ଭୁବନେଶ୍ଵର: ଓଡିଶାପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୪ଟି ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ।
- ଗଜପତି ଜିଲ୍ଳାରେ-ଶଙ୍କର ପ୍ରଧାନ
- ପଶ୍ଚିମ ଗଞ୍ଜାମ-ଦଣ୍ତପାଣି ପାତ୍ର
- କଟକ ସହର-ସନ୍ତୟାନ ମିଶ୍ର
- ବୌଦ୍ଧ- ଅବଦୁଲ କାଲିସ ଖାସ
ଦୀର୍ଘଦିନ ଧରିକଂଗ୍ରେସ ପକ୍ଷରୁ ରାଜ୍ୟରେ ଜିଲ୍ଲାସଭାପତିଙ୍କ ନାମ ଘୋଷଣା ହୋଇନାହିଁ। ଏବେ ବି ପ୍ରାୟ ଜିଲାର ଜିଲ୍ଳା ସଭାପତିଙ୍କ ନାମ ଘୋଷଣା ହୋଇନଥିବାରୁ ସେ ଆସନ ଗୁଡିକ ଏବେ ଖାଲି ପଡିଛି।

