାଡ଼ ମାରିଥିବା ନେଇ…
